Posted inଜାତୀୟ

ଏନ୍‌ଡ଼ିଏ ସରକାର ‘ଜୋକର ଅଫ୍‌ ଦି ଇୟର’: ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ,୨୮।୧୨: ଭାଜପା-କଂଗ୍ରେସ ପରସ୍ପର ବିରୋଧରେ ଲଗାତାର ବିବାଦୀୟ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଏହି ମର୍ମରେ ଭାଜପା ନେତୃତ୍ୱାଧୀନ ଏନ୍‌ଡ଼ିଏ ସରକାରଙ୍କୁ କଂଗ୍ରେସ ପକ୍ଷରୁ ଅଧୀର ରଞ୍ଜନ ଚୌଧୁରୀ କଡ଼ା ସମାଲୋଚନା କରିଛନ୍ତି। ସେ ଏନ୍‌ଡ଼ିଏ ସରକାରଙ୍କୁ ‘ଜୋକର ଅଫ୍‌ ଦି ଇୟର’କହିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ଭାଜପା ପକ୍ଷରୁ ପ୍ରକାଶ ଜାଭେଡ୍‌କର ରାହୁଲ ଗାନ୍ଧୀଙ୍କୁ ‘ଲାୟର ଅଫ୍‌ ଦି ଇୟର’ ବୋଲି କହିଥିଲେ। ଏହାର ଜବାବରେ ଅଧୀର ରଞ୍ଜନ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏବେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲେଙ୍ଗାନାରେ ୨୪ ଉପାଧ୍ୟକ୍ଷ-୮୪ ମହାସଚିବ ନିଯୁକ୍ତି କଲା କଂଗ୍ରେସ…

ହାଇଦ୍ରାବାଦ,୧୦।୧୨ : କଂଗ୍ରେସ ହାଇକମାଣ୍ଡ ପକ୍ଷରୁ ତେଲେଙ୍ଗାନାରେ ୨୪ ଉପାଧ୍ୟକ୍ଷ ଏବଂ ୮୪ ମହାସଚିବ ନିଯୁକ୍ତି ପାଇଁ ନାମ ତାଲିକା ଘୋଷଣା କରାଯାଇଛି। ଏହା ସହିତ...

ଭିଡ଼ ହିଂସାରୁ ମନ୍ଦିରକୁ ସୁରକ୍ଷା ଦେଲେ ମୁସଲମାନ ଯୁବକ: ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ, ୧୨।୮: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ପୁଲକେଶୀ ନଗରରେ ମଙ୍ଗଳବାର ରାତିରେ ଭିଡ଼ ହିଂସା ଘଟିଛି। ଲୋକେ ମିଳିତ ଭାବେ ପୋଲିସ ଷ୍ଟେଶନ ଏବଂ ସ୍ଥାନୀୟ...

କାବୁଲ ଗୁରୁଦ୍ୱାରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ମୋଦି

ନୂଆଦିଲ୍ଲୀ,୧୯ ।୬: ଆଫଗାନିସ୍ତାନର ରାଜଧାନୀ କାବୁଲ ସ୍ଥିତ କାର୍ତେ ପରୱାନ ଗୁରୁଦ୍ୱାରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ନିନ୍ଦା କରିଛନ୍ତି ।...

ସମଲିଙ୍ଗୀ ବିବାହ ପାଇଁ ସୁପ୍ରିମକୋର୍ଟରେ ପିଟିଶନ: କେନ୍ଦ୍ରକୁ ଜବାବ ତଲବ

ନୂଆଦିଲ୍ଲୀ,୨୬।୧୧: ମହିଳା ସମଲିଙ୍ଗୀ, ପୁରୁଷ ସମଲିଙ୍ଗୀ, ଉଭୟଲିଙ୍ଗୀ, ତୃତୀୟଲିଙ୍ଗୀ ଓ ଅପ୍ରାକୃତିକ ଯୌନ ସମ୍ବନ୍ଧ ରକ୍ଷାକାରୀ (ଏଲ୍‌ଜିବିଟିକ୍ୟୁ) ସମ୍ପ୍ରଦାୟକୁ ବିବାହ ସମ୍ପର୍କିତ ଅଧିକାର ପ୍ରଦାନ ପାଇଁ...

ଚର୍ଚ୍ଚ ଗଲେ ଅବା କ୍ରସ୍‌ ପିନ୍ଧଲେ ଏସ୍‌ସି ପ୍ରମାଣପତ୍ର ହେବନି ରଦ୍ଦ, ହାଇକୋର୍ଟଙ୍କ ରାୟ…

ଚେନ୍ନାଇ,୯।୧୦: ଚର୍ଚ୍ଚ ଗଲେ. କ୍ରସ୍‌ ପିନ୍ଧଲେ ଅନ୍ୟ କୌଣସି ଧାର୍ମିକ ପରମ୍ପରା ପାଳନ କଲେ ଏସ୍‌ସି ପ୍ରମାଣପତ୍ରକୁ ରଦ୍ଦ କରାଯାଇ ପାରିବ ନାହିଁ। ହାଇାକୋର୍ଟ ମୁଖ୍ୟ...

‘ଦୁର୍ନୀତି ସାବ୍ୟସ୍ତ ହେଲେ, ସର୍ବସମ୍ମୁଖରେ ମୁଁ ଫାଶୀ ଦେବି’

କୋଲକାତା,୫।୯: ଯଦି କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମୋ ବିରୋଧରେ ଦୁର୍ନୀତି ପ୍ରମାଣ କରି ଦିଅନ୍ତି, ତେବେ ମୁଁ ସର୍ବସମ୍ମୁଖରେ ଫାଶୀରେ ଝୁଲିବି। କୋଇଲା ଦୁର୍ନୀତି...

ପାର୍ବଣରେ ୨.୫ ଲକ୍ଷ କୋଟି ଖର୍ଚ୍ଚ କରିବେ ଭାରତୀୟ

ନୂଆଦିଲ୍ଲୀ,୨୫।୯: ଗତ ୨ ବର୍ଷ ହେବ କୋଭିଡ୍‌ ମହାମାରୀ ପାଇଁ ପାର୍ବଣ ବଜାର ମାନ୍ଦା ପଡ଼ିଯାଇଥିଲା। ବିଶେଷକରି ୨୦୨୦ ଏବଂ ୨୦୨୧ରେ ପାର୍ବଣର ମଜା ଉଠାଇପାରି...

ଭାଜପାର ସ୍କୋର୍‌ ୪-୧, ୟୁପି-ଉତ୍ତରାଖଣ୍ଡ-ମଣିପୁର-ଗୋଆରେ ବହୁମତ ମୁହାଁ…

ଲକ୍ଷ୍ନୌ/ଡେରାଡୁନ୍‌/ପଣଜୀ/ଇମ୍ଫାଲ,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ୫ ରାଜ୍ୟ ମଧ୍ୟରେ ଭାଜପାର ସ୍କୋର ୪-୧ ରହିଛି। ଉତ୍ତରପ୍ରଦେଶ,...

Advertisement
Archives

Model This Week