ଏଇ ଭାରତରେ

ଆତ୍ମନିର୍ଭରଶୀଳ ହେବା ଲାଗି ଇଚ୍ଛାଶକ୍ତି ଲୋଡ଼ା, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ରଞ୍ଜନା ଯାଦବ। ସେ ବାଥ୍‌ଟବ୍‌ରେ ମୁକ୍ତାଚାଷ କରି ୮୦ହଜାର ଟଙ୍କା ଲାଭ ପାଇଛନ୍ତି। ତାଙ୍କୁ ବର୍ତ୍ତମାନ ବୟସ ୨୭। ସେ ଫରେଷ୍ଟ୍ରିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୨୦୧୮ରେ ସେ ତାଙ୍କ ଶ୍ୱଶୁର ଘରେ ଏକ ବାଥଟବ୍‌ରେ ମୁକ୍ତା ସୃଷ୍ଟି କରୁଥିବା ୨୦ଟି ଶାମୁକା ରଖି ତା’ଯନତ୍ ନେବା ଆରମ୍ଭ କରିଥିଲେ। ୧୦ରୁ ୧୨ ମାସ ପରେ ପ୍ରତି ଶାମୁକାରେ ଦୁଇଟି ଲେଖା ମୁକ୍ତା ଗଠିତ ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ତାଙ୍କ ମୁକ୍ତା ଚାଷ ବଢାଇ ଉପତ୍ାଦିତ ମୁକ୍ତାକୁ ବିକ୍ରି କରି ୮୦,୦୦୦ ଟଙ୍କା ଲାଭ ପାଇଛନ୍ତି। ପରିବାରର ସହଯୋଗ ପାଇବା ପରେ ମୁକ୍ତାଚାଷ ଉପରେ ୭ଦିନିଆ ପ୍ରଶିକ୍ଷଣ ନେଇ ଏହି ଚାଷକୁ ଆଗକୁ ବଢ଼ାଇଛନ୍ତିି। ଆଗ୍ରାରେ ସେ ‘ବିଧିବାଣୀ ମୁକ୍ତା ଫାର୍ମ’ ନାମକ ଷ୍ଟାର୍ଟଅପ ଆରମ୍ଭ କରିଛନ୍ତି। ଶ୍ୱଶୁର ଘରେ ବେଶି ଜାଗା ନ ଥିବାରୁ ସେଠାରୁ ୬ କି.ମି ଦୂର ତାଙ୍କ ପୈତୃକ ଘରେ ଉକ୍ତ ଚାଷ ଆରମ୍ଭ କରିଛନ୍ତି। ସେଠାରେ ସେ କୁଣ୍ଡ ନିର୍ମାଣ କରି ସେଥିରେ ୨ ହଜାର ଶାମୁକା ଛାଡ଼ିଛନ୍ତି। ସେ ପ୍ରତିଦିନ ସେଠାକୁ ସକାଳେ ଯାଉଛନ୍ତି ଓ ଶାମୁକାଗୁଡିକୁ ଖାଇବାକୁ ଦେଉଛନ୍ତି। ଏଥିତ୍ପାଇଁ ସେ ଦିନକୁ ୨ରୁ ୩ ଘଣ୍ଟା ସମୟ ଦେଉଛନ୍ତି। ନଭେମ୍ବର ବେଳକୁ ସେ ଏଥିରୁ ପ୍ରାୟ ୪ ଲକ୍ଷ ଟଙ୍କା ଲାଭ କରିବେ ବୋଲି କହନ୍ତି ରଞ୍ଜନା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶ୍ନପତ୍ର ଲିକ୍‌ ଏକ ଗମ୍ଭୀର ପ୍ରସଙ୍ଗ

ପ୍ରଶ୍ନପତ୍ର ଲିକ୍‌ ହେଉଛି ଏକ ଗମ୍ଭୀର ପ୍ରସଙ୍ଗ, ଯାହା ଶିକ୍ଷା ବ୍ୟବସ୍ଥାର ନ୍ୟାୟ ଏବଂ ଅଖଣ୍ଡତା ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇପାରେ। ଯେତେବେଳେ ପ୍ରଶ୍ନପତ୍ର ଲିକ୍‌...

ଆନନ୍ଦ ବନର ମହକ

ବଣରେ ଥରେ ଭ୍ରମଣ କରିଆସିଲେ ମନପ୍ରାଣ ପୁଲକିତ ହୋଇଯାଏ। ପ୍ରକୃତି ଯେମିତି ଏଠାରେ ଗଛ ଲତା, ଛାଇରେ ସମସ୍ତଙ୍କୁ ଆନନ୍ଦ ଦେଉଛି। ସେଥିପାଇଁ ଯଥାର୍ଥରେ ପରିବେଶବିତ୍‌ମାନେ...

ଏଇ ଭାରତରେ

ମିଲେଟ୍‌ ମିଶନ ଆରମ୍ଭ ହେବା ପରେ ମାଣ୍ଡିଆ, ବାଜରା ଆଦି ଚାଷ ପ୍ରତି ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି। ତାମିଲନାଡୁର ତିରୁଚିଲାପଲ୍ଲୀର ଦୁଇ ଭଉଣୀ ପ୍ରିୟା...

ନ୍ୟାୟାଳୟ ଓ ଗଣତନ୍ତ୍ର ସୁରକ୍ଷା

ଦିନକୁ ଦିନ ଏକଚ୍ଛତ୍ରବାଦୀ ତଥା ସାଧାରଣ ଲୋକଙ୍କ ସମର୍ଥନରେ ସମସ୍ୟା ସୃଷ୍ଟି କରିବାରେ ଆଗ୍ରହ ରଖୁଥିବା(ପପୁଲିଷ୍ଟ) ନେତାଙ୍କ କବଳରୁ ଗଣତନ୍ତ୍ରକୁ ବଞ୍ଚାଇ ରଖିବାର ସଂଗ୍ରାମ ଜାରି...

ଏଇ ଭାରତରେ

ଦେଶ ବିକାଶର ଆଧାର ହେଉଛି ଗାଁ, ଯାହାକୁ ଅନୁଭବ କରିଛନ୍ତି ତେଲଙ୍ଗାନାର ସରପଞ୍ଚ ଗଡ୍‌ଜେ ମିନାକ୍ଷୀ। ତାଙ୍କ ଉଦ୍ୟମରେ ଆଡିଲାବାଦ ଜିଲାର ମୁଖରା କେ. ଗାଁ...

ବଡି ଫିଟ୍‌ନେସ୍‌, ଅତିରୁ ଇତି

ଡା.ପ୍ରଫୁଲ୍ଲ କୁମାର ଦାସ   ନିକଟରେ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବାସୀଙ୍କ ଜିମ୍‌ରେ ବ୍ୟାୟାମ କରୁଥିବା ଅବସ୍ଥାରେ ହିଁ ହୃଦ୍‌ଘାତ ହେଲା, ଆଉ ପରବର୍ତ୍ତୀ...

ସ୍ବଚ୍ଛତାର ଅଗ୍ରଦୂତ

ଅଭିମନ୍ୟୁ ଧଳ   ପରିବେଶ ବନ୍ଧୁ ଭାବରେ ଜଣା ଶାଗୁଣା ଓ ବିଲୁଆ ଏବେ ଅବଲୁପ୍ତ ତାଲିକାରେ। ଏମାନେ ମଶାଣି ସ୍ବଚ୍ଛ କରିବା କାମରେ ସତେ...

ମୁକ୍ତ ଇଣ୍ଟରନେଟ୍‌ ପ୍ରତି ବିପଦ

ବିଶ୍ୱ ବାଣିଜ୍ୟ ସଙ୍ଗଠନ(ଡବ୍ଲ୍ୟୁଟିଓ) ବ୍ୟବସ୍ଥା ପାଇଁ ୟୁନାଇଟେଡ ଷ୍ଟେଟ୍ସ ଟ୍ରେଡ୍‌ ରିପ୍ରେଜେଣ୍ଟେଟିଭ ବା ଆମେରିକା ବାଣିଜ୍ୟ ପ୍ରତିନିଧି (ୟୁଏସ୍‌ଟିଆର୍‌) ସୀମାପାର ଡେଟା(ତଥ୍ୟ) ପ୍ରବାହକୁ ସୁରକ୍ଷା ଦେବା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri