ଏଥର ପୂଜା ପାଇଲେ ସୁନା ଗଣେଶ

ମୁମ୍ବାଇ,୨।୯: ମହାରାଷ୍ଟ୍ରରେ ପ୍ରାୟ ୧୦ ଦିନ ଧରି ଗଣେଶ ଚତୁର୍ଥୀ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଉଥିବା ବେଳେ ବିଭିନ୍ନ ମଣ୍ଡପରେ ଗଣେଶଙ୍କର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ। ଏଥର ମୁଟୁଙ୍ଗାରେ ଜିଏସ୍‌ବି ସେବା ମଣ୍ଡଳ ଦ୍ୱାରା ପ୍ରସ୍ତୁତ ସୁନାର ଗଣେଶ ପୂଜା ପାଇଛନ୍ତି। ସୁନା ସହ ବିଭିନ୍ନ ଦାମୀ ପଥରରେ ଏହି ଗଣେଶ ଶୋଭା ପାଉଛନ୍ତି। ଏହି ସୁନା ଗଣେଶଙ୍କୁ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦୋରରେ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ଇନ୍ଦୋର,୯।୪: ସାରା ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ କରୋନା ଯୋଦ୍ଧା ମଧ୍ୟ ସଂକ୍ରମିତ ହେଉଛନ୍ତି।...

୫୦ଫୁଟ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍‌: ୫ମୃତ

ଇନ୍ଦୋର,୨୩।୬: ମଧ୍ୟପ୍ରଦେଶ ଇନ୍ଦୋର ଜିଲାର ସିମରୋଲ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁବାର ଅପରାହ୍ନରେ ଏକ ଯାତ୍ରୀବାହୀ ବସ୍‌ ୫୦ଫୁଟ୍‌ ଘାଟିରୁ ତଳକୁ...

ଭରଣପୋଷଣ ପାଇଁ ସ୍ଥିର ହେବ ନିୟମାବଳୀ

ନୂଆଦିଲ୍ଲୀ,୧୯ା୯(ଆଇଏଏନ୍‌ଏସ୍‌): ବୈବାହିକ ମାମଲାରେ ଭରଣପୋଷଣ ପ୍ରଦାନ ସଂକ୍ରାନ୍ତ ନିୟମାବଳୀ ପ୍ରସ୍ତୁତି ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି। ଏନେଇ ଖଣ୍ଡପୀଠଙ୍କୁ ସହାୟତା କରିବାକୁ ଦୁଇଜଣ ଆଇନଜୀବୀ ଗୋପାଳ...

ମୋହନ ଭାଗବତ ‘ରାଷ୍ଟ୍ରପିତା’: ମୁସଲମାନ ଧର୍ମଗୁରୁ ଉମର ଅହମ୍ମଦ ଇଲିୟାସି

ନୂଆଦିଲ୍ଲୀ,୨୨ ।୯: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଗୁରୁବାର ଦିଲ୍ଲୀର ଏକ ମସଜିଦରେ ଅଖିଳ ଭାରତୀୟ ଇମାମ ସଙ୍ଗଠନର ମୁଖ୍ୟ ଇମାମ...

ପଞ୍ଜାବ ବିଧାନସଭା ନିର୍ବାଚନରେ ଲଢିବେ ସୋନୁ ସୁଦଙ୍କ ଭଉଣୀ ମାଳବିକା

ଚଣ୍ଡିଗଡ଼,୧୪ ।୧୧: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ଏବେଠାରୁ ସବୁ ରାଜନୈତିକ ପାର୍ଟି ଅଣ୍ଟା ଭିଡିଥିବା ବେଳେ କିଛି...

ଚାରଧାମ ପ୍ରୋଜେକ୍ଟରେ ସଡ଼କ ଚୌଡ଼ା କରିବାକୁ ମଞ୍ଜୁରୀ, ଚାଇନା ଉପରେ ବି ନଜର…

ନୂଆଦିଲ୍ଲୀ, ୧୪।୧୨: ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଆଦି ଧାମକୁ ସଂଯୋଗ କରିବା ଲାଗି ପ୍ରସ୍ତାବିତ ଚାରଧାମ ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି। ଏହା...

ମାସ୍କ ପିନ୍ଧିବାକୁ ରାଜି ନୁହେଁ ତେଜସ୍ୱୀ!

ପାଟନା,୨୮ ।୧୧: କରୋନା ମହାମାରୀ ବୃଦ୍ଧିକୁ ଦେଖି ଏହାର ଗାଇଡଲାଇନ୍ ପାଳନ କରିବାକୁ ସରକାର କଡାକଡି ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ପାଟନା ବିଧାନସଭାରେ...

ମନେ ପଡନ୍ତି କଲାମ

ନୂଆଦିଲ୍ଲୀ,୨୭ ।୭: ଜଣେ ମହାନ ବିଚାରକ, ଲେଖକ ଓ ବୈଜ୍ଞାନିକ ତଥା ଦେଶର ୧୧ତମ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କର ସପ୍ତମ ଶ୍ରାଦ୍ଧ ବାର୍ଷିକୀରେ...

Advertisement
Archives

Model This Week