ଏସବୁ ସମସ୍ୟା ଦୂରକରେ ମୂଳା

ଶୀତଦିନେ ଅଧିକ  ମୂଳା ବଜାରରେ ମିଳିଥାଏ। ତେବେ ନିୟମିତ  ମୂଳା ଖାଇବା ସ୍ବାସ୍ଥ୍ୟ ପାଇଁ  ଉପକାରୀ ହୋଇଥାଏ। ଏଥିରେ ଆୟୋଡିନ୍‌, କ୍ୟାଲସିୟମ ଏବଂ ଆଇରନ ପ୍ରଚୁର ମାତ୍ରାରେ ଥାଏ। ପୌଷ୍ଟିକ ତତ୍ତ୍ୱରେ ଭରପୂର  ମୂଳା କିଡ୍‌ନୀ ପାଇଁ ବି ଉପକାରୀ। ମୂଳା ଖାଇଲେ ପେଟ ସମସ୍ୟା ଦୂର ହୋଇଥାଏ। ଏହା ଶରୀରରେ ବିଷାକ୍ତ ପଦାର୍ଥକୁ ବାହାର କରିବାରେ  ସାହାଯ୍ୟ କରେ । ଏଥିସହ ମୂଳା ପାକସ୍ଥଳୀକୁ ମଧ୍ୟ ସୁସ୍ଥ ରଖିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍‌ ରହିଛି, ଯାହା କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ଏକ ଉପକାରୀ ପରିବା। ଯେଉଁ ବ୍ୟକ୍ତିଙ୍କର ଲିଭରଜନିତ ସମସ୍ୟା ରହିଛି, ସେମାନେ ନିଜ ଖାଦ୍ୟରେ ମୂଳାକୁ ସାମିଲ କରନ୍ତୁ। ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ମୂଳା ଖୁବ ଉପକାରୀ। ଏଥିରେ ଥିବା ପୌଷ୍ଟିକ ତତ୍ତ୍ୱ ଇନ୍‌ସୁଲିନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟୋପକାରୀ ମଟର

ମଟର ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ଏହାକୁ ଖାଇବା ଫଳରେ ଅନେକ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିରେ ଭିଟାମିନ୍‌ କେ’, ଭିଟାମିନ୍‌ ସି, ଫସ୍‌ଫରସ୍‌...

ମୁଣ୍ଡବ୍ୟଥାର ଘରୋଇ ଉପଚାର

ମୁଣ୍ଡବ୍ୟଥା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ତେବେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହାଦ୍ୱାରା ଏଥରୁ ଅନେକାଂଶରେ ଉପଶମ ମିଳିପାରିବ। ସେ...

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଗୁଣ୍ଡ…

ନୂଆଦିଲ୍ଲୀ: ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୩ ଥର ମେଥିଗୁଣ୍ଡ ଉଷୁମ ପାଣିରେ...

ପାଟି ଭିତରେ ଏପରି ଲାଲ୍‌ ଚିହ୍ନ ଅଛି କି, ହୋଇପାରେ କରୋନାର ଲକ୍ଷଣ

ପାଟି ଭିତରେ ଲାଲରଙ୍ଗର ଏକ ଚିହ୍ନ ଦେଖାଯାଉଥିଲେ ତାହା ମଧ୍ୟ କରୋନା ଭୂତାଣୁର ଲକ୍ଷଣ ହୋଇପାରେ ବୋଲି ସ୍ପେନ୍‌ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଅନୁସନ୍ଧାନକାରୀମାନେ...

କାଓ ପ୍ରିଣ୍ଟ ଫ୍ୟାଶନ୍‌

ଯୁବପିଢ଼ିଙ୍କ ଫ୍ୟାଶନ୍‌ ମାନିଆକୁ ଦେଖି ବର୍ତ୍ତମାନ ମାର୍କେଟ୍‌ରେ ବିଭିନ୍ନ ପ୍ରକାର ଷ୍ଟାଇଲିସ୍‌ ପ୍ରିଣ୍ଟର ଡ୍ରେସ୍‌ ଓ ଆସେସରିଜ୍‌ ମିଳୁଛି। ଏମିତିରେ ଡିଫରେଣ୍ଟ ଲୁକ୍‌ ପାଇଁ ବର୍ତ୍ତମାନ...

ଡାଇବେଟିସ୍‌, ରକ୍ତଚାପରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏସବୁ

ଆଜିକାଲି ଡାଇବେଟିସ୍‌, ରକ୍ତଚାପରେ ଅଧିକାଂଶ ପୀଡ଼ିତ। ସ୍ବାସ୍ଥ୍ୟ ହିଁ ସମ୍ପଦ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଏମିତି କିଛି ଖାଦ୍ୟ ଉପରେ ଧ୍ୟାନ ଦେଲେ...

ଉତ୍ତମ ସ୍ବାସ୍ଥ୍ୟ ଅନ୍ତରାଳେ..

ଋତୁଚକ୍ର ଓ ପୃଥିବୀ ପରିକ୍ରମା ଅନୁଯାୟୀ ଭିନ୍ନ ଭିନ୍ନ ଜଳବାୟୁ ପରିଲକ୍ଷିତ ହୋଇଥାଏ। ଆମ ଦେଶରେ ମଧ୍ୟ ଏଥିଯୋଗୁଁ ଜଳବାୟୁରେ ପରିବର୍ତ୍ତନ ଘଟିଥାଏ। ବର୍ତ୍ତମାନ ଆମେ...

ଶର୍ଟ ପ୍ୟାଣ୍ଟ ଫ୍ୟାଶନ

ସମର୍‌ ଫ୍ୟାଶନ ପାଇଁ ଶଟର୍‌ସ ବା ଶର୍ଟ ପ୍ୟାଣ୍ଟ ସବୁଠାରୁ ଉତ୍ତମ ହୋଇଥାଏ। କାରଣ ଏହା ଯୁବକଙ୍କୁ କୁଲ୍‌ ଲୁକ୍‌ ଦେବା ସହିତ ଖରାଦିନେ ପିନ୍ଧିବାକୁ...

Advertisement
Archives

Model This Week