Posted inଖେଳ

ଓଭାଲ କ୍ରିକେଟ ଷ୍ଟାଡିୟମ ବାହାରେ ଝାଲ୍‌ମୁଢି ବିକୁଥିବା ବ୍ୟକ୍ତି ଜଣଙ୍କ ବିଷୟରେ ଜାଣନ୍ତୁ

ଲଣ୍ଡନ, ୧୨।୬: ବିଶ୍ୱକପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ମ୍ୟାଚ୍‌ ଓଭାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥାଏ। ଏହି ସମୟରେ ଷ୍ଟାଡିୟମ ବାହାରେ ଝାଲମୁଢି ବିକୁଥିଲେ ଜଣେ ବ୍ୟକ୍ତି। ଭାରତୀୟ ଷ୍ଟାଇଲ୍‌ରେ ଝାଲମୁଢି ପ୍ରସ୍ତୁତ କରୁଥିବାର ଦେଖି ମ୍ୟାଚ୍‌ ଦେଖିବାକୁ ଆସିଥିବା ଭାରତୀୟ ପ୍ରଶଂସକ ତାଙ୍କ ପାଖେ ଅଟକି ଯାଉଥିଲେ। ତାଙ୍କ ମୁଢି ପ୍ରସ୍ତୁତର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିନ୍ତୁ ସେହି ବ୍ୟକ୍ତି କିଏ ବୋଲି ଜାଣିବାକୁ ସମସ୍ତଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି। ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ବ୍ରିଟିଶ୍‌ ରୋଷେୟା। ତାଙ୍କ ନାମ ଆନଗସ୍‌ ଡେନୁନ୍‌। ସେ ଅନେକ ଦିନ ପଶ୍ଚିମବଙ୍ଗର କୋଲକାତାରେ ବିତାଇଥିଲେ। ଏହିଠାରୁ ହିଁ ସେ ଝାଲ୍‌ମୁଢି ପ୍ରସ୍ତୁତ କରିବା ଶିଖିଥିଲେ ବୋଲି କହନ୍ତି ଡେନୁନ। କୋଲକାତାରୁ ଲଣ୍ଡନ ଫେରିବା ପରେ ଝାଲମୁଢିର ଏକ ଷ୍ଟଲ ଖୋଲିଥିଲେ। ଯାହାର ନାମ ରଖିଥିଲେ ‘ଦ ଏଭ୍ରିବଡି ଲଭ୍‌ ଲଭ୍‌ ଝାଲମୁଢି ଏକ୍ସପ୍ରେସ୍‌’। ଲଣ୍ଡନର ଗଳିକନ୍ଦିରେ ବୁଲି ଡେନୁଲ ଝାଲମୁଢି ବିକନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରମିଜଙ୍କ ମୁହଁ ବନ୍ଦ କଲେ ବାବର, କହିଲେ-ଦିନକରେ ବଦଳି ପାରିିବୁ ନାହିଁ

କରାଚି,୨୧।୧୨: ଘରୋଇ ମଇଦାନରେ ଇଂଲଣ୍ଡଠାରୁ ଲଜ୍ଜାଜନକ ଭାବେ ପରାଜିତ ହୋଇଛି ପାକିସ୍ତାନ ଟିମ୍‌ । ଟେଷ୍ଟ ଇତିହାସରେ ପ୍ରଥମ ଥର ଲାଗି ସିରିଜକୁ ୩-୦ରେ କ୍ଲିନ୍‌...

ରିୟାଙ୍କୁ ନେଇ ୨୦୧୪ରୁ ଟୁଇଟ୍‌ କରିଥିଲେ ଜୋଫ୍ରା ଆର୍ଚେର: ପ୍ରଶଂସକ କହିଲେ ଏଭଳି..

ନୂଆଦିଲ୍ଲୀ,୨୮।୮: ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଏକ ପୁରୁଣା ଟୁଇଟ୍‌ ଏବେ ଭାଇରାଲ ହେଉଛି। ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର...

ଓଡ଼ିଶା ମହିଳା ଚାମ୍ପିୟନ୍‌

ଭୁବନେଶ୍ୱର,୬ା୨ (ସ୍ପୋଟର୍‌ସ ବ୍ୟୁରୋ): ୧୫ ତମ ଜାତୀୟ ରଗ୍‌ବୀ ଚାମ୍ପିୟନଶିପ୍‌ରେ ଚାମ୍ପିୟନ୍‌ ଆଖ୍ୟ ଅର୍ଜନ କରିଛି ଓଡ଼ିଶା ମହିଳା ଦଳ। କିଟ୍‌ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଖେଳା...

ୟୁରୋକପ୍‌ ଫୁଟ୍‌ବଲ: ଜର୍ମାନୀକୁ ହରାଇ କ୍ୱାର୍ଟରରେ ଇଂଲଣ୍ଡ

ଲଣ୍ଡନ,୧।୭: ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ ଏଥର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ୪୦,୦୦୦ ଦର୍ଶକଙ୍କ ସମ୍ମୁଖରେ ସ୍ଥାନୀୟ ଓ୍ବେମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ନାମେଣ୍ଟର...

ଅଜାତଶତ୍ରୁ ରୋଜର ବିନ୍ନି

ବିନ୍ନିଙ୍କ ବ୍ୟକ୍ତିତ୍ୱ ପଡିଆ ଭିତରେ ଓ ବାହାରେ ସର୍ବଦା ନିର୍ବିବାଦୀୟ। ସେ ବଲ୍‌କୁ ସୁଇଂ କରିବାରେ ମାହିର ଥିବା ବେଳେ ବିଦେଶୀ ପିଚରେ ତାଙ୍କୁ ମିଳୁଥିଲା...

ଟି୨୦ ବିଶ୍ୱକପ୍‌ ଦଳରେ ଜଣେ ପେସରଙ୍କ ଅଭାବ

ମୁମ୍ବାଇ,୬।୧୦ : ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ଭାରତୀୟ ଦଳରେ ଜଣେ ପେସରଙ୍କ ଅଭାବ ରହିଛି। ଏଭଳି କହିଛନ୍ତି ପୂର୍ବତନ ଚୟନ କମିଟି ମୁଖ୍ୟ ଏମ୍‌ଏସ୍‌କେ...

ନ୍ୟୁଜିଲାଣ୍ଡ ଆଗରେ ୨୯୭ ରନ୍‌ର ବିଜୟଲକ୍ଷ୍ୟ

ମାଉଣ୍ଟ ମଙ୍ଗୁନୁଇ,୧୧।୨- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୨୯୭ ରନ୍‌ର ବିଜୟ...

ଏକାଠି ସମୟ ବିତାଉଛନ୍ତି ବିରୁଷ୍କା

ନୂଆଦିଲ୍ଲୀ,୩।୭- ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଇଂଲଣ୍ଡରେ ଅଛନ୍ତି। ଶନିବାର ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ...

Advertisement
Archives

Model This Week