ଏଇ ଭାରତରେ

ସ୍କୁଲରେ ପଢ଼ି ଭଲ ମଣିଷ ହୋଇ ପୁରାତନ ଛାତ୍ରମାନେ ଶିକ୍ଷାନୁଷ୍ଠାନର ବିକାଶ ଲାଗି ସମୟ ଦେବା ସହ ଆର୍ଥିକ ସହଯୋଗ କରୁଥିବା ଘଟଣା ସାମନାକୁ ଆସେ। କିନ୍ତୁ ପଞ୍ଚାବର ରୂପନଗର ଜିଲାର ମୁଣ୍ଡିୟା ଗାଁର ଛାତ୍ରୀ ହରମନଦୀପ କୌର ସ୍କୁଲକୁ ନିଆରା ଦକ୍ଷିଣା ଦେଇଛନ୍ତି। ସେ ଲକ୍‌ଡାଉନ ସମୟରେ ସ୍କୁଲର ରୂପ ବଦଳାଇ ଦେଇଛନ୍ତି। ସେ ଜଣେ ପ୍ରତିଭାଧାରୀ ଚିତ୍ରକର। ଗଁାର ସରକାରୀ ମିଡିଲ ସ୍କୁଲର ହରମନଦୀପ ପଢ଼ିଥିଲେ। ସେ ଏହି ସ୍କୁଲ୍‌ର ସବୁଆଡେ ଶିକ୍ଷଣୀୟ ଚିତ୍ର ଆଙ୍କି ସଜେଇ ଦେଇଛନ୍ତି। ଏହାକୁ ଯେ ଦେଖୁଛନ୍ତି ସେମାନେ ଜଣେ ପ୍ରତିଷ୍ଠିତ ଚିତ୍ରକର କରିଥିବା ଅନୁମାନ କରୁଛନ୍ତି। ୪୫ ଦିନରେ କୌର ଏହି କାର୍ଯ୍ୟ ଶେଷ କରିପାରିଛନ୍ତି। ଏହି ସ୍କୁଲ୍‌ରେ ଷଷ୍ଠ ଶ୍ରେଣୀରେ ପଢୁଥିବାବେଳେ ସେ ଚିତ୍ର ଆଙ୍କିବା ଶିଖିଥିଲେ। ତାଙ୍କ ମା’ ଚିତ୍ର ଆଙ୍କନ୍ତି ଓ ତାହା ଦେଖି ସେ ଖାତାରେ କରନ୍ତି। ଦ୍ୱାଦଶ ପାସ୍‌ କରିବା ପରେ ହରମନ ପଟିଆଲାର ଅଜାୟବ ଚିତ୍ରକର ଆଟର୍‌ସ ଆଣ୍ଡ୍‌ କ୍ରାଫ୍ଟିଙ୍ଗ ଟିଚର ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟରୁ ଆଟର୍‌ସ ଆଣ୍ଡ୍‌ କ୍ରାଫ୍ଟସ କୋର୍ସ କରିଛନ୍ତି। ସେ ପ୍ରତିଦିନ ୮ ଘଣ୍ଟା ପେଣ୍ଟିଂ ଲାଗି ସମୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିର ଅର୍ଥନୀତି/ ମୁଦ୍ରାସ୍ଫୀତି କମାଅ

ଖୁଚୁରା ମୁଦ୍ରାସ୍ଫୀତି ଅକ୍ଟୋବର ମାସରେ ୪.୬ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ସେପ୍ଟେମ୍ବରରେ ୩.୯୯ ପ୍ରତିଶତ ଥିଲା। ମୁଦ୍ରାସ୍ଫୀତି ଝୁଡ଼ିର ଅର୍ଦ୍ଧେକ ଦଖଲ କରୁଥିବା ଖାଉଟି...

ଏଇ ଭାରତରେ

କଶ୍ମୀରର ମହମ୍ମଦ ଅଲି ଭଟ୍ଟ ୨୩ ବର୍ଷ ପରେ ନିର୍ଦ୍ଦୋଷରେ ହୋଇ ଜେଲ୍‌ରୁ ମୁକୁଳିବା ପରେ ପରିବାରରେ କୌଣସି ସଦସ୍ୟ ନ ଥିଲେ ତାଙ୍କୁ ସ୍ବାଗତ...

ଏଇ ଭାରତରେ

ବିଭିନ୍ନ ସ୍ଥାନରେ ଅଦରକାରୀ ଟାୟାର ଜମା ହୋଇ ପରିବେଶକୁ ପ୍ରଦୂଷଣ କରୁଥିବାବେଳେ ତାହାକୁ ଉପଯୋଗ କରି ଚପଲ ତିଆରି କରିବାରେ ସଫଳ ହୋଇଛନ୍ତି ପୁଣେର ପୂଜା...

ଏଇ ଭାରତରେ

ଅରୁଣାଚଳପ୍ରଦେଶ ନାମଶାଇ ଜିଲାର ଚକମା ଗାଁର ଲୋକମାନେ ନିଜସ୍ବ ଉଦ୍ୟମରେ ବେରେଙ୍ଗ ନଦୀ ଉପରେ କାଠ ପୋଲ ନିର୍ମାଣ କରିଛନ୍ତି। ଏହି ଗାଁରେ ପ୍ରାୟ ୫,୨୦୦...

ଏଇ ଭାରତରେ

ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଭୟଙ୍କର ପରିସ୍ଥିତି ନ ଉପୁଜିବା ଲାଗି ଲକ୍‌ଡାଉନ୍‌କୁ ବି କଡ଼ାକଡି ଭାବେ ପାଳନ କରାଯାଉଛି। କିନ୍ତୁ ଆମ ସ୍ବାସ୍ଥ୍ୟ...

ବାଲିଯାତ୍ରାରେ ବନ୍ଧୁ ଅର୍ଜନ

ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ ଏହା ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣମୀରେ ପାଳନ କରାଯାଉଥିବା ବାଲିଯାତ୍ରା ଉତ୍ସବ କଥା ନୁହେଁ, ବାଲିରେ ତିନି ସପ୍ତାହ କଟେଇ ଘରକୁ ଫେରିବା...

ନୋଟ୍‌ର ମାୟା, ରୋଗର ଛାୟା

ଈପ୍ସିତା ମହାନ୍ତି ଆମ ପକେଟ୍‌ ଅବା ପର୍ସରେ ଥିବା ନୋଟ୍‌ ଓ ମୁଦ୍ରାଗୁଡ଼ିକ କେତେ ପରିଷ୍କୃତ, ସେ ବିଷୟରେ ଆମେ କିନ୍ତୁ କେବେ ଧ୍ୟାନ ଦେଇ...

ସାହିତ୍ୟିକ ବନାମ ଏନ୍‌ପିଡବ୍ଲ୍ୟୁ

ଜିତେନ୍ଦ୍ର କୁମାର ନାୟକ ତାମିଲ, ତେଲୁଗୁ, ସଂସ୍କୃତ, କନ୍ନଡ଼ ଓ ମାଲାୟାଲମ୍‌ ପରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ହେଲେ ଏବର ଓଡ଼ିଆ ସାହିତ୍ୟ...


Coronavirus Update

Archives

Model This Week

Why Dharitri