ଓଜନ ନିୟନ୍ତ୍ରଣ କରେ ସାଗୁଦାନା

ସାଗୁଦାନା ସ୍ବାସ୍ଥ୍ୟ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି ଭଳି ଦେଖାଯାଉଥିବା ଏହି ଛୋଟ ଛୋଟ ଦାନା ଭିତରେ ଲୁଚିରହିଛି ଅନେକ ଗୁଣକାରୀ ତତ୍ତ୍ୱ। ସାଗୁଦାନାରେ ଥିବା ଫଲିକ୍‌ ଏସିଡ୍‌ ଏବଂ ଭିଟାମିନ୍‌ ବି କମ୍ପ୍ଲେକ୍ସ ଗର୍ଭାବସ୍ଥା ସମୟରେ ଗର୍ଭରେ ଥିବା ଭ୍ରୂଣର ବିକାଶରେ ସହାୟକ ହୋଇଥାଏ। ଏହାସାଙ୍ଗକୁ ସାଗୁଦାନା କାର୍ବୋହାଇଡ୍ରେଟ୍‌ର ଏହା ଉତ୍ତମ ଉତ୍ସ। ସକାଳେ ଏହା ସେବନ କରିବା ଦ୍ୱାରା ଅଧିକ ଭୋକ ଲାଗେନାହଁି। ଫଳରେ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଏହା ଶରୀରରେ ତୁରନ୍ତ ଏବଂ ଆବଶ୍ୟକ ଶକ୍ତି ଦେବାରେ ସହାୟକ ହୋଇଥାଏ। କାମ କରିବା ପରେ ଥକ୍କା ଲାଗୁଥିଲେ, ସାଗୁଦାନା ସେବନ କଲେ ଶରୀର ତୁରନ୍ତ ତାଜା ହୋଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ପୋଷାକ ନୂଆଲୁକ୍‌

ନୂଆ ପୋଷାକ ପିନ୍ଧିବାକୁ, ଫ୍ୟାଶନେବଲ ଲାଗିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ସବୁବେଳେ ନୂଆ ନୂଆ ପୋଷାକ କିଣିବା ସମ୍ଭବ ନୁହେଁ, ଏହା ବଜେଟ୍‌ ବିରୋଧୀ।...

ଜାଣି ରଖନ୍ତୁ

ଡେଙ୍ଗୁର ଶିକାର ହୋଇ କିଛି ଲୋକ ମୃତ୍ୟୁମୁଖରେ ବି ପଡ଼ିଥାନ୍ତି। ତେଣୁ ଠିକ୍‌ ସମୟରେ ଏହି ରୋଗର ଚିକିତ୍ସା କରିବା ଉଚିତ। ତେବେ ଘରୋଇ ଉପାୟରେ...

ମନ୍ଦିରରେ ଟଙ୍କା ଦାନ କରୁଥିଲେ ଜାଣିନିଅନ୍ତୁ ଏହି ଶୁଭ ଖବର

ଆଚାର୍ଯ୍ୟ ଚାଣକ୍ୟ ଅର୍ଥ ସମ୍ବନ୍ଧରେ ଅନେକ ନୀତି ଉଲ୍ଲେଖ କରିଛନ୍ତି। ତାଙ୍କ କହିବାନୁସାରେ, ଟଙ୍କା ରୋଜଗାର କରିବା କଷ୍ଟକର, ଏହାକୁ ସଠିକ ଭାବରେ ଖର୍ଚ୍ଚ କରିବା...

ହାର୍ଟଆଟାକ୍‌ର ପୂର୍ବ ସୂଚନା…

ଅନେକ ରୋଗୀଙ୍କ କ୍ଷେତ୍ରରେ ହାର୍ଟ ଫେଲ୍ୟୁର୍‌ ବା ହାର୍ଟ ଆଟାକ୍‌ ସମସ୍ୟା ଦୃଷ୍ଟି ଗୋଚର ହୋଇଥାଏ। ଏହାର ଅର୍ଥ ହେଉଛି ସମ୍ପୃକ୍ତ ରୋଗୀଙ୍କର ହାର୍ଟ ସାଧାରଣ...

ଏସବୁ ଜିନିଷ ସହ ମିଶାଇ ଖାଆନ୍ତୁ ନାହିଁ ମହୁ…

ମହୁ ସ୍ବାସ୍ଥ୍ୟ ପାଇଁ  ଉପକାରୀ ହୋଇଥିବା ବେଳେ ଥଣ୍ଡା ଲାଗି ବରଦାନ ସଦୃଶ ହୋଇଥାଏ। ଥଣ୍ଡା ଜ୍ୱର ସମୟରେ ତୁଳସୀ ପତ୍ରରେ ମହୁ ମିଶାଇ ସେବନ...

ଷ୍ଟାଇଲ ଷ୍ଟେଟ୍‌ମେଣ୍ଟରେ ଅଜବ ‘କ୍ଲଚ୍‌’

କ୍ଲଚ୍‌ ଏବେ ଷ୍ଟାଇଲ ଷ୍ଟେଟ୍‌ମେଣ୍ଟ ପାଲଟିଛି। ପାର୍ଟି ପାଇଁ ତ ଏହାର ଚାହିଦା ବେଶି। ତେବେ ଏମିତି ବି କିଛି କ୍ଲଚ୍‌ ଅଛି, ଯାହା ଦେଖିବାକୁ...

ଘାତକ ଆମୋନିୟମ ନାଇଟ୍ରେଟ୍‌

”ଆମୋନିୟମ ନାଇଟ୍ରେଟ୍‌ ହେଉଛି ଧଳା ରଙ୍ଗର ସ୍ଫୁଟିନାକାର ଗୋଟିଏ କଠିନ ରାସାୟନିକ ପଦାର୍ଥ । ଏହା ଆମୋନିୟମ ଓ ନାଇଟ୍ରେଟ୍‌ ଆୟନରୁ ଗଠିତ। ଆମୋନିଆ ସହ...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ…

ପିଆଜ ଶଣ୍ଢା ଶରୀରର ଅନେକ ଉପକାର କରେ। ଗ୍ରୀନ ପିଆଜ ଶଣ୍ଢା ଅନେକ ରୋଗରୁ ଦୂରେଇ ରଖେ। ନିୟମିତ ଅଭ୍ୟାସ କରି ସକାଳେ ଅଧାକପ୍‌ ପିଆଜ...

Advertisement


Archives

Model This Week