ଏଇ ଭାରତରେ

ଗାଁ ର ନାମ ମୁରଲୀପୁର। ଉତ୍ତରପ୍ରଦେଶ ଜାଉନପୁର ଜିଲାର ଏହି ଗାଁର ଝିଅମାନେ ପୁରୁଣା କଟକଣାକୁ ଭାଙ୍ଗି ଦେଇ ଏବେ ସେମାନେ କ୍ରିକେଟ ଖେଳିବାକୁ ବାହାରି ଆସିଛନ୍ତି। ଏହି ଗାଁରେ ରହିଛି ଅଜବ ପରମ୍ପରା। ଏଠାରେ ଝିଅକୁ ଖେଳିବାକୁ କି ପଢ଼ିବାକୁ ବାରଣ କରାଯାଏ। ଯେଉଁମାନେ ଅନ୍ୟ ଗାଁରୁ ଏହି ଗାଁକୁ ବୋହୂ ହୋଇ ଆସନ୍ତି ସେମାନଙ୍କୁ ବି ବହୁ କଟକଣା ମଧ୍ୟରେ ରହିବାକୁ ପଡ଼େ। କିନ୍ତୁ ପଡୋଶୀ ଗାଁ ଉଦପୁର ଗେଲହାଓ୍ବାରୁ ବାହା ହୋଇ ଆସିଥିବା କାଞ୍ଚନ ଏହି ସବୁ କଟକଣାକୁ ଭାଙ୍ଗିବା ଲାଗି ଆଗକୁ ବାହାରି ସଫଳ ହୋଇଛନ୍ତି। ତାଙ୍କ ଉଦ୍ୟମରେ ଏବେ ଝିଅମାନେ ସ୍କୁଲକୁ ଯାଉଛନ୍ତି। ସ୍କୁଲରୁ ଆସି ଘର କାମ କରୁଛନ୍ତି। ଲିଜର ଟାଇମରେ ସେମାନେ ଖେଳିବା ଦରକାର ବୋଲି କାଞ୍ଚନ ସେମାନଙ୍କ ମା’ଙ୍କୁ ଅବଗତ କରିବା ପରେ ଏବେ ଝିଅମାନଙ୍କୁ ଖେଳିବାକୁ ଅନୁମତି ଦିଆଯାଇଛି। ସେମାନେ କ୍ରିକେଟ ଖେଳିବା ଆରମ୍ଭ କରିଦେଇଛନ୍ତି। ଏହା କ’ଣ ଝିଅଙ୍କ ଖେଳ କହି ବିରୋଧ କରୁଥିବା ସେମାନଙ୍କ ପିତା ଏବେ ଖେଳିବା ଲାଗି ଉତ୍ସାହିତ କରୁଛନ୍ତି। ଖେଳିଲେ ମାଡ ମାରିବାର ଧମକ ଦେଉଥିତ୍ବା ସେମାନଙ୍କ ଭାଇମାନେ ବି ପଡିଆରେ ଉତ୍ସାହିତ କରିବାକୁ ପହଞ୍ଚତ୍ୟାଉଛନ୍ତି। ବେଳେବେଳେ ଝିଅମାନଙ୍କ ସହ ମିଶି ଏମାନେ ବି ଖେଳୁଛନ୍ତି। ଝିଅମାନେ ପୁରୁଣାକାଳିଆ ପ୍ରଥାକୁ ଭାଙ୍ଗି ଆଗକୁ ବଢିଥିବାରୁ ସେମାନଙ୍କ ଉପରେ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସହ ଭାରତର ବ୍ୟବସାୟିକ ସମୀକରଣ

ବିଚିତ୍ର ବିଶ୍ୱାଳ ଭାରତର ସୀମା ଭିତରକୁ ଚାଇନାର ଅନୁପ୍ରବେଶ ଓ ସେଥିପାଇଁ କୋଡ଼ିଏ ଜଣ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ଓ ଚାଇନା...

ଏଇ ଭାରତରେ

ଈଶ୍ୱର ଏକ। ତାଙ୍କ ନାମରେ ଯେଉଁଠି ଯେତେ ପ୍ରକାର ରଙ୍ଗ-ରୂପ- ଆକାରର ପୀଠ ହୋଇଥାଉନା କାହିଁକି ତାହା ଶାଶ୍ୱତ ଓ ସମସ୍ତଙ୍କ ପାଇଁ ସମାନ। ଏହି...

ତ୍ରିଫଳା ରସାୟନ

ପଣ୍ଡିତ ହରିଶରଣ ମହାରାଜ   ଆୟୁର୍ବେଦର ଭୀଷ୍ମ ପିତାମହ ଧରୋବର ଚିରସ୍ମରଣୀୟ ବରେଣ୍ୟ ‘ବାଗଦ୍ଭଟ’ ଏହି ସଂସାରରେ ତ୍ରିଦୋଷ ନାଶକ(ବାତ, ପିତ୍ତ, କଫ) ଦ୍ରବ୍ୟ ଭିତରେ...

ଏଇ ଭାରତରେ

ଜେଲରେ ରହନ୍ତି ଜଣେ ମାତ୍ର କଏଦୀ। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଗୁଜରାଟ ନିକଟବର୍ତ୍ତୀ ଆରବ ସାଗରର ଡିଉ ଆଇଲାଣ୍ଡରେ ଥିବା ଡିଉ ଫୋର୍ଟରେ...

ଏଇ ଭାରତରେ

ରାମାୟଣ ଓ ଗୀତା ଉପରେ ପ୍ରବଚନ ଦେଇ ଧାର୍ମିକ ସମନ୍ବୟ ଓ ସଦ୍‌ଭାବନାର ବାର୍ତ୍ତା ଦେଉଛନ୍ତି ଜଣେ ମୁସଲମାନ। ତାଙ୍କ ନାମ ଫାରୁଖ ଖାନ୍‌। ମଧ୍ୟପ୍ରଦେଶର...

ଜନସଂଖ୍ୟା ବୃଦ୍ଧିର କେତୋଟି ଦିଗ

ବିଚିତ୍ର ବିଶ୍ୱାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ବାଧୀନତା ଦିବସ ଅଭିଭାଷଣରେ ଆମ ଦେଶର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା...

ଭୁଲ୍‌କୁ ଭୁଲ୍‌ କହିବା

କିଛିଦିନ ତଳେ ଆମେ ଜଣେ ନିକଟ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥାଉ। ସମସ୍ତେ ବସି କଥାଭାଷା ହେବା ଭିତରେ ସମ୍ପର୍କୀୟଙ୍କ ବାର ତେର ବର୍ଷର ପୁଅ...

ଶିକ୍ଷା ବ୍ୟବସ୍ଥାର ଦୟନୀୟ ଚିତ୍ର

ଡ.ଚିତ୍ତରଂଜନ ମିଶ୍ର ଭାରତୀୟ ଡେଭଲପମେଣ୍ଟ ଇକୋନୋମିଷ୍ଟ ବା ବିକାଶଧର୍ମୀ ଅର୍ଥନୀତିଜ୍ଞମାନଙ୍କ ମଧ୍ୟରେ ପ୍ରାୟତଃ ଦୁଇଟି ଚିନ୍ତାଧାରା କାର୍ଯ୍ୟ କରିଥାଏ। ଗୋଟିଏ ଚିନ୍ତାଧାରା ‘ଅଭିବୃଦ୍ଧି’ ପାଇଁ ଓ...

Advertisement
Archives

Model This Week