ଏବେ ଆକ୍ସନ ଫିଲ୍ମ କରିପାରନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାଁ କିଛି ଦିନ ହେବ ତାଙ୍କ ପ୍ରଶଂସକଙ୍କଠାରୁ ଦୂରେଇ ରହିଥିଲେ। ଏହାର କାରଣ ବି ଥିଲା। କାରଣ ହେଉଛି ତାଙ୍କ ଅଭିନୀତ ଫିଲ୍ମ ‘ଜିରୋ’ ବଲିଉଡ୍‌ରେ ଭଲ ପ୍ରଦର୍ଶନ କରି ନ ଥିଲା। ଏହାପରେ ଶାହାରୁଖ ସାମାନ୍ୟ ଚୁପ୍‌ ଥିବା ଦେଖାଯାଇଥିଲା। ହେଲେ ଆଗକୁ ସେ ଆକ୍ସନ ଡାଇରେକ୍ଟର ଅଲ୍ଲି ଅବ୍ବାସ ଜାଫରଙ୍କ ସହ ଅଭିନୟ କରିବେ ବୋଲି ଜଣାପଡିଛି। ଏଥିପାଇଁ ଶାହାରୁଖଙ୍କୁ ସ୍କ୍ରିପ୍ଟ ପସନ୍ଦ ଆସିଥିବା ଜଣାପଡିଛି। ଯଦିଓ ଏହା ଅଫିସିଆଲି ଘୋଷଣା କରାଯାଇ ନାହିଁ ତଥାପି ଅନୁମାନ କରାଯାଉଛି କି ଶାହାରୁଖ ଅଲ୍ଲି ଅବ୍ବାସଙ୍କ ଆକ୍ସନ୍‌ ମୁଭିରେ କାମ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ‘ଅତରଙ୍ଗି ରେ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘ଅତରଙ୍ଗି ରେ’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ତେବେ ଏହି...

ବିଗ୍‌ ବସ୍‌ ୧୪ ଏଥର ସମ୍ପୂର୍ଣ୍ଣ ରୂପେ ଭିନ୍ନ: ଜାଣନ୍ତୁ କ’ଣ ହୋଇଛି ନୂଆ ନିୟମ

ଟିଭି ପରଦାର ବଡ ରିଆଲିଟି ଶୋ ମଧ୍ୟରୁ ବିଗ୍‌ ବସ୍‌ ଅନ୍ୟତମ। ଏହା ଅକ୍ଟୋବର ୩ ରୁ ପ୍ରସାରିତ ହେବାର କାର୍ଯ୍ୟକ୍ରମ ରହିଛି। ଶୋ’ର ଅନେକ...

ନୂଆବର୍ଷରେ ବଡ଼ ପରଦାକୁ ଫେରି ପାରନ୍ତି ଶାହାରୁଖ

ମୁମ୍ବାଇ: ବେଶ୍‌ କିଛି ଦିନ ବଡ ପରଦାରୁ ଦୂରେଇ ରହିଥିବା ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାଁ ଖୁବ୍‌ଶୀଘ୍ର ବଡ ପରଦାକୁ ଫେରି ପାରନ୍ତି ବୋଲି ଶୁଣିବାକୁ...

‘ଓସ୍କାର ୨୦୨୨’ ପାଇଁ ସର୍ଟଲିଷ୍ଟ ହେଲା ଜୟ ଭୀମ

ମୁମ୍ବାଇ: ଟିଜେ ଜାନାଭେଲଙ୍କ ନିର୍ଦ୍ଦେଶିତ ସୁରିଆର ଜୟ ଭୀମ ନଭେମ୍ବର ୨୦୨୧ରେ ସିଧାସଳଖ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହୋଇଥିଲା। ତେବେ ଏହି ଫିଲ୍ମଟି ଓସ୍କାର...

ପୁଅ ସନ୍ନି ଦେଓଲଙ୍କ ସହ ଛୁଟି କାଟୁଛନ୍ତି ଧର୍ମେନ୍ଦ୍ର, ଫଟୋ ଶେୟାର କରି ଲେଖିଲେ…

ମୁମ୍ବାଇ,୧୭ା୩: ବଲିଉଡ୍‌ର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ପୁରୁଣା ଦିନରୁ ଆଜି ପର୍ଯ୍ୟନ୍ତ ଯୁବପିଢ଼ିଙ୍କୁ ବହୁତ ଭଲପାଆନ୍ତି। କେବଳ ଫିଲ୍ମରେ ନୁହେଁ, ୮୬ ବର୍ଷ ବୟସରେ ବି...

୧୨ ବର୍ଷର ଅପେକ୍ଷା, ହେଲେ ୧୫ ମିନିଟ୍‌ରେ ସରିଥିଲା ବିବାହ

ବମ୍ବେ: ୧୨ ବର୍ଷର ଅପେକ୍ଷା। ହେଲେ ୧୫ ମିନିଟରେ ସରିଥିଲା ବିବାହ। ଆମେ କଥା ହେଉଛୁ ଟେଲିପରଦାର ସବୁଠାରୁ ଲୋକପ୍ରିୟ ଧାରାବାହିକ ‘ଅନୁପମା’ର ଅଭିନେତ୍ରୀ ରୁପାଲି...

କ୍ୱାରାଣ୍ଟାଇନ୍‌ରେ ରହି ଲୋକଙ୍କୁ ସହାୟତା କରୁଛନ୍ତି ସୋନୁ ସୁଦ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ନିକଟରେ କରୋନା ଆକ୍ରାନ୍ତ ହୋଇ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଏହି ସମୟରେ ମଧ୍ୟ ସେ ନିଜ ଯନ୍ତ୍ରଣା ଭୁଲି ଲୋକଙ୍କୁ...

ସଲମାନଙ୍କ ଏହି ଅଭିନେତ୍ରୀ ଏବେ ୩ ପିଲାର ମା’, ଆଜି ବି କମିନି ଗ୍ଲାମର

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ବିଜୟଲକ୍ଷ୍ମୀ, ଯିଏ କି ରମ୍ଭା ନାମରେ ବେଶ୍‌ ଜଣାଶୁଣା ସେ ୧୦୦ରୁ ଅଧିକ ଦକ୍ଷିଣ ଭାରତୀୟ ଏବଂ ବଲିଉଡ୍‌ ଫିଲ୍ମରେ ଅଭିନୟ...

Advertisement
Archives

Model This Week