ଏସବୁ ରୋଗ ଲାଗି ବରଦାନ ସଦୃଶ ତେଜପତ୍ର

ମସଲା ରୂପରେ ବ୍ୟବହାର କରାଯାଉଥିବା ତେଜପତ୍ର ଯେ, କେବଳ ଖାଦ୍ୟକୁ ସ୍ବାଦିଷ୍ଟ କରାଇଥାଏ ତାହା ନୁହେଁ ବରଂ ଏହା ଅନେକ  ରୋଗରୁ ରକ୍ଷା କରିଥାଏ। ଏଥିରେ ପୋଷକ ତତ୍ତ୍ୱ ଓ ଖଣିଜ ପଦାର୍ଥ ରହିଛି। ଏହାସହ ଭିଟାମିନ୍‌ ‘ଇ’ ଓ ‘ସି’ ମଧ୍ୟ ଭରି ରହିଛି। ତେବେ ଜାଣନ୍ତୁ ତେଜପତ୍ର ସ୍ବାସ୍ଥ୍ୟ ଲାଗି କେତେ ଉପକାରୀ….

-ପେଟ ସମ୍ବନ୍ଧିିତ ରୋଗ ପାଇଁ ତେଜପତ୍ର ଉପକାରୀ।

– ମଧୁମେହ ରୋଗୀଙ୍କ ଲାଗି ଏହା ଲାଭଦାୟକ। ଟାଇପ୍‌-ଟୁ ମଧୁମେହରେ ଆକ୍ରାନ୍ତ ରୋଗୀ ତେଜପତ୍ର ଖାଇବା ଆବଶ୍ୟକ। ଏହାକୁ ନିୟମିତ ବ୍ୟବହାର କଲେ ଗ୍ଲୁକୋଜ୍‌ ଓ କୋଲେଷ୍ଟରଲ ସ୍ତର କମ୍‌ ହୋଇଥାଏ।

-କୋଷ୍ଠକାଠିନ୍ୟ ଓ ଗ୍ୟାସ ସମସ୍ୟା ପାଇଁ ଏହା ବରଦାନ ସଦୃଶ ହୋଇଥିାଏ।

-ନିଦ୍ରାରେ ସମସ୍ୟା ଉପୁଜୁଥିବା ବ୍ୟକ୍ତି ଏହାକୁ ପାଣିରେ ଫୁଟାଇ ପିଇବା ଫଳରେ ଏହି ସମସ୍ୟା ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ କେଶର ଯତ୍ନ

ଶୀତଦିନରେ ଶରୀର ସହିତ ନିଜର କେଶର ଯତ୍ନ ନେବା ମଧ୍ୟ ଜରୁରୀ। ସାଧାରଣତଃ ଶୀତଦିନରେ କେଶରେ ଅଧିକ ରୁକ୍ଷତା ଦେଖିବାକୁ ମିଳେ। ତେବେ ଏହି ସମୟରେ...

ଏପିଲେପ୍‌ସି

ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାରରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ଅପସ୍ମାର (ଏପିଲେପ୍‌ସି) ଦିବସ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା… ସୁସ୍ଥ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ମସ୍ତିଷ୍କର...

କଞ୍ଚା ଆମ୍ବ ପଣା

ଆବଶ୍ୟକ ସାମଗ୍ରୀ- କଞ୍ଚା ଆମ୍ବ- ୪ଟି, ଭଜା ଜିରା ଗୁଣ୍ଡ- ୨ ଚାମଚ, ଗୁଢ଼ କିମ୍ବା ଚିନି ସ୍ବାଦ ଅନୁସାରେ, ପୁଦିନାପତ୍ର- ୧ ବଡ଼ ଚାମଚ,...

ଖରାଦିନେ ସିଲ୍କ ଶାଢ଼ି ପିନ୍ଧିବାକୁ ନେଇ ବଦଳାନ୍ତୁ ଚିନ୍ତାଧାରା: ଏହିପରି ବାଛନ୍ତୁ ଶାଢ଼ି

ଖରାଦିନେ ସିଲ୍କ ଶାଢ଼ି ପିନ୍ଧିବାକୁ ପ୍ରାୟ କେହି ପସନ୍ଦ କରି ନ ଥାନ୍ତି। ଯଦିଓ କୌଣସି ପର୍ବପର୍ବାଣିରେ ସେହି ଭଳି ଶାଢ଼ି ପନ୍ଧିଥାନ୍ତି, ସେଥିରେ ଅନେକ...

ଆପଣଙ୍କ ସ୍ବାମୀ ରାଗି କି…

ବୈବାହିକ ଜୀବନରେ ସାମାନ୍ୟ କଥାକୁ ନେଇ ସୃଷ୍ଟି ହେଉଥିବା ମନୋମାଳିନ୍ୟ ଏକ ସାଧାରଣ କଥା। ତେବେ ଏହି କାରଣ ନେଇ ଯଦି ସ୍ବାମୀ ରାଗିଯାଆନ୍ତି ଆଉ...

ଖାଲିପେଟରେ ରସୁଣ ଖାଇଲେ ଏହିସବୁ ସ୍ବାସ୍ଥ୍ୟ ସମସ୍ୟାରୁ ମିଳେ ମୁକ୍ତି

ରସୁଣ କେବଳ ସ୍ବାଦ ବଢ଼ାଇ ନ ଥାଏ। ତାହା ମଧ୍ୟ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ଖାଲିପେଟରେ ରସୁଣ ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଆୟୁର୍ବେଦ...

ଏସବୁ ରୋଗରୁ ବି ଦୂରେଇ ରଖେ ଆମ୍ବ ଟାକୁଆ…

ଆମ୍ବ ଶରୀର ପାଇଁ ଉପକାରୀ। ଏହା ସହିତ ଆମ୍ବ ଟାକୁଆ ମଧ୍ୟ ଶରୀର ପାଇଁ ବେଶ୍‌ ଲାଭପ୍ରଦ। ଟାକୁଆରୁ କୋଇଲି ବାହାର କରି ଏହାକୁ ଶୁଖାଇ...

ଏକାଗ୍ରତା ବଢ଼ାଏ ସୋସିଆଲ ମିଡିଆ

ଆଜିକାଲି ସୋସିଆଲ ମିଡିଆର ବହୁ ଚାହିଦା ରହିଛି। କେବଳ ଛାତ୍ରୀଛାତ୍ର ନୁହନ୍ତି, ଯୁବପିଢ଼ି ହୁଅନ୍ତୁ ଅବା ବୟସ୍କ ପ୍ରାୟ ସମସ୍ତେ ଏହି ମାୟାରେ ପଡ଼ିଛନ୍ତି। କାରଣ...

Advertisement
Archives

Model This Week