ଏହି ବଲିଉଡ୍‌ ନାୟକଙ୍କ ପ୍ରେମରେ ପଡିଥିଲେ କ୍ରିତି

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ରିତି ସାନନ ୨୦୧୪ରେ ଫିଲ୍ମ ହିରୋପନ୍ଥି ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ୩୦ ବର୍ଷରେ ପଦାର୍ପଣ କରିଥିବା ଏହି ନାୟିକା ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ମଡେଲିଂକୁ ନିଜର କ୍ୟାରିୟର ଭାବେ ବାଛି ନେଇଥିଲେ। ଇଲୋକ୍ଟ୍ରନିକ୍ସ ଓ କମ୍ୟୁନିକେଶନରେ ସେ ଡିଗ୍ରୀ ହାସଲ କରିଛନ୍ତି। ପ୍ରଥମେ କ୍ରିତି ତେଲଗୁ ଫିଲ୍ମ Nenokkadineରେ ମହେଶ ବାବୁଙ୍କ ସହ ଅଭିନୟ କରିଥିଲେ। ଏହାପରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଆଉ ସେଇଠି ସେ ସୁଲତାନ ସଲମାନଙ୍କ ବଡ ଫ୍ୟାନ୍‌ ପାଲଟି ଯାଇଥିଲେ। ସଲମାନଙ୍କୁ ସେ ତାଙ୍କର ପ୍ରଥମ କ୍ରସ ବୋଲି କୁହନ୍ତି। ହେଲେ ଏବେ ତାହା ତାଙ୍କ ପାଇଁ ଅତୀତ ହୋଇଯାଇଛି। ଜିରୋ ଫିଗର ମେଣ୍ଟେନ୍‌ କରୁଥିବା କ୍ରିତି କିନ୍ତୁ କେବେହେଲେ ଖାଦ୍ୟ ପାନୀୟରେ କଣ୍ଟ୍ରୋଲ କରନ୍ତି ନାହିଁ। ତାଙ୍କୁ ମିଠା ହାଲଓ୍ବା, କଷ୍ଟାର୍ଡ, ଚିଜ କେକ୍‌ ଓ ଚକୋଲଟ୍‌ ବହୁତ ପସନ୍ଦ ବୋଲି ସେ କୁହନ୍ତି। ଅବସର ସମୟରେ ଏହି ନାୟିକା ମେଡିଟେଶନ କରିବା, ଫିଲ୍ମ ଦେଖିବା, ଖାଦ୍ୟ ପ୍ରସ୍ତୁତ କରିବା, କବିତା ଲେଖିବା ଓ ଡ୍ୟାନ୍ସ କରିବାକୁ ପସନ୍ଦ କରନ୍ତି। ସେ ଜଣେ ପ୍ରଫେଶନାଲ କଥକ ଡ୍ୟାନ୍ସର।


Enter your email to get our daily news in your inbox.

All Right Reserved By Dharitri.Com

ଅସୁସ୍ଥ ‘ଗନ୍ଦି ବାତ୍‌’ ଫେମ୍‌ ଅଭିନେତ୍ରୀ

  ମୁମ୍ବାଇ: ଟେଲି କଳାକାର ଗହନା ବଶିଷ୍ଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୁରୁବାର ଦ୍ୱିପ୍ରହରରେ ଗହନା ଏକ ଓ୍ବେବ...

ଏରିକାଙ୍କୁ ଛାଡ଼ି ଏବେ ଆରିୟାଙ୍କ ପ୍ରେମରେ ପାର୍ଥ

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ରେ ନାଏକ ସାଜିଥିବା ପାର୍ଥ ସମନ୍ଥାନ ଗୋଟିଏ ପରେ ଗୋଟିଏ ପ୍ରେମିକା ବଦଳାଉଛନ୍ତି। ନିକଟରେ ସେ ଏରିକାଙ୍କ...

ମୁନାଭାଇଙ୍କ ସହ ଅଭିନୟ ଥିଲା ଏକ ଭିନ୍ନ ଅନୁଭବ

ପୁଚୁକି ଗାଲି ଗୀତରେ ପିଲା ବେଳେ ମୁଁ ଅନେକ ଡ୍ୟାନ୍ସ କରିଛି। ଛୋଟ ବେଳୁ ଏମିତି କିଛି ଗୀତ ଦେଖିଦେଖି ହିରୋ ହେବାର ନିଶା ମୋ...

୨ସନ୍ତାନଙ୍କ ସହ ଅର୍ପିତାଙ୍କ ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଖାଁଙ୍କ ଭଉଣୀ ଅର୍ପିତା ଖାଁ ଶର୍ମା ନିକଟରେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାଇ ସଲମାନଙ୍କ ଜନ୍ମଦିନ ଅବସରରେ ଅର୍ଥାତ୍‌ ଡିସେମ୍ବର...

ଯାତ୍ରା ପାଇଁ ସମର୍ପିତ ରତି-ମିଟୁନା

କୁହାଯାଏ ଯୋଡ଼ି ସ୍ବର୍ଗରେ ତିଆରି ହୁଏ। ଆଉ ଉପରବାଲା ହିଁ ଜୀବନସାଥୀ ବାଛିଦିଏ। ଯିଏ ଯେଉଁଠି ଜନ୍ମ ହୋଇଥାଉ, ଯିଏ ଯେଉଁଠି ଯେଉଁ କାମ କରୁଥାଉ...

ଅମିତାଭଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଟୁଇଟର ଆକାଉଣ୍ଟକୁ ସୋମବାର ରାତିରେ ହ୍ୟାକ୍‌ (ବିନା ଅନୁମତିରେ ଅନ୍ୟ ନେଟଓ୍ବର୍କରେ ପ୍ରବେଶ) କରାଯାଇଛି। ତାଙ୍କର ପ୍ରୋଫାଇଲ୍‌ ପିକ୍ଚରକୁ...

‘ଦିଲ୍‌ ଚାହତା ହୈ’ ପ୍ରୀତି ଜିଣ୍ଟାଙ୍କ କାହିଁକି ପସନ୍ଦ ଜାଣନ୍ତି…

ସୈଫ ଅଲ୍ଲୀ ଖାନ୍‌, ଅମୀର ଖାନ୍‌ ଏବଂ ଅକ୍ଷୟ ଖାନ୍ନାଙ୍କ ସୁପରହିଟ୍‌ ଫିଲ୍ମ ‘ଦିଲ୍‌ ଚାହତା ହୈ’ ରିଲିଜ ହେବାର ୧୮ ବର୍ଷ ପୂରିଛି। ଫିଲ୍ମରେ...

ମ୍ୟୁଜିକାଲ ଫିଲ୍ମ ‘୯୯ ସଙ୍ଗସ୍‌’ର ଟ୍ରେଲର ରିଲିଜ

ସଂଗୀତ ମାଧ୍ୟମରେ ସାରା ବିଶ୍ୱକୁ ଦିଓ୍ବାନା କରିଥିବା ସଂଗୀତକାର ଏ.ଆର୍‌ ରହମାନଙ୍କ ସିନେମା ‘୯୯ ସଙ୍ଗ୍‌ସ’ର ଟ୍ରେଲର ରିଲିଜ୍‌ ହୋଇଛି। ଏହା ଏକ ମ୍ୟୁଜିକାଲ ରୋମାଣ୍ଟିକ୍‌...

Coronavirus Update


Archives

Model This Week

Why Dharitri