କଞ୍ଚା ଆମ୍ବ ଖାଇଲେ ଦୀପିକା: କ’ଣ ଖୁସି ଖବର ବୋଲି ପଚାରିଲେ ପ୍ରଶଂସକ

ବଲିଉଡ୍‌ର ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ ହେଉଛନ୍ତି ଦୀପିକା ପାଦୁକୋନ ଓ ରଣବୀର ସିଂହ। ପ୍ରଶଂସକମାନେ ଏହି ଯୋଡିକୁ ବେସ୍‌ ପସନ୍ଦ କରୁଛନ୍ତି। ଏହି ଯୋଡିଙ୍କ ବିବାହକୁ ଇତିମଧ୍ୟରେ ବର୍ଷେ ବିତିଯାଇଛି। ତେବେ ପ୍ରଶଂସକମାନେ ତାଙ୍କଠାରୁ ଖୁସି ଖବର ଶୁଣିବାକୁ ଚାହିଁ ବସିଛନ୍ତି। ଇତିମଧ୍ୟରେ ଦୀପିକା ଏମିତି ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯାହାକୁ ଦେଖିବା ପରେ ପ୍ରଶଂସକମାନେ ତାଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି।
ପ୍ରକୃତ କଥା ହେଲା ଦୀପିକା କଟା ଯାଇଥିବା କଞ୍ଚା ଆମ୍ବର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ସହ ସେ କ୍ୟାପ୍‌ସନ ମଧ୍ୟ ଲେଖିଛନ୍ତି, ଏହା ସବୁଠାରୁ ବେଷ୍ଟ। ବାକି ସବୁଠାରୁ ବହୁତ ଭଲ। ଏହାକୁ ଦେଖିବା ପରେ ପ୍ରଶଂସକମାନେ ଆଉ ଚୁପ୍‌ ବସିପାରିଲେ ନାହିଁ। ପ୍ରଶ୍ନ ପରେ ପ୍ରଶ୍ନ ତାଙ୍କୁ ପଚାରିବା ଆରମ୍ଭ କରିଦେଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, କ’ଣ ଦୀପିକା ଗର୍ଭବତୀ ଅଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଆଉ ଜଣେ ଖୁସିର ସମୟ ଆସିଥିବା ଲେଖିଛନ୍ତି। ଦୀପିକା ଓ ରଣବୀର ଏହାର ଉତ୍ତର ଦେଇସାରିଥିଲେ ମଧ୍ୟ ସେମାନେ ମାନିବାକୁ ନାରାଜ ଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଶାନ୍ତଙ୍କ ବାପା, ଭଉଣୀ: ଜାଣନ୍ତୁ କାରଣ

ନୂଆଦିଲ୍ଲୀ, ୮।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ଶନିବାର ଫରିଦାବାଦରେ ନ୍ୟାୟ...

ଗାର୍ଡେନିଂରେ ବିତୁଛି ସମୟ

ଏବେ ସମଗ୍ର ବିଶ୍ୱ କରୋନା କବଳିତ। ଏଥିରୁ ନିଜକୁ ରକ୍ଷା କରିବା ପାଇଁ ଆମ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ସମସ୍ତେ ଘରେ ହିଁ...

ହୃଦୟ ଜିତିଲେ ରଣବୀର ସିଂ

ଫିଲ୍ମ ‘୮୩’ରେ ୧୯୮୩ ବିଶ୍ୱକପର ହିରୋ କପିଳ ଦେବଙ୍କ ଲୁକରେ ନଜର ଆସିବେ ରଣବୀର ସିଂ। କପିଳଙ୍କ ଲୁକରେ ରଣବୀରଙ୍କୁ ଠିକ ଭାବରେ ଚିହ୍ନି ମଧ୍ୟ...

ଏହି ସୁପରଷ୍ଟାରଙ୍କ ସହ କାମ କରିବାକୁ ଚାହୁଁ ନ ଥିଲେ ଶ୍ରୀଦେବୀ, ଐଶ୍ୱର୍ଯ୍ୟା

ବଲିଉଡ୍‌ର ଆକ୍ସନ ହିରୋଙ୍କ ମଧ୍ୟରେ ଅନ୍ୟତମ ସନି ଦେଓଲ। ସନ୍ନିଙ୍କୁ ତାଙ୍କ ସମୟର ସବୁଠାରୁ ସଫଳ ଏବଂ ହିଟ୍‌ ହିରୋଙ୍କ ତାଲିକାରେ ଗଣନା କରାଯାଏ। ସେ...

ନୋ କଣ୍ଡୋମ୍‌ସ୍‌ ପ୍ଲିଜ୍‌

ମୁମ୍ବାଇ : ବଲିଉଡ୍‌ରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଥିବା ଅଭିନେତା ଭିକି କୌଶଲ ଏବେ ଚର୍ଚ୍ଚାରେ ଅଛନ୍ତି। ବଲିଉଡ୍‌ ହିଟ୍‌ଫିଲ୍ମ ‘ଉରି’ ଓ ‘ରାଜି’ରେ...

ଜେନେଲିଆଙ୍କ ସ୍ବାମୀ କହିବାରୁ ରାଗିଯାଇଥିଲେ ରିତେଶ ଦେଶମୁଖ

ଟେଲିଭଜନର ଚର୍ଚ୍ଚିତ କମେଡି ଶୋ’ ‘ଦ କପିଲ୍‌ ଶର୍ମା ଶୋ’ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ଏହି ଶୋ’କୁ ଆସୁଥିବା ସେଲିବ୍ରିଟିମାନେ ମଧ୍ୟ ନିଜ ଜୀବନର...

ଏହି ମହିଳାଙ୍କୁ ପ୍ରଥମଥର ଦେଖି କାନ୍ଦିଥିଲେ ଶିଳ୍ପା ସେଟ୍ଟୀ

ବଲିଉଡର କିମ୍ବଦନ୍ତୀ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ ଘଟିଛି। ବଲିଉଡ୍‌ରେ ‘ମାଷ୍ଟରଜୀ’ ଭାବେ ପରିଚିତ ସରୋଜଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରୀର ଅନେକ କଳାକାର ତାଙ୍କୁ ଶେଷ...

୩୪ ଘଣ୍ଟା ଭିତରେ ୧୧ ସେଲିବ୍ରିଟି କରୋନା ସଂକ୍ରମିତ

ସାରା ଦେଶରେ କରୋନା ଭାଇରସ୍‌ କାୟା ବିସ୍ତାର କରି ଚାଲିଥିବାବେଳେ ଏବେ ଏହି ଭୂତାଣୁ ବଲିଉଡ୍‌ ମୁହାଁ ହୋଇଛି। ୩୪ ଘଣ୍ଟା ଭିତରେ ୧୧ ସେଲିବ୍ରିଟି...

Seven Jackpot
Advertisement


Archives

Model This Week

Why Dharitri