Posted inଜାତୀୟ

କଦଳୀ ଚାଷ କରି ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରୁଛନ୍ତି ମାନସିକ ଅସୁସ୍ଥ ବ୍ୟକ୍ତି

ନାଗପୁର,୧୧।୭: ମହାରାଷ୍ଟ୍ର ନାଗପୁରରେ ଥିବା ରିଜିଓନାଲ ମେଣ୍ଟାଲ ହସ୍ପିଟାଲରେ ଥିବା ମାନସିକ ଅସୁସ୍ଥ ରୋଗୀମାନେ କଦଳୀ ଚାଷ କରି ପ୍ରାୟ ୧ ଲକ୍ଷ ୩୪ ହଜାର ଟଙ୍କା ରୋଜଗାର କରିଥିବା ଜଣାପଡିଛି। ସ୍କିଲ ଡେଭଲପ୍‌ମେଣ୍ଟ କାର୍ଯ୍ୟକ୍ରମ ମାଧ୍ୟମରେ ଏମାନେ ହସ୍ପିଟାଲ ପରିସର ମଧ୍ୟରେ ଏହି ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିଛନ୍ତି। ମେଡିକାଲ ସୁପରିଟେଣ୍ଡେଣ୍ଟ ମାଧୁରି ଥୋରାଟ କୁହନ୍ତି, ଚାଷ କାର୍ଯ୍ୟ ମନ ଉପରେ ଶାନ୍ତ ପ୍ରଭାବ ପକାଇଥାଏ। ତେଣୁ ଏଠାରେ ଥିବା ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କୁ ଆମେ ଚାଷ କରିବା ପାଇଁ ପ୍ରୋତ୍ସାହନ ଦେଇଥିବାରୁ ସେମାନେ ଏବେ ଲକ୍ଷାଧିକ ଟଙ୍କା ରୋଜଗାର କରିଛନ୍ତି। ଏହି ଅର୍ଥରୁ ସେମାନଙ୍କୁ କିଛି ଦିଆଯିବ ବୋଲି ସେ କହିଛନ୍ତି। ଏହାର ପ୍ରୋଜେକ୍ଟ ହେଡ୍‌ ଥିବା ପ୍ରବିନ କାକଡେ କୁହନ୍ତି, ହସ୍ପିଟାଲରେ ରହୁଥିବା ଅଧିକାଂଶ ମାନସିକ ଅସୁସ୍ଥ ବ୍ୟକ୍ତି ଗ୍ରାମାଞ୍ଚଳର ହୋଇଥିବାରୁ ସେମାନେ ଖୁବ୍‌ଶୀଘ୍ର ଏହି ଚାଷକୁ ଆପଣାଇ ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ସରକାରଙ୍କ ସମୟରେ ଗୁଜରାଟରେ ଦଙ୍ଗା ହୋଇଥିଲା ?

ନୂଆଦିଲ୍ଲୀ,୨।୧୨: ୨୦୦୨ରେ ଗୁଜରାଟରେ ମୁସଲମାନ ବିରୋଧୀ ହିଂସା କେଉଁ ସରକାରଙ୍କ ଅମଳରେ ସଂଗଠିତ ହୋଇଥିଲା ? ଏଭଳି ଏକ ମଲ୍ଟିପୁଲ ଚୟସ ପ୍ରଶ୍ନ ଆସିଥିଲା ଦ୍ୱାଦଶ...

ସଶକ୍ତ ଗଣତନ୍ତ୍ର ପାଇଁ କଂଗ୍ରେସ ସୁଦୃଢ଼ ହେବା ଆବଶ୍ୟକ, ନୀତିନଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୨୮।୩ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ନୀତିନ ଗଡକରୀ କହିଛନ୍ତି ଯେ ଏକ ଉତ୍ତମ ତଥା ସଶକ୍ତ ଗଣତନ୍ତ୍ର ପାଇଁ କଂଗ୍ରେସକୁ...

ଆଜି କମଲନାଥଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୦।୩(ପି.ଟି.): ମଧ୍ୟପ୍ରଦେଶ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଶୁକ୍ରବାର ଡାକି ଅପରାହ୍ନ ୫ଟା ସୁଦ୍ଧା ଆସ୍ଥାଭୋଟ କରାଇବା ଲାଗି ସୁପ୍ରିମକୋର୍ଟ ଗୁରୁବାର ବାଚସ୍ପତି ଏନ୍‌.ପି. ପ୍ରଜାପତିଙ୍କୁ ନିର୍ଦ୍ଦେଶ...

ଅଗଷ୍ଟ ୩୧ରେ ପ୍ରକାଶ ପାଇବ ଆସାମ ଏନ୍‌ଆର୍‌ସିର ଅନ୍ତିମ ତାଲିକା

ଗୁଆହାଟି,୩୦।୮: ଆସାମର ଏନ୍‌ଆର୍‌ସି ବା ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟରର ଚୁଡାନ୍ତ ତାଲିକା ଅଗଷ୍ଟ ୩୧ ତାରିଖ ଅର୍ଥାତ୍‌ ଶନିବାର ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।...

ବ୍ରହ୍ମପୁତ୍ରରେ ଡ୍ୟାମ୍‌ ଲାଗି ଭାରତର ଯୋଜନା

ନୂଆଦିଲ୍ଲୀ, ୨।୧୨(ପି.ଟି.): ବ୍ରହ୍ମପୁତ୍ର ନଦୀରେ ଚାଇନା ପକ୍ଷରୁ ଡ୍ୟାମ୍‌ କରାଯିବା ଲାଗି ଯୋଜନା ଚାଲିଥିବାବେଳେ ଭାରତ ପକ୍ଷରୁ ମଧ୍ୟ ଏକ ଡ୍ୟାମ୍‌ ନିର୍ମାଣ କରାଯିବ ବୋଲି...

ଏସବୁ ଖାଦ୍ୟ ଆର୍ଥରାଇଟିସ୍‌ରୁ ରଖେ ଦୂରେଇ…

ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ଦେଖାଦେଇଥାଏ। ଏହାକୁ ଡାକ୍ତରମାନେ ଆର୍ଥରାଇଟିସ୍‌ କୁହାଯାଇଥାଏ। ଏହି ସମସ୍ୟାରେ ଗଣ୍ଠି...

ଅନ୍ୟ ଧର୍ମରେ ବିବାହ କରି ‘ମହାନ ପ୍ରେମିକ’ ହୁଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୯: ଛତିଶଗଡ଼ର ଏକ ଅନ୍ୟ ଧାର୍ମିକ ବିବାହ ମାମଲାର ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ମାମଲାର ଶୁଣାଣି ସମୟରେ ଯୁବକଙ୍କୁ ବିଶ୍ୱସ୍ତ ଜୀବନସାଥୀ ଓ ମହାନ...

ଓମିକ୍ରନକୁ ନେଇ ଆକ୍ସନରେ ଶିବରାଜ, ଜାରି କଲେ ନୂଆ ଗାଇଡ ଲାଇନ

ଭୋପାଳ,୨୯ ।୧୧: କରୋନା ଭାଇରସର ନୂଆ ଭାରିଏଣ୍ଟର ଆସିବା ପରେ ଏହାକୁ ନେଇ ମଧ୍ୟପ୍ରଦେଶର ଶିବରାଜ ସିଂ ସରକାର ଆକ୍ସନ ମୁଡକୁ ଆସିଯାଇଛନ୍ତି । ଏହାକୁ...

Advertisement
Archives

Model This Week