Posted inଜାତୀୟ

ଏମ୍ସ ଏମ୍‌ବିବିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଇରମିମଙ୍କୁ ଅଭିନନ୍ଦନ ଜଣାଇଲା ସେନା

ରାଜୌରୀ,୩।୯: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ପ୍ରଥମ ଗୁଜ୍ଜର ମହିଳା ଭାବେ ଚଳିତ ବର୍ଷ ଅଲ୍‌ ଇଣ୍ଡିଆ ଇନଷ୍ଟୃଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ର ଏମ୍‌ବିବିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ଇରମିମ ଶମିମ। ତାଙ୍କର ଏହି ସଫଳତା ପାଇଁ ସୋମବାର ଭାରତୀୟ ସେନା ପକ୍ଷରୁ ତାଙ୍କୁ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିନନ୍ଦନ ଦିଆଯାଇଛି। ଭାରତୀୟ ସେନା ପକ୍ଷରୁ ଆୟୋଜିତ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଇରମିମଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ସେ ଏକ ପ୍ରେରଣାଦାୟୀ ବକ୍ତବ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଏକ କି ଦୁଇ ନୁହେଁ ୪ ସନ୍ତାନ ହେଲେ ଭଲ’, ଆରଏସଏସ ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୯।୬: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ(ଆରଏସଏସ) ର ନେତାମାନେ ସେମାନଙ୍କ ବୟାନକୁ ନେଇ ଆଜିକାଲି ହେଡଲାଇନରେ ରହିଛନ୍ତି। ପୁଣି ଥରେ ଜଣେ ଆରଏସଏସ ନେତା ଏପରି...

ବ୍ଲକ୍‌ ହେବ ୩୦ ହଜାରରୁ ଅଧିକ ମୋବାଇଲ ନମ଼୍ବର

ନୂଆଦିଲ୍ଲୀ, ୧୯।୬: ଅନ୍‌ଲାଇନ୍‌ ସହ ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାକୁ ଡିଜିଟାଲ୍‌ ଠକମାନେ ଲାଗିପଡ଼ିଛନ୍ତି । ପାର୍ସଲ ଠାରୁ ଆରମ୍ଭ କରି ବିଜୁଳି ବିଲ୍‌ ପର୍ଯ୍ୟନ୍ତ...

କେଜରିଓ୍ବାଲଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୯।୬: ଦିଲ୍ଲୀ ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଡୁଆ ଶେଷ ହେଉନାହିଁ। ସଦ୍ୟତମ ମାମଲାରେ ଦିଲ୍ଲୀ...

ବିରୋଧୀଙ୍କୁ ଚକ୍‌ମା ଦେଲା ଟିଡିପି: ଫସରଫାଟିଲା ରଣନୀତି

ନୂଆଦିଲ୍ଲୀ,୧୯।୬: ବିରୋଧୀ ଇଣ୍ଡିଆ ମେଣ୍ଟ ଆଶାବାଦୀ ଥିଲେ ଯେ ସରକାରଙ୍କ ସବୁଠୁ ବଡ ସହଯୋଗୀ ଟିଡିପି ବାଚସ୍ପତି ପଦବୀ ପାଇଁ ଦାବି କରିବେ। ବାଚସ୍ପତି ପଦ...

ଆଇସକ୍ରିମ୍‌ରୁ ବାହାରିଥିବା କଟା ଆଙ୍ଗୁଠି କାହାର ଥିଲା? ମୁମ୍ବାଇ ପୋଲିସ କଲା ଖୁଲାସା

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରେ ଜୁନ ୧୩ରେ ଆଇସ୍‌କ୍ରିମରୁ ମଣିଷର କଟା ଆଙ୍ଗୁଠି ବାହାରିବା ଘଟଣା ସାମ୍ନାକୁ ଆସିଥିଲା। ଏହା ଅନେକଙ୍କୁ ଚକିତ କରିଥିବା ବେଳେ ପୋଲିସ...

ଅଯୋଧ୍ୟା ରାମ ମନ୍ଦିର ସୁରକ୍ଷାରେ ନିୟୋଜିତ ଯବାନଙ୍କୁ ଗୁଳି

ନୂଆଦିଲ୍ଲୀ, ୧୯।୬: ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷାରେ ନିୟୋଜିତ ଥିବା ସ୍ପେଶାଲ ସିକ୍ୟୁରିଟି ଫୋର୍ସର ଜଣେ ଯବାନଙ୍କର ସନ୍ଦିଗ୍ଧ ଅବସ୍ଥାରେ ଗୁଳି ଲାଗିବାରୁ ମୃତ୍ୟୁ ହୋଇଛି...

ଯେ କୌଣସି ସମୟରେ ଭାଙ୍ଗି ପାରେ ମୋଦି ସରକାର, ତାଙ୍କର ଅନେକ ନେତା ରହିଛନ୍ତି ଆମ ସମ୍ପପର୍କରେ: ରାହୁଲ

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ବିଦେଶୀ ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିବାବେଳେ ଏକ ଛୋଟ ଭୁଲ ଯୋଗୁଁ ମୋଦି ସରକାର ଭାଙ୍ଗିଯାଇ ପାରନ୍ତି ବୋଲି...

ପ୍ରବଳ ବର୍ଷା, ୨୬ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୯।୬: ଭାରତର କିଛି ରାଜ୍ୟରେ ହିଟ୍‌ୱେଭ୍‌ ଜାରି ରହିଥିବା ବେଳେ ଆଉ ଏକ ରାଜ୍ୟରେ ଲାଗି ରହିଥିବା ବର୍ଷା ସରକାରଙ୍କ ଚିନ୍ତା ବଢ଼ାଇଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri