Posted inଫୁରସତ

ଏହି ଅଙ୍ଗୁର ପେନ୍ଥାର ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଜାରରେ ବିଭିନ୍ନ ପ୍ରକାରର ଅଙ୍ଗୁର ମିଳିଥାଏ। ଭିନ୍ନ ଭିନ୍ନ ଅଙ୍ଗୁରର ଦାମ୍‌ ମଧ୍ୟ ଅଲଗା ରହିଥାଏ। କିନ୍ତୁ ଜାପାନ୍‌ରେ ରୁବି ରୋମାନ ନାମକ ଏକ ଅଙ୍ଗୁରର ଦାମ୍‌ ଏବେ ଚର୍ଚ୍ଚାରେ। ଏହି ଅଙ୍ଗୁର ପେନ୍ଥାର ଦାମ୍‌ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଦାମ୍‌ କେତେ ଜାଣନ୍ତି? ୧୨ ଲକ୍ଷ ୟେନ୍‌ ଯାହାକି ଭାରତୀୟ ମୁଦ୍ରାରେ ୭.୫ ଲକ୍ଷ ଟଙ୍କା।

ଜାପାନ ବଜାରରେ ଏହାର ଚାହିଦା ଖୁବ୍‌ ବେଶୀ। ଏହି ଅଙ୍ଗୁରର ଆକାର ଅନ୍ୟ ଅଙ୍ଗୁର ଅପେକ୍ଷା ବହୁ ବଡ଼ ହୋଇଥିବାବେଳେ ସ୍ବାଦ ଖୁବ୍‌ ମିଠା ଏବଂ ରସାଳଯୁକ୍ତ। ପ୍ରାୟ ଗୋଟିଏ ଅଙ୍ଗୁରର ଓଜନ ୨୦ ଗ୍ରାମରୁ ଅଧିକ।

ଏହି କିସମର ଅଙ୍ଗୁର ଜାପାନର ଇଶିକାବା ପ୍ରାନ୍ତରେ ଥିବା ଜମିରେ ଚାଷ ହୋଇଥାଏ। ଗୋଟିଏ ପେନ୍ଥାରେ ପ୍ରାୟ ୩୦ଟି ଅଙ୍ଗୁର ରହିଥାଏ। ଜାପାନର ବଜାରରେ ବିକ୍ରି ହେଉଥିବା ରୁବି ଅଙ୍ଗୁରକୁ ସେଠାକାର ଏକ କମ୍ପାନୀ କିଣି ନେଇଛି। ଉକ୍ତ କମ୍ପାନୀ ଅଙ୍ଗୁରକୁ ନେଇ ହୋଟେଲଗୁଡ଼ିକରେ ଦେଇ ବ୍ୟବସାୟକୁ ବଢ଼ାଇଥିବା ଏକ ରିପୋର୍ଟରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିକ୍‌ ମୋହନ

ବେଳେବେଳେ ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର କରିବା ସମୟରେ ସାମାନ୍ୟ ଅସାବଧାନତା ହେଲେ ଶରୀରରେ ବିଦ୍ୟୁତ୍‌ ପ୍ରବାହ ହୋଇ ମଣିଷର ଜୀବନ ଚାଲିଯାଏ। କିନ୍ତୁ ଏମିତି ଜଣେ...

ଯୁବତୀଙ୍କୁ ଆକୃଷ୍ଟ କରିବାକୁ ଖର୍ଚ୍ଚ କଲେ ଏତିକି ଲକ୍ଷ ଟଙ୍କା, ଏବେ ଲାଗୁଛି ଲମ୍ବା ଲାଇନ୍‌

ପ୍ରକୃତି ପ୍ରତ୍ୟେକ ମଣିଷକୁ ଅଲଗା ଅଲଗା କରି ଗଢ଼ିଛି। କିଏ ଲମ୍ବା ତ କିଏ ଛୋଟ। ଆଉ କିଏ ବହୁତ ସୁନ୍ଦର ତ ଆଉ କିଏ...

ଏହି ୫ ପଶୁଙ୍କୁ ସ୍ବପ୍ନରେ ଦେଖିବା ଶୁଭ

ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ସ୍ବପ୍ନ ଭବିଷ୍ୟତର ଘଟଣାଗୁଡ଼ିକୁ ସୂଚିତ କରେ। ଆହୁରି ମଧ୍ୟ, ସ୍ବପ୍ନ ରେ ଦେଖାଯାଉଥିବା ଜିନିଷଗୁଡ଼ିକ ବିଭିନ୍ନ ପ୍ରକାରର ସଙ୍କେତ ଦେଇଥାଏ। ସ୍ବପ୍ନରେ...

ଶତାବ୍ଦୀ ପୁରୁଣା ବୁକ୍‌ଷ୍ଟୋର

ଟେକ୍ନୋଲୋଜିର ଅଗ୍ରଗତି ଫଳରେ ଆଜିକାଲି ସବୁକିଛି ଡିଜିଟାଲାଇଜ୍‌ ହୋଇଯାଇଛି। ଏମିତି କି ପାଠ୍ୟପୁସ୍ତକର ସ୍ଥାନ ନେଇଯାଇଛି ଇ-ବୁକ୍ସ୍‌। ଆଜିକାଲି ସ୍ମାର୍ଟ ଫୋନ୍‌ ଏବଂ ଟ୍ୟାବ୍‌ ମାଧ୍ୟମରେ...

ବୟଫ୍ରେଣ୍ଡଙ୍କ ଫୋନ ଅନ୍ୟଜଣେ ଯୁବତୀ ଉଠାଇବାରୁ ଗର୍ଲଫ୍ରେଣ୍ଡ ନେଲେ ଏମିତି ନିଷ୍ପତ୍ତି

ଆମେରିକାର ଟେକ୍ସାସରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବୟଫ୍ରେଣ୍ଡଙ୍କ ଫୋନ ଆଉ ଜଣେ ଯୁବତୀ ଉଠାଇବାରୁ ରାଗରେ ଗର୍ଲଫ୍ରେଣ୍ଡ ତାଙ୍କ ଘରେ ନିଆଁ ଲଗାଇଦେଇଛନ୍ତି। ପୋଳିସ...

ସାନ ଭାଇଙ୍କୁ ଏପରି ଦୀର୍ଘ ନିଃଶ୍ୱାସ ନେବା ଶିଖାଉଛନ୍ତି ବଡ଼ ଭାଇ, ବର୍ତ୍ତମାନ ସୁଦ୍ଧା ଦେଖିସାରିଲେଣି ୬ ଲକ୍ଷ ୟୁଜର

ସୋସିଆଲ ମିଡିଆରେ ଦୁଇ ଛୋଟ ଶିଶୁଙ୍କ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ବଡ଼ ଭାଇ ନିଜ ଛୋଟ ଭାଇଙ୍କୁ ଦୀର୍ଘ ନିଃଶ୍ୱାସ ନେବା ଶିଖାଉଛନ୍ତି। ସେ...

ଏଟିଏମ୍‌ରୁ ଟଙ୍କା ଉଠାଇବା ବାହାନାରେ ଚୋରି କଲେ ସାନିଟାଇଜର, ଭିଡିଓ ଦେଖିଲେ…

ଭାରତରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ବି କରାଯାଇଛି। ସରକାର ଲୋକଙ୍କୁ ନିୟମ ପାଳନ...

୧୦ ଦେଶ ନିକଟରେ ରହିଛି ବିପୁଳ ପରିମାଣର ସୁନା, ଏହି ସ୍ଥାନରେ ରହିଛି ଭାରତ

ଆମ ପାଇଁ ସୁନା ସୁବଠୁ ମୂଲ୍ୟବାନ ଧାତୁ। କହିରଖୁଛୁ, ଯେଉଁ ଦେଶର ରିଜର୍ଭ ବ୍ୟାଙ୍କ ନିକଟରେ ଯେତେ ଅଧିକ ସୁନା ଗଚ୍ଛିତ ଥାଏ, ସେ ଦେଶ...

Advertisement
Archives

Model This Week