ଏହି ବଲିଉଡ୍‌ ଷ୍ଟାର୍‌ମାନେ ଗୋଟିଏ ବିଜ୍ଞାପନକୁ କେତେ ଟଙ୍କା ନିଅନ୍ତି ଜାଣନ୍ତି କି?

ବଲିଉଡ୍‌ ଷ୍ଟାର୍‌ମାନେ ତ ଫିଲ୍ମ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ନେଇଥାନ୍ତି। କିନ୍ତୁ ଜାଣିଛନ୍ତି କି ବଲିଉଡର ଆଗଧାଡିର ଅଭିନେତାମାନେ ଗୋଟିଏ ବିଜ୍ଞାପନ ବାବଦରେ କେତେ ଫିସ୍‌ ନିଅନ୍ତି। ବିଜ୍ଞାପନରେ ସବୁଠୁ ଅଧିକ ଟଙ୍କା ନିଅନ୍ତି ଅମିର୍‌ ଖାନ୍‌। ସେ ପ୍ରତି ବିଜ୍ଞାପନ ପାଇଁ ୧୧ କୋଟି ଟଙ୍କା ନିଅନ୍ତି। ବାଦ୍‌ଶାହ ଶାହରୁଖ ଖାନ୍‌ ୯ କୋଟି ଟଙ୍କା ନେଉଥିବା ସୁପର୍‌ଷ୍ଟାର ଅମିତାଭ ବଚ୍ଚନ ଗୋଟିଏ ବିଜ୍ଞାପନ ପାଇଁ ୮ କୋଟି ଟଙ୍କା ନେଇଥାନ୍ତି। ସେହିପରି ଅକ୍ଷୟ କୁମାର ୭ କୋଟି, ସଲମାନ ଖାନ୍‌ ୭ କୋଟି ବିକି କୌଶଳ ୩ କୋଟି, ଟାଇଗର୍‌ ଶ୍ରଫ୍‌ ୨.୫ କୋଟି. ଆୟୁଷ୍ମାନ୍‌ ଖୁରାନା ୨.୨୫ କୋଟି ଏବଂ ରାଜକୁମାର ରାଓ ୧.୫ କୋଟି ଟଙ୍କା ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଥିଆଙ୍କ ସହ ଡିନର୍‌ ଡେଟ୍‌ରେ କେ ଏଲ୍‌ ରାହୁଲ, ଫଟୋ ଭାଇରାଲ

ମୁମ୍ବାଇ: କ୍ରିକେଟର କେ ଏଲ୍‌ ରାହୁଲଙ୍କୁ ଡେଟ୍‌ କରୁଛନ୍ତି ଅଭିନେତ୍ରୀ ଆଥିଆ ସେଟ୍ଟୀ। ଉଭୟ ଏ ନେଇ ସର୍ବସମ୍ମୁଖରେ ସ୍ବିକାର କରୁ ନ ଥିଲେ ହେଁ...

ବିବାହ ପୂର୍ବରୁ ଏହି ୫ କଥା ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ସବୁ ଝିଅଙ୍କ ଜୀବନର ଏକ ବିଶେଷ ମୁହୂର୍ତ୍ତ। ଏହି ସମୟକୁ ସେମାନେ ଅପେକ୍ଷା କରି ରହିଥାନ୍ତି। ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସ୍ତ୍ରୀ ମୀରା...

ଆଉ ଫିଲ୍ମ କରିବେନି ଏନ୍‌ଟିଆର, କାହିଁକି ଏଭଳି କହିଲେ ଜାଣନ୍ତୁ…

ମୁମ୍ବାଇ: ସାଉଥ ସୁପରଷ୍ଟାର ଜୁନିୟର ଏନ୍‌ଟିଆର ଫିଲ୍ମ ‘ଏନ୍‌ଟିଆର-୩୦’କୁ ନେଇ ଲାଇମଲାଇଟ୍‌ରେ ଅଛନ୍ତି। ଏହି ସମୟରେ ଅଭିନେତା ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ଯାହା ବର୍ତ୍ତମାନ...

ଗୋଟିଏ ଭୁଲ୍‌ ନଷ୍ଟ କରିଦେଲା କ୍ୟାରିୟର

ଆଜି ବଲିଉଡରେ ଅଭିନେତା ଫର୍‌ଦିନ ଖାନଙ୍କ ଜନ୍ମଦିନ। ଏକ ସମୟରେ ସେ ଲୋକପ୍ରିୟ ହୋଇ ପାରଇଥିଲେ ମାତ୍ର ତାଙ୍କର ଏକ ଭୁଲ୍‌ କ୍ୟାରିୟର ନଷ୍ଟ କରିଦେଇଥିଲା।...

ପରଦାରେ ମୁଲାୟମଙ୍କ କାହାଣୀ

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ରାଜନୀତିର ବରିଷ୍ଠ ନେତା ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଛି। ଗୋଟିଏ ପଟେ ରାଜନେତାଙ୍କଠାରୁ ଆରମ୍ଭକରି ସିନେ...

ମଲାଇକାଙ୍କ ସହ ଡେଟ୍‌ କରୁଥିବା ଅର୍ଜୁନ ଏକଦା ପଡ଼ିଥିଲେ ସଲମାନ୍‌ଙ୍କ ଭଉଣୀଙ୍କ ପ୍ରେମରେ, ଦୁଇ ବର୍ଷ ପରେ…

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଆଜି ଜନ୍ମଦିନ । ସେ ୨୬ ଜୁନ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଆଜି ତାଙ୍କର ୩୬ ତମ...

ବରିଷ୍ଠ ଅଭିନେତା ଅନ୍ନୁ କପୁର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବରିଷ୍ଠ ବଲିଉଡ ଅଭିନେତା ଅନ୍ନୁ କପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ଅଭିନେତା ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନୂଆଦିଲ୍ଲୀର ସାର୍‌ ଗଙ୍ଗା ରାମ...

କରୋନାରୁ ସୁସ୍ଥ ହେବା ପରେ ପ୍ରଥମଥର ଏକାଠି ନଜର ଆସିଲେ ମଲାଇକା-ଅର୍ଜୁନ

ମୁମ୍ବାଇ: କିଛିଦିନ ପୂର୍ବେ ବଲିଉଡ୍ ନାୟକ ଅର୍ଜୁନ କପୁର କରୋନାରେ ପୀଡ଼ିତ ହୋଇଥିବା କଥା ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ । ଆଉ ଏହାର କିଛିଦିନ...

Advertisement
Archives

Model This Week