ଏଇ ଭାରତରେ

କୃଷି କେବଳ ଗ୍ରାମାଞ୍ଚଳରେ ସମ୍ଭବ ସହରାଞ୍ଚଳରେ ନୁହେଁ, ଏଭଳି ଧାରଣକୁ ଦୂର କରିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଜଣେ ପୂର୍ବତନ ବୈଜ୍ଞାନିକ ପୂର୍ଣ୍ଣିମା ସଭରଗାଁଓକର। ନଡ଼ାରୁ ମାଟି ପ୍ରସ୍ତୁତ କରି ନଡ଼ା ପୋଡ଼ି ସମସ୍ୟାର ସମାଧାନ ପାଇଁ ବାଟ ବି ଦେଖାଇଛନ୍ତି। ଏହି ମାଟିକୁ ଘରେ ଉଦ୍ୟାନ କୃଷିରେ ଲଗାଇ ୭୦ ପ୍ରକାର ଖାଦ୍ୟ ଶସ୍ୟ ଉପତ୍ାଦନ କରିପାରିଛନ୍ତି। ମାତ୍ର ୩୦୦ ବର୍ଗଫୁଟ ବଗିଚାରେ କେବଳ କୁଣ୍ଡରେ ସେ ୬୦ ପ୍ରକାର ଫସଲ ଉପତ୍ାଦନ କରୁଛନ୍ତି। ପୂର୍ଣ୍ଣିମା ରହୁଛନ୍ତି ଗୁଡଗାଁଓରେ। ୨୦୦୩ ଯାଏ ସେ ଇସ୍ରୋରେ କାର୍ଯ୍ୟ କରିବା ପରେ ଚାକିରି ଛାଡ଼ି ଅର୍ବାନ ଫାମର୍ିଂ ପ୍ରତି ଆକୃଷ୍ଟ ହୋଇଥିଲେ। ତାଙ୍କୁ ଏବେ ବୟସ ୫୪। ଅର୍ବାନ କୃଷି ସହ ଜଣେ ସଫଳ ବ୍ୟବସାୟୀ ମଧ୍ୟ ହୋଇପାରିଛନ୍ତି। ସେ ‘ଏନରିଚଡ୍‌ ସଏଲ ଆଣ୍ଡ୍‌ ସୋଲ’ ପ୍ରୋସେସିଂ ୟୁନିଟ୍‌ ମାଧ୍ୟମରେ ୭ ପ୍ରକାର ମାଟି ପ୍ରସ୍ତୁତ କରି ତାହାକୁ ବିକ୍ରି କରୁଛନ୍ତି। ଜୈବିକ ବର୍ଜ୍ୟରେ ୧,୫୦୦ କିଲୋ ନଡା ଉପଯୋଗ କରି ୧୨ ଟନ ଜୈବିକ ମାଟି ସେ ପ୍ରସ୍ତୁତ କରୁଛନ୍ତି। ଏହି ମାଟି ୪୫ ଦିନରେ ହୋଇଯାଉଛି। ଏହାର ନାମ ଦେଇଛନ୍ତି ‘ଅମୃତ ମାଟି’। କୃଷକମାନଙ୍କଠାରୁ ଧାନ, ଗହମ ଓ ବାଜରା ନଡ଼ା ଏବଂ ତାଙ୍କ ଅଞ୍ଚଳରୁ ଘରୋଇ ବର୍ଜ୍ୟ ସଂଗ୍ରହ କରି ପୂର୍ଣ୍ଣିମା ଏହି ମାଟି ତିଆରି କରୁଛନ୍ତି। ଅର୍ବାନ ଗାର୍ଡନର ଭାବେ ଜଣାଶୁଣା ପୂର୍ଣ୍ଣିମା ସହରାଞ୍ଚଳରେ ଅର୍ବାନ ଫାର୍ମିଂ କରିବା ଲାଗି ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକତନ୍ତ୍ର ନିର୍ମାଣ କରିବାକୁ ହେବ

ଇଂ. ଶକ୍ତି ପ୍ରସାଦ ଦାସ ନିକଟରେ ଲୋକତନ୍ତ୍ର ପାଇଁ ଶିଖର ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଚେତାବନୀ ଶୁଣାଇଛନ୍ତି ଯେ, ଗଣତନ୍ତ୍ରର ଅବକ୍ଷୟ ‘ଆମ ସମୟର ପ୍ରକୃତ...

ଡାକ୍ତର ସମସ୍ୟା

ଡ. ବାସନ୍ତୀ ମହାନ୍ତି ଏକଥା ସତ ଯେ ଏବେ ରୋଗ ଓ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି। ତଦନୁସାରେ ଅଧିକ ଡାକ୍ତର ଓ ଡାକ୍ତରଖାନାର...

ପାଣି ମୁନ୍ଦାଏ

ପ୍ରଚଣ୍ଡ ଗ୍ରୀଷ୍ମ ଲହରରେ ଏବେ ମଣିଷଠାରୁ ଆରମ୍ଭ କରି ପ୍ରାଣୀ ସମସ୍ତେ କଲବଲ ହେଉଛନ୍ତି। ମଣିଷ ଅସହ୍ୟ ତାତିରୁ ନିଜକୁ ରକ୍ଷା କରିବା ପାଇଁ ନୂଆ...

ଏଣିକି ରକେଟ୍‌ ଗତିରେ…

ତୁଷାରକାନ୍ତ କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ନ୍ୟାୟାଧୀଶ, ମୁଖ୍ୟ ଶାସନ ସଚିବ ବା ପୋଲିସ ମୁଖ୍ୟ ଇତ୍ୟାଦି ପଦବୀରେ ଅଧିଷ୍ଠିତ ହେବା ଦିନ ପ୍ରଥମେ...

କୃଷି ଆଇନରେ ଜଟିଳତା

ଗୋକୁଳ ପଟ୍ଟନାୟକ କୃଷକମାନଙ୍କ ଆନ୍ଦୋଳନକୁ କେନ୍ଦ୍ରକରି କିଛି ସପ୍ତାହ ହେବ ଦେଶ ଏକ ସଙ୍କଟଜନକ ସ୍ଥିତିରେ ରହିଛି। ଲକ୍ଷ ଲକ୍ଷ କୃଷକ ରାସ୍ତା ଉପରେ ରହିଛନ୍ତି...

ଏଇ ଭାରତରେ

ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟକରି ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି ଡା. ଏମ. ରେଗି ଏବଂ ଡା.ଲଳିତା ରେଗି । ଏକ ଡାକ୍ତର ଦମ୍ପତି ତାମିଲନାଡୁର...

ଓଡ଼ିଶା କଂଗ୍ରେସର ଇତିବୃତ୍ତ

ଶରତ ଚନ୍ଦ୍ର ମିଶ୍ର ପ୍ରାୟ ଏକଶହ ବର୍ଷ ପୂର୍ବେ (୧୯୨୦) ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ପଣ୍ଡିତ ଗୋପବନ୍ଧୁଙ୍କ ନେତୃତ୍ୱରେ ଗଠିତ ହୋଇଥିଲା। ତା’ ପୂର୍ବରୁ...

ଚାଲ ହାରିବା ଶିଖିବା

ସୁପ୍ରଭା ବେହେରା ଜୀବନ ଗୋଟିଏ ନଈ। ତାହା ଦେହରେ ଘଟଣାପ୍ରବାହ ସବୁ ସୁଅ ଭଳି। ବର୍ଷାରେ ନଈର ଛାତି ଫୁଲିଉଠି କେବେ ହୁଏ ଉଛୁଳା। ପୁଣି...

Advertisement
Archives

Model This Week