Posted inଫୁରସତ

ଏଠି ମହିଳା ନୁହେଁ କିଶୋର କରନ୍ତି ଦେହ ବ୍ୟବସାୟ

ମହିଳାମାନେ ଦେହ ବ୍ୟବସାୟ କରିବା କଥା ସାଧାରଣ ଘଟଣା। ହେଲେ ଆଫଗାନିସ୍ତାନରେ କିଶୋରମାନଙ୍କୁ ଦେହ ବ୍ୟବସାୟରେ ଲଗାଯାଇଥାଏ। ୧୨ ବର୍ଷ ବୟସରେ ଏମାନଙ୍କୁ ଅପହଣ କରି ନିଆଯାଏ। ତା’ପରେ ଏମାନେ ବିଭିନ୍ନ ବାର୍‌ରେ କରିଥାଆନ୍ତି ଦେହ ବ୍ୟବସାୟ। ବାର୍‌କୁ ଆସୁଥିବା ପୁରୁଷମାନଙ୍କ ସାମ୍ନାରେ ଏମାନେ ମହିଳା ପୋଷାକରେ ପ୍ରଥମେ ନାଚଗୀତ କରିଥାଆନ୍ତି। ଏହାପରେ ପୁରୁଷମାନଙ୍କ ଯୌନ ଲାଳସା ମେଣ୍ଟାଇବା ପାଇଁ ବାର୍‌ ମାଲିକ ଏହି କିଶୋରମାନଙ୍କୁ ଦେହ ବ୍ୟବସାୟରେ ଲଗାଉଥିବା କୁହାଯାଏ। ବହୁ ବର୍ଷ ହେଲା ସେଠାରେ ଏହି ବ୍ୟବସାୟ ଚାଲି ଆସୁଥିବା ବେଳେ ପ୍ରଶାସନ ଏଥିରେ ହସ୍ତକ୍ଷେପ କରୁ ନ ଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଲାଇଡ୍‌ରୁ ଖସିବା ସମୟରେ ପିଲାଙ୍କ ସହ ଘଟିଲା ଏମିତି, ଭିଡିଓ ଦେଖିଲେ…

ମନୋରଞ୍ଜନ ପାଇଁ ମଣିଷ ଆପଣାଉଥିବା ପଦ୍ଧତି ବେଳେବେଳେ ଭୟଙ୍କର ସାବ୍ୟସ୍ତ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଆମେରିକାରୁ ଦେଖିବାକୁ ମିଳିଛି। ଏଠାକାର ଏକ ମନୋରଞ୍ଜନ...

ଅର୍ଥ ଅଭାବରୁ ଭଉଣୀଙ୍କ ପାଇଁ ଘରେ ସୁନ୍ଦର ଗାଉନ୍‌ ତିଆରି କଲେ ଭାଇ

ମନିଲା,୨୦।୨: ଭଉଣୀ-ଭାଇଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁଠାରୁ ନିଆରା ବୋଲି କୁହାଯାଏ। ସବୁ ଭାଇ ଭାବନ୍ତି ତାଙ୍କ ଭଉଣୀ ସବୁଠାରୁ ଭଲ। ଆଉ ଭଉଣୀଙ୍କ କଷ୍ଟ...

ସାପକୁ ମାରିବା ପାଇଁ ୧୩ କୋଟି ଟଙ୍କାର ଘର ଜାଳିଦେଲେ ଯୁବକ

ଓ୍ବାଶିଂଟନ,୫ା୧୨: ଜଣେ ଯୁବକ ନିଜ ଘରେ ଏକ ବିଷଧର ସାପକୁ ଦେଖିଥିଲେ। ଏହି ସାପକୁ ମାରିବା ପାଇଁ ସେ ଏମିତି କିଛି କାଣ୍ଡ କଲେ, ଯାହା...

ନାକରେ ବେଲୁନ ଫୁଙ୍କି କଲେ ରେକର୍ଡ

ସବୁ ମଣିଷ ପାଖରେ ଇଶ୍ୱରପ୍ରଦତ କିଛି ସ୍ବତନ୍ତ୍ର ପ୍ରତିଭା ଥାଏ। ସେଇ ପ୍ରତିଭାକୁ ଚିହ୍ନିପାରି ତାକୁ ଠିକ୍‌ ଭାବେ ସଦୁପଯୋଗ କରିପାରିଲେ ସଫଳତା ନିଶ୍ଚୟ ମିଳେ।...

ଲଭ୍‌ଷ୍ଟୋରୀରେ ଟୁଇଷ୍ଟ୍‌: କନ୍ୟା ବିଦା ହୋଇ ନ ପାରି ବରଙ୍କୁ ନେଇଗଲେ ନିଜ ଘରକୁ ଆଉ ତାପରେ…

କାନପୁର, ୧୩।୭: ବିବାହ ପରେ କନ୍ୟା ବାପଘରୁ ବିଦା ହୋଇ ବର ଘରକୁ ଆସିଥାନ୍ତି। ତେବେ ଉତ୍ତରପ୍ରଦେଶରେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି। ପରସ୍ପରକୁ...

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ: ମହାମାରୀ ଆମ ପାଇଁ ଚ୍ୟାଲେଞ୍ଜ

ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା କରୋନା ମହାମାରୀ ସାରା ବିଶ୍ୱକୁ ତ୍ରସ୍ତ କରିଦେଇଛି। ଆରମ୍ଭରୁ ବରିଷ୍ଠ ନାଗରିକମାନେ କରୋନାରେ ଅଧିକ ଆକ୍ରାନ୍ତ ହୋଇଥିଲେ। ଏହା ସେମାନଙ୍କ...

ପର୍ଯ୍ୟଟନସ୍ଥଳୀ ‘ଯୋଗ ଜଳପ୍ରପାତ’: କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

କର୍ନାଟକସ୍ଥିତ ଯୋଗ ଜଳପ୍ରପାତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍‌ ଲୋକପ୍ରିୟ। ସ୍ଥାନୀୟ ଭାଷାରେ ଏହା ଗେରୁସୋପ୍ପେ ଜଳପ୍ରପାତ ନାଁରେ ପରିଚିତ। ପ୍ରାୟ ୨୫୩ ମିଟର...

ଏହି ସହରରେ ପୁଣି ଥରେ ବ୍ୟାପିଲା କରୋନା ସଂକ୍ରମଣ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସମଗ୍ର ବିଶ୍ୱ କରୋନା ବିରୋଧରେ ଯୁଦ୍ଧ କରୁଛି। ଦିନକୁ ଦିନ ଅବସ୍ଥା ଅଧିକ ଜଟିଳ ହେବାରେ ଲାଗିଛି। କରୋନା ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ...

Advertisement
Archives

Model This Week