Posted inଜାତୀୟ

ଏବେ ହେବ ରାମଙ୍କ କାମ: ମୋହନ ଭାଗଓ୍ବତ୍‌

ଉଦୟପୁର,୨୭।୫: ଭାଜପାର ବିପୁଳ ବିଜୟ ପରେ ଆର୍‌ଏସ୍‌ଏସ୍‌ କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି। ଏହି ମର୍ମରେ ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗଓ୍ବତ୍‌ ରାମ ମନ୍ଦିର ସମ୍ପର୍କରେ ସବୁଜ ସଙ୍କେତ ଦେଇଛନ୍ତି। ସେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଏବେ ରାମଙ୍କ କାମ ହେବ। ତେବେ କେନ୍ଦ୍ର ସରକାର ଏହି ସମସ୍ୟାର ସମାଧାନ ସୁପ୍ରିମ୍‌କୋର୍ଟ ରାୟ ଅନୁସାରେ କରାଇବାକୁ ଉଚିତ ମନେ କରୁଛନ୍ତି। ସେହିପରି ଆରକ୍ଷଣ ଉପରେ ସେ କହିଛନ୍ତି ଯେ, ଉପଯୁକ୍ତ ବ୍ୟକ୍ତି ଅଥବା ବର୍ଗଙ୍କ କ୍ଷେତ୍ରରେ ଏହା ଲାଗୁହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବାରାଣସୀରେ କଂଗ୍ରେସ ପ୍ରାର୍ଥୀ ହେଲେ ଅଜୟ ରାୟ

ନୂଆଦିଲ୍ଲୀ, ୨୫।୪: ବାରଣାସୀ ଲୋକ ସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନେଇ ଜାରି ରହିଥିବା ଚର୍ଚ୍ଚା ଶେଷରେ ବନ୍ଦ ହୋଇଛି। ଏଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

କରୋନା ବିରୋଧରେ ଦୀର୍ଘ ଲଢ଼େଇ କରିବାକୁ ହେବ: ମୋଦି

ନୂଆଦିଲ୍ଲୀ,୨୪ା୩(ପି.ଟି.): କୋଭିଡ୍‌-୧୯ ଏକ ଜୀବନକାଳ ସମସ୍ୟା। ଏହାର ମୁକାବିଲା ଲାଗି ଦୀର୍ଘ ଲଢ଼େଇ କରିବାକୁ ହେବ। ନୂତନ ତଥା ଇନୋଭେଟିଭ୍‌ ସମାଧାନ ମାଧ୍ୟମରେ ଏହାର ମୁକାବିଲା...

କ୍ଷୀର ଲିଟର ୧୦୦: ସ୍ପଷ୍ଟୀକରଣ ଦେଲା ମିଳିତ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ,୧।୩: କୃଷି ଆଇନ ବିରୋଧରୋ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ କେତେକ ସୋସିଆଲ ମିଡ଼ିଆରେ ମିଳିତ କିଷାନ ମୋର୍ଚ୍ଚା କ୍ଷୀର ବିକ୍ରି କରିବା ବନ୍ଦ ଏବଂ...

ଚାହୁଁଚାହୁଁ ବୁଡ଼ିଗଲା କାର: ରାସ୍ତାରେ ୩ ଫୁଟ ପାଣି

ଗୁଡ଼ଗାଓଁ,୨୩।୭: ଗତ କିଛି ଦିନ ଧରି ଗୁଡ଼ଗାଓଁରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ୩ ଫୁଟର ବନ୍ୟାଜଳ ଦିଲ୍ଲୀ-ଗୁଡ଼ଗାଓଁ ଏକ୍ସପ୍ରେସ୍‌ ଓ୍ବେ ଉପରେ ପ୍ରବାହିତ...

ଗତ ୭ଦିନ ମଧ୍ୟରେ ୧୪୭ ଜିଲାରେ ଚିହ୍ନଟ ହୋଇ ନାହାଁନ୍ତି ଜଣେ ବି କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨୮ ।୧: କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକୁ ଅସ୍ଥିର କରି ପକାଇଛି । ତେବେ ଦେଶରେ ବେଳକୁ ବେଳ ନୂଆ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ...

ଅଗଷ୍ଟ ୬ରେ ମୋଦିଙ୍କୁ ସାକ୍ଷାତ୍‌ କରିବେ ୟେଦୁରପ୍ପା

ନୂଆଦିଲ୍ଲୀ,୩।୮: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ବିଏସ୍‌ ୟେଦୁରପ୍ପା ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ...

ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ: ମାର୍ଚ୍ଚ ୩ରେ ନେଇଥିଲେ ପ୍ରଥମ ଟିକା

ଥିରୁବନନ୍ତପୁରମ୍‌, ୮।୪: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ...

ବନ୍ୟା ପାଣିରେ ଫଶିଗଲେ ରିକ୍ସା ଚାଳକ, ଭୋ ଭୋ ହୋଇ କାନ୍ଦି ଜୀବନ ବଦଳରେ ବଞ୍ଚାଉଛନ୍ତି ରିକ୍ସା

ପାଟନା, ୨୯।୯: ବିହାରରେ ଗତ ଦୁଇଦିନ ହେବ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବନ୍ୟା ଯୋଗୁ ଲୋକେ ନାହିଁ ନ ଥିବା...

Advertisement


Archives

Model This Week