ଓଡ଼ଗାଁରୁ ଚୋରି ଗାଡ଼ି ରଣପୁରରୁ ଜବତ

ରଣପୁର,୨।୮ (ସ୍ବ.ପ୍ର.)-ନୟାଗଡ ଜିଲା ଓଡଗାଁ ଥାନା ଅଞ୍ଚଳରୁ ଗତ ଜୁଲାଇ ୩୦ ତାରିଖରେ ଚୋରି ହୋଇଥିବା ଏକ ବୋଲେରୋକୁ ରଣପୁର ପୋଲିସ ଗୁରୁବାର ରଣପୁର ଅନ୍ତର୍ଗତ ଅସୁରକୁମାରୀ ପୀଠରୁ ଜବତ କରିଛି। ପରେ ଓଡଗାଁ ପୋଲିସକୁ ହସ୍ତାନ୍ତର କରିଛି।
ଯେ, ଓଡ଼ଗାଁ ଥାନା ଅନ୍ତର୍ଗତ ଘସାଦେଈପୁର ଗ୍ରାମର ବୈକୁଣ୍ଠ ନାଥ ବାଘଙ୍କ ଘର ଆଗରେ ରଖାଯାଇଥିବା ଏକ ବୋଲେରୋ (ନଂ ଓଆର୍‌ ୦୨ ଏସି ୭୯୩୧)କୁ ଗତ ୩୦ତାରିଖ ରାତିରେ କେହି ଦୁର୍ବୃତ୍ତ ଚୋରିକରି ନେଇଯାଇଥିଲେ। ୩୧ ତାରିଖରେ ଓଡଗଁା ଥାନାରେ ବୈକୁଣ୍ଠ ଲିଖିତ ଅଭିଯୋଗ କରିଥିଲେ ା ଏନେଇ ପୋଲିସ ନଂ୧୨୧/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ ମଧ୍ୟ ଚୋରି ଯାଇଥିବା ଗାଡିର କୌଣସି ପତ୍ତା ମିଳି ନ ଥିଲା। ରଣପୁର ଥାନା ସବ୍‌ଇନ୍ସପେକ୍ଟର ପ୍ରୀତିରଞ୍ଜନ ମହାନ୍ତି ଗୁରୁବାର ସକାଳେ ପାଟ୍ରୋଲିଂ କରୁଥିବାବେଳେ ବଜ୍ରକୋଟ ଗ୍ରାମସ୍ଥିତ ଅସୁର କୁମାରୀ ପୀଠ ଠାରେ ଥିବା ବନ୍ଧ ଉପରେ ପରିତ୍ୟକ୍ତ ଅବସ୍ଥାରେ ଏକ ଗାଡି ରହିଥିବା ଦେଖିବାକୁ ପାଇଥିଲେ। ଏ ନେଇ ସନ୍ଦେହ ହେବାରୁ ବିଭିନ୍ନ ଥାନାକୁ ଏ ସଂକ୍ରାନ୍ତରେ ଜଣାଇଥିଲେ ା ଓଡଗଁା ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା, ସବ୍‌ଇନ୍ସପେକ୍ଟର ସଞ୍ଜୟ ପରିଡା ଓ ଗାଡିର ମାଲିକ ବୈକୁଣ୍ଠ ଘଟଣା ସ୍ଥଳରେ ପହଞ୍ଚି ଥିଲେ ା ସେଠାରୁ ଗାଡିଟିକୁ ଜବତ କରି ଓଡ଼ଗଁା ଥାନାକୁ ନେଇଯାଇଥିଲେ ା ଦୁବୃର୍ତ୍ତମାନେ ଗାଡିର ବିଭିନ୍ନ ଯନ୍ତ୍ରାଂଶ କାଢି ନେଇଥିବା ପୋଲିସ ପ୍ରକାଶ କରିଛି ା ଏଠାରେ ପ୍ରକାଶ ଯେ, ରଣପୁର ଅଞ୍ଚଳର କିଛି ଦୁର୍ବୃତ୍ତ ଗାଡି ଚୋରି ର଼୍ୟାକେଟ୍‌ରେ ସାମିଲ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭକ୍ତଙ୍କ ବିନା ହେଲା ପୂଜାର୍ଚ୍ଚନା

ପୁରୀ ଅଫିସ,୧୪ା୪: ଶ୍ରୀକ୍ଷେତ୍ରରେ ପାଳିତ ହୋଇଯାଇଛି ପବିତ୍ର ମହାବୀର ଜୟନ୍ତୀ ତଥା ମହାବିଷୁବ ସଂକ୍ରାନ୍ତି। ଓଡ଼ିଆ ନବବର୍ଷକୁ ସ୍ବାଗତ କାର୍ଯ୍ୟକ୍ରମ ଚଳିତବର୍ଷ ଫିକା ପଡ଼ିିଥିଲା। ସବୁ...

ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ

ପାଟଣା, ୨୮।୯( ସ୍ବ. ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦେଓ ନଦୀର ମଙ୍ଗଳପୁର ଘାଟରେ ଶନିବାର ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଭାସୁଥିବା...

ଗଳାବାଟ ଦେଇ ଆସୁଛି କରୋନା

ପୁରୀ ଅଫିସ,୨୪।୭: ପୁରୀ ଜିଲାରେ କରୋନା ସ୍ଥିତି ଅଣାୟତ୍ତ ହେଉଛି। ପ୍ରଶାସନ ପକ୍ଷରୁ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇ...

ଶ୍ରମିକଙ୍କ ରହିବା, ଖାଇବାର ବ୍ୟବସ୍ଥା କଲା ପ୍ରଶାସନ

ଆନନ୍ଦପୁର,୨୨।୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ପୌରପ୍ରଶାସନ ପକ୍ଷରୁ ଭୁବନେଶ୍ୱରରୁ ଚାଲି ଚାଲି ଆସିଥିବା ୯ ଜଣ ଶ୍ରମିକଙ୍କ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି। ଲକ୍‌ ଡାଉନ...

ବର୍ଷା, ପବନରେ ଉପୁଡିଲା ଶତାଧିକ ଗଛ, ଭାଙ୍ଗିଲା ୮ ଘର

ପଡିଆ, ୧୨ା୮-ମାଲକାନଗିରି ଜିଲା ପଡିଆ ବ୍ଲକ ଅନ୍ତର୍ଗତ ମାଟେରୁ ପଞ୍ଚାୟତ ମାଢିଗୁଡାରେ ରବିବାର ଅପରାହ୍ନରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଶତାଧିକ ଗଛ ରାସ୍ତା...

ବେଆଇନ ଗଞ୍ଜେଇ ଚାଲାଣ: କାର୍‌ ଜବତ, ୨ଅଟକ

ପଟାଙ୍ଗି,୨୫।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟାଙ୍ଗି ପୋଲିସ ବୁଧବାର ଏକ ଗଞ୍ଜେଇ ବୋଝେଇ କାର୍‌ (ଓଡି୧୦ଏଲ୍‌୫୭୨୧)କୁ ଜବତ କରିଛି। ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଅଟକ ରଖି...

ଶାଶୁ ଘରେ ଛାଡିଦେବାକୁ କହି ମହିଳାଙ୍କୁ ଗଣବଳାତ୍କାର

ବନ୍ତ,୨୯।୮(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ବନ୍ତ ଥାନା ପୋଲିସ...

କଟକ ବଡ଼ ମେଡିକାଲ ଛାତରୁ ଖସିପଡ଼ିଲା ଫ୍ୟାନ୍‌: ମହିଳା ରୋଗୀ ଆହତ

କଟକ ଅଫିସ,୮।୩: ବଡ଼ ମେଡିକାଲର ସର୍ଜରୀ ୱାର୍ଡର ଛାତରୁ ସୋମବାର ଏକ ଫ୍ୟାନ୍‌ ଖସିପଡ଼ିଛି। ଫ୍ୟାନଟି ଜଣେ ମହିଳା ରୋଗୀଙ୍କ ଉପରେ ପଡ଼ିବାରୁ ସେ ଆହତ...

Advertisement
Archives

Model This Week