ଏମିତି ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଅମୀରଙ୍କ ଝିଅ ଇରା

ଅମୀର ଖାନ୍‌ଙ୍କ ଝିଅ ଇରା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ତଳେ ଶୁଣିବାକୁ ମିଳିଥିଲା ସେ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତ। ଏବେ ତାଙ୍କ ଡ୍ରେସ୍‌ ପିନ୍ଧିବାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ସେ ଏକ କଳା ରଙ୍ଗର ଡ୍ରେସ୍‌ ପିନ୍ଧିବା ସହ ଆଭେଞ୍ଜର୍ସର ଜୋତା ପିନ୍ଧିଥିଲେ। ଲାଲ୍‌ରଙ୍ଗର ଲିପ୍‌ଷ୍ଟିକ୍‌ ଲଗାଇ କୌଣସି ହିରୋଇନ୍‌ଙ୍କଠାରୁ କମ୍‌ ଲାଗୁ ନ ଥିଲେ। କିନ୍ତୁ ଇରାଙ୍କୁ ଏମିତି ଦେଖି ଫ୍ୟାନ୍‌ମାନେ ଟ୍ରୋଲ୍‌ କରିବାରେ ଲାଗିପଡ଼ିଛନ୍ତି। ଫ୍ୟାନ୍‌ଙ୍କୁ ଇରାଙ୍କ ଡ୍ରେସ୍‌ ପସନ୍ଦ ଆସିନାହିଁ। ଜଣେ ୟୁଜର ଲେଖିଛନ୍ତି,ଏତେ ଟଙ୍କା ଅଛି, କିଛି ଭଲ ଡ୍ରେସ୍‌ ତ କିଣି ପିନ୍ଧ। ଆଉ ଜଣେ ୟୁଜର ଲେଖିଛନ୍ତି, କେମିତିକା ଡ୍ରେସ୍‌ ପିନ୍ଧିବା ଦରକାର କେହି ଇରାଙ୍କୁ ଶିଖାଅ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଇଏ କେମିତିକା ଡ୍ରେସ୍‌ ଯାହା ବୁଢ଼ିଆଣୀ ଜାଲ ପରି ଆଉ ଏହାକୁ ଧରି ଚାରିଆଡ଼େ ବୁଲୁଛନ୍ତି ଇରା। କହିରଖୁଛୁ, ଇରା ଏକ ଫିଲ୍ମର ନିର୍ଦ୍ଦେଶନା ଜରିିଆରେ ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି। ଏବେଠାରୁ ଟ୍ରୋଲ୍‌ ହେଲେଣି। ଆଗକୁ କ’ଣ ଘଟୁଛି ଦେଖିବାକୁ ଯାହା ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ନାଗା!

ସାଉଥ୍‌ ଅଭିନେତା ନାଗା ଚୈତନ୍ୟ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସାମନ୍ଥା ଏବଂ ତାଙ୍କର ବିବାହ ବିଚ୍ଛେଦକୁ ନେଇ...

‘ଦଶବି’ର ନୂଆ ଗୀତ ରିଲିଜ୍‌

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ଦଶବି’ର ପ୍ରମୋଶନରେ ବ୍ୟସ୍ତ। ଏହି ଫିଲ୍ମରେ ଜଣେ ବ୍ୟକ୍ତିଙ୍କ କାହାଣୀ ବିଷୟରେ ଦେଖାଯାଇଛି, ଯିଏ...

ରାକେଶ ରୋଶନଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାର୍ପସୁଟର ଗିରଫ

ମୁମ୍ବାଇ,୧୦ ।୧୦: ବଲିଉଡ୍ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଉପରେ ୨୦୦୦ମସିହାରେ ଆକ୍ରମଣ କରିବା ଘଟଣାରେ ଗିରଫ ହୋଇ ପାରୋଲରେ ଥିବା ଜଣେ ସାର୍ପ ସୁଟର ପାରୋଲ...

ପ୍ରଥମଥର ଝିଅକୁ ସାଙ୍ଗରେ ନେଇ ଛୁଟି କାଟୁଛନ୍ତି ଆଦିତ୍ୟ-ଶ୍ୱେତା

ମୁମ୍ବାଇ: ଏବେ ଚାଲିଛି ବଲିଉଡ ସେଲିବ୍ରିଟିଙ୍କ ଭ୍ୟାକେଶନ ଟାଇମ । କରିନା କପୁର ଖାଁ ଏବେ ପରିବାର ସହ ଲଣ୍ଡନରେ ଛୁଟି କାଟୁଥିବା ବେଳେ ସାହିଦ...

ରକୁଲ ପ୍ରିତ ସିଂ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍ ନାୟିକା ରକୁଲ ପ୍ରିତ ସିଂ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । ମଙ୍ଗଳବାର ଅପରାହ୍ନରେ ସେ ନିଜେ ଏହି ସୂଚନ ଦେଇଛନ୍ତି...

ଦୁଇରୁ ତିନି ହେଲେ ଟେଲି ପରଦାର ଏହି ଯୋଡ଼ି, ଘରକୁ ଆସିଲା…

ବମ୍ବେ: ମା’ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ଅଦିତି ମଲ୍ଲିକ। ସେ ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ବିବାହର ଦଶ ବର୍ଷ ପରେ ଘରକୁ...

ଆଲିଆଙ୍କୁ ପୂରିଲା ୨୭: ଗତବର୍ଷ ରୋଜଗାର କରିଛନ୍ତି ୫୯.୨୧ କୋଟି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଚୁଲ୍‌ବୁଲୀ ଅନିନେତ୍ରୀ ଆଲିଆ ଭଟ୍ଟ ରବିିବାର ୨୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୯୩ ମାର୍ଚ୍ଚ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ।...

ଦାଦା ସାହେବ ଫାଲକେ ପୁରସ୍କାର ଫେରାଇଲେ ନିକିତା

ସାମାଜିକ କାର୍ଯ୍ୟ ମାଧ୍ୟମରେ ପ୍ରସିଦ୍ଧି ଅର୍ଜନ କରିଥିବା ମଡେଲ ନିକିତା ଘାଗ ଭାରତ ସରକାର ଦେଇଥିବା ସିନେମାର ସର୍ବୋଚ୍ଚ ଜାତୀୟ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର...

Advertisement
Archives

Model This Week