ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ଜନ୍ମଦିନରେ ଖୁବ୍‌ ମଜା କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ବେଳେ ବେଳେ ଆସି ଯାଆନ୍ତି ଚର୍ଚ୍ଚାକୁ। ବିଶେଷ କରି ତାଙ୍କ ଲଭ୍‌ ଅଫେୟାର୍ସ ହେଉ ଅବା ତାଙ୍କ ବିବାହ ଏସବୁ ପାଇଁ ସେ ଥାଆନ୍ତି ଖବରର ଶିରୋନାମାରେ। ଗତ ୯ ତାରିଖରେ ସଲମାନଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡ ସଙ୍ଗିତା ବିଜଲାନିଙ୍କର ଥିଲା ଜନ୍ମଦିନ। ଆଉ ଏହି ଅବସରରେ ସଲମାନ ତାଙ୍କ ର୍ୟୁମର ଗର୍ଲ ଫ୍ରେଣ୍ଡ ୟୁଲିୟା ବନ୍ତୁରଙ୍କ ସହ ସେଠାରେ ପହଞ୍ଚିଥିଲେ। ଏବେ ସେହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସଲମାନ ସଙ୍ଗିତାଙ୍କର ଖୁବ୍‌ ନିକଟରେ ଥିବା ବେଳେ ପାଖରେ ଅଛନ୍ତି ୟୁଲିୟା। ତେବେ ସଙ୍ଗିତାଙ୍କ ଜନ୍ମଦିନ ପାର୍ଟିରେ ସଲମାନ ପହଞ୍ଚିବା ଯେତିକି ଆଶ୍ଚର୍ଯ୍ୟ ସୃଷ୍ଟି କରି ନ ଥିଲା ସେଠାରେ ୟୁଲିୟାଙ୍କୁ ଦେଖି ପ୍ରାୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ହେଲେ ଉଭୟ ସେଠାରେ ଖୁବ୍‌ ମସ୍ତି କରିଥିଲେ। ଆଉ କମ୍ଫଟେବଲ୍‌ ବି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଣଦୀପଙ୍କୁ ଚିହ୍ନି ହେଉନି

ମୁମ୍ବାଇ: ବୀର ସାବରକରଙ୍କ ୧୩୯ ତମ ଜନ୍ମବାର୍ଷିକୀକୁ ଆହୁରି ଖାସ କରିଦେଇଛନ୍ତି ଅଭିନେତା ରଣଦୀପ ହୁଡ୍ଡା। ଏହି ସ୍ବତନ୍ତ୍ର ଦିନରେ ସେ ତାଙ୍କ ଜୀବନୀ ଉପରେ...

ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଏଜାଜ ଖାଁ କରୋନା ପଜିଟିଭ୍‌

ମୁମ୍ବାଇ,୫।୪: ସାରା ଦେଶରେ ପୁଣି ଥରେ କରୋନା କାୟା ବିସ୍ତାର କରିଚାଲିଛି। କରୋନାର ଦ୍ୱିତୀୟ ଲହର ଭୟାବହ ରୂପ ଧାରଣ କରିବାରେ ଲାଗିଛି। ଏହି ନୂଆ...

ଫିଲ୍ମ ଲାଇନ୍‌ ଛାଡ଼ି ଚାଷକାର୍ଯ୍ୟରେ ବ୍ୟସ୍ତ ଜୁହି

ସୁନ୍ଦର ଚେହେରା ଏବଂ ହସରେ କୋଟି କୋଟି ଦର୍ଶକଙ୍କ ମନ କିଣି ନେଇଥିବା ଅଭିନେତ୍ରୀ ଜୁହି ଚାଓ୍ବାଲା ଏବେ ଫିଲ୍ମ କରୁନାହାନ୍ତି ସତ ମାତ୍ର ସୋସିଆଲ...

ଓ୍ବେବ୍‌ ସିରିଜ୍‌ରେ ଊର୍ମିଲା

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଭାବେ ଜଣାଯାଉଥିବା ଊର୍ମିଲା ମାତୋଣ୍ଡକର ଏବେ ଓ୍ବେବ୍‌ ସିରିଜ୍‌ରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଏକ ଥ୍ରିଲର, ସସ୍‌ପେନ୍ସ...

ରକ୍ତଦାନ କରି ପ୍ରଶଂସକ ପାଳିଲେ ଜନ୍ମଦିନ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ବେବି ଡଲ୍‌ କୁହାଯାଉଥିବା ସନି ଲିଓନିଙ୍କ ଫ୍ୟାନ୍ସମାନେ ଭିନ୍ନ ଢଙ୍ଗରେ ତାଙ୍କ ଜନ୍ମଦିନ ପାଳିଛନ୍ତି। ଯାହା ପାଇଁ ସନି ମଧ୍ୟ...

ବଲିଉଡ୍‌ ତାରକାଙ୍କ ଗୁରୁ ଦିବସ: କିଏ ମା’ଙ୍କୁ ତ କେହିକେହି ଶିକ୍ଷକଙ୍କ ପାଇଁ କହିଛନ୍ତି ଏମିତି

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଜଣେ ଜଣେ ଗୁରୁ ଅଛନ୍ତି । ସେ ମା’ ହୁଅନ୍ତୁ କିମ୍ବା ବିଦ୍ୟାଳୟର ଶିକ୍ଷକ, ଜୀବନରେ ଗୁରୁମାନେ ହିଁ ସଠିକ୍‌ ମାର୍ଗ...

ରାତି ୧୨ଟାରେ ଚକୋଲେଟ ଖାଉଛନ୍ତି ଅମିତାଭ ବଚ୍ଚନ

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇ ନିଜ ଚିର ପରିଚିତ ଶୈଳୀରେ ସୋସିଆଲ ମିଡିଆରେ ପୁଣି ସକ୍ରିୟ ହୋଇଛନ୍ତି। ନିକଟରେ ସେ ଚକୋଲେଟର...

କୃଷ୍ଣଙ୍କ ଉପରେ ପୁଣି ରାଗିଲେ ଗୋବିନ୍ଦା : କହିଲେ ଏମିତି…

ଅଭିନେତା ଗୋବିନ୍ଦା ଏବଂ ତାଙ୍କ ଭଣଜା କୃଷ୍ଣ ଅଭିଷେକଙ୍କ ମଧ୍ୟରେ ମତଭେଦ ବିଷୟରେ ସମସ୍ତେ ଅବଗତ ଅଛନ୍ତି। ମାମୁ ଏବଂ ଭଣଜାଙ୍କ ମଧ୍ୟରେ ଦୂରତା ଏ...

Advertisement
Archives

Model This Week