ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ପାରମ୍ପରିକ କୃଷିର କ୍ଷତି ଏଡ଼ାଇବା ପାଇଁ ଅରବିନ୍ଦ ଧକଡ଼ ବିନା ମାଟିରେ ଷ୍ଟ୍ରବେରି ଚାଷ କରି ପ୍ରଚୁର ଲାଭ କରୁଛନ୍ତି। ମଧ୍ୟପ୍ରଦେଶର ଏହି ଚାଷୀଙ୍କ ଘର ରତଲାମରେ। ସେ କେବଳ ପାଣି ଉପଯୋଗ କରି (ହାଇଡ୍ରୋପୋନିକ୍ସ ଉପାୟ) ୩ ହଜାର ବର୍ଗଫୁଟ ଜାଗାରେ ଏହି ଚାଷ କରୁଛନ୍ତି। ଥରକେ ସେ ୧୦୦୦ କେ.ଜି. ଷ୍ଟ୍ରବେରୀ ଉତ୍ପାଦନ କରୁଛନ୍ତି। ପାରମ୍ପରିକ ପଦ୍ଧତିରେ ଏତିକି ଚାଷରୁ ଯେତିକି ଲାଭ ମିଳିବା କଥା ଧକଡ଼ ତା’ଠାରୁ ୭୦ ପ୍ରତିଶତ ଅଧିକ ଲାଭ ପାଉଛନ୍ତି। ପାରମ୍ପରିକ ଚାଷ ଅପେକ୍ଷା ଏହି ଚାଷରେ ୯୦ ପ୍ରତିଶତ ପାଣି ବଞ୍ଚାଇ ପାରୁଛନ୍ତି। ପ୍ରତି ୧୫ ଦିନରେ ଥରେ ନ୍ୟୁଟ୍ରିଣ୍ଟ ମିଶା ୧୦ ଲିଟର ପାଣି ଆବଶ୍ୟକ ପଡୁଛି। ଧକଡ଼ ପଲାଦିନୁ ତାଙ୍କ ବାପାଙ୍କ ସହ ଚାଷ କରୁଥିଲେ। ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କଲା ପରେ ସେ କୃଷିକୁ ଆଦରି ନେଇଥିଲେ। ପରେ ୨୦୧୫ରେ ଇସ୍ରାଏଲ ଯାଇ ହାଇଡ୍ରୋପୋନିକ୍ସ ଚାଷ ସମ୍ପର୍କରେ ଶିକ୍ଷା ଲାଭ କରି ଏବେ ଚାଷ କରୁଛନ୍ତି। ପ୍ରଥମେ ସେ ହାଇଡ୍ରେପୋନିକ୍ସ କିଟ୍‌ ବା ପଟ୍‌ ଲାଗି ୨୨ହଜାର ଟଙ୍କା ବ୍ୟୟକରି ଏହି ପଦ୍ଧତିରେ ଚାଷ ଆରମ୍ଭ କରିଥିଲେ। ହାଇଡ୍ରୋପୋନିକ୍ସ ଚାଷ ସମ୍ପର୍କରେ ସେ ଏକ ଟ୍ରେନିଂ ପ୍ରୋଗାମ ମଧ୍ୟ ଆରମ୍ଭ କରିଛନ୍ତି। ପ୍ରାୟ ୫ ହଜାର ଲୋକଙ୍କୁ ଏହା ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଲେଣି ବୋଲି କୁହନ୍ତି ଧକଡ଼।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଓ ଶିଶୁ ସ୍ବାସ୍ଥ୍ୟ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ଆପଣଙ୍କ ପିଲାଟି ତୀବ୍ର ଜ୍ୱରକୁ ସାମ୍ନାକରି ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଛି କି, ହାଲ୍‌କା କାଶ, ଥକ୍କା ପଣ ଓ ପେଟ...

ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ ଆଦୌ ଅଣଦେଖା କରିବା ଉଚିତ ନୁହେଁ।...

ବିଷ ବଳୟ ଓ ବିଶ୍ୱ

ଅଲେଖ ଚନ୍ଦ୍ର ସାମଲ ଓଡ଼ିଶାର ଜନଜୀବନର ଦର୍ପଣ ଭାବେ ନିଜର ସ୍ବତଃ ପ୍ରତିଷ୍ଠା ପାଇପାରିଥିବା ପ୍ରମୁଖ ଖବରକାଗଜ ନିରପେକ୍ଷ, ନିର୍ଭୀକ, ଦୈନିକ ‘ଧରିତ୍ରୀ’ କିଛି ମାସ...

ଘାତକ ଅନ୍‌ଲାଇନ ଗେମ୍‌

ପ୍ରକାଶ ତ୍ରିପାଠୀ   ସମୟ- ଗତ ଜୁନ ୫ ତାରିଖ ରାତ୍ର ୩ଟା। ସ୍ଥାନ- ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷୌ। ୧୬ ବର୍ଷର ଜଣେ କିଶୋର ଭାରତୀୟ...

ଶିକ୍ଷାର୍ଥୀ, ଶିକ୍ଷକ ଓ ଶିକ୍ଷଣ ପରିବେଶ

ଡ. ମନୋରଞ୍ଜନ ପ୍ରଧାନ ବିଶିଷ୍ଟ ଆମେରିକୀୟ ଶିକ୍ଷାବିିତ୍‌ ଜନ୍‌ ଡୁଇଙ୍କ ମତରେ ଶିକ୍ଷା ଏକ ତ୍ରିପାକ୍ଷିକ ପ୍ରକ୍ରିୟା, ଯାହାର ତିନିଟି ପକ୍ଷ ବା ସ୍ତମ୍ଭ ହେଉଛି...

ଏଇ ଭାରତରେ

କନ୍ୟାକୁ ଦେଖି ବେଦି ଉପରେ ନିଜର ଡ୍ରେସ୍‌ ଚିରି ନାକ ଘଷିଲେ ବର। ବିହାରର ଫୁଲଓ୍ବାରି ଥାନା ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଦେଖିବାକୁ ମିଳିଛି ଏପରି...

ବଞ୍ଚିବା ମୋର ଅଧିକାର

ମୀରା ବେଉରା ଯଦି କୁକୁରଟିଏ ମଣିଷକୁ କାମୁଡ଼େ, ତେବେ କିଛିଦିନ ଚିକିତ୍ସା ପରେ ମଣିଷ ବିଷମୁକ୍ତ ହୋଇଯାଏ। ଯଦି ବିଷଧର ସର୍ପଟିଏ ବା ବିଛାଟିଏ ମଣିଷକୁ...

ମୁଦ୍ରୀକରଣ ନାଁରେ ସରକାରୀ ସମ୍ପତ୍ତି ହସ୍ତାନ୍ତର

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ କେନ୍ଦ୍ର ସରକାର ଦେଶର ପ୍ରମୁଖ କ୍ଷେତ୍ରର ସରକାରୀ ସମ୍ପତ୍ତିଗୁଡ଼ିକୁ ୬ ଲକ୍ଷ କୋଟି ଟଙ୍କା ବିନିମୟରେ ଘରୋଇ କମ୍ପାନୀଙ୍କୁ ହସ୍ତାନ୍ତର କରିବାକୁ...

Advertisement
Archives

Model This Week