
ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ଜନସାଧାରଣଙ୍କ ସମସ୍ୟା ଓ ସମାଧାନ ଦାବିରେ ଏସ୍ୟୁସିଆଇ(ସି) ପକ୍ଷରୁ ପିଏମ୍ଜିଠାରେ ବିକ୍ଷୋଭ।
ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ଜନସାଧାରଣଙ୍କ ସମସ୍ୟା ଓ ସମାଧାନ ଦାବିରେ ଏସ୍ୟୁସିଆଇ(ସି) ପକ୍ଷରୁ ପିଏମ୍ଜିଠାରେ ବିକ୍ଷୋଭ।
କଟକ ରୋଡ୍ ବେଙ୍ଗଲୀ କଲୋନୀ ଗୁପ୍ତା କୁଟୀରରେ ମା’ କାଳୀଙ୍କ ମୂର୍ତ୍ତୀ।
ଏଫ୍ଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ ଖେଳିବା ଲାଗି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ୟୁଏସ୍ଏ ପୁରୁଷ ହକି ଟିମ୍।
ବାରବାଟୀ ଷ୍ଟାଡିୟମ କ୍ଲବ ହାଉସ୍ଠାରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ୩୦ତମ ସାମ୍ବିଧାନିକ ସମ୍ମିଳନୀକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ୱଳନ...
ରାଜୀବ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର ୟୁନିଟ- ୫ସ୍ଥିତ ରାଜୀବ ଭବନରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଉଛି।
ନୟାପଲ୍ଲୀ ପୂଜାମଣ୍ଡପରେ ଆଲୋକସଜ୍ଜିତ ତୋରଣ
ରାଜଧାନୀରେ ପ୍ରବଳ ବର୍ଷା
ପିଆଜର ଅହେତୁକ ଦରବୃଦ୍ଧି ବିରୋଧରେ ସିପିଆଇ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ।