ଏଇ ଭାରତରେ

ଦେଶରେ କୃଷକଙ୍କ ଦୁଃଖ କହିଲେ ସରିବନି। କିନ୍ତୁ ସେମାନଙ୍କ ଦୁଃଖ ଦୂର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ମହାରାଷ୍ଟ୍ରର କୃଷକ ପୁଅ ଅଶୋକ ଦେଶ୍‌ମାନେ। ପରଭାନି ଜିଲାରେ ତାଙ୍କ ଜନ୍ମ। ତାଙ୍କ ବାପା ଚାଷ କରିବା ସମୟରେ ପିଲାଦିନେ ସେ ସବୁ ଦୁଃଖ ସହିଛନ୍ତି। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିଲା। ବହୁ କଷ୍ଟରେ ସେ ଇଞ୍ଜିନିୟରିଂ ଶିକ୍ଷା ଶେଷ କରି ଚାକିରି କରିଥିଲେ। ଗରିବ କୃଷକମାନଙ୍କ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ସେ ଚାକିରି ଛାଡି ୨୦୧୫ରେ ଆରମ୍ଭ କରିଥିଲେ ଏକ ସ୍କୁଲ ‘ସ୍ନଓ୍ବୋନ’। ଏଥିରେ ମରୁଡି ପ୍ରପୀଡିତ ଅଞ୍ଚଳର ଗରିବ କୃଷକମାନଙ୍କ ପିଲାମାନଙ୍କୁ ସେ ମାଗଣାରେ ପଢ଼ାଉଛନ୍ତି। ସେମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ସହ ଜୀବନରେ ସଫଳ ହେବା ଲଗି ବୃତ୍ତିଗତ କୌଶଳ ସମ୍ପର୍କରେ ବି ଶିକ୍ଷା ଦେଉଛନ୍ତି। ଭବିଷ୍ୟତରେ ମରୁଡିର ମୁକାବିଲା କରିବା ପାଇଁ ପିଲାମାନଙ୍କୁ କୃଷି ସମ୍ପର୍କରେ ମଧ୍ୟ ତାଲିମ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଅଡ଼ୁଆରେ

ଗୁଜରାଟର ମୋଟେରା ଷ୍ଟାଡିୟମ୍‌ରେ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତକୁ ପ୍ରଥମେ ଏକ ସମୃଦ୍ଧ ରାଷ୍ଟ୍ର କହି ଉଦ୍‌ବୋଧନ ଦେଇଥିଲେ। ପରବର୍ତ୍ତୀ...

ଗଳାବାଟର ଦେଶ

ନିରଞ୍ଜନ ସାହୁ ଯେକୌଣସି କାମ କରିବା ପାଇଁ ଏକ ଅନୁସୃତ ପଦ୍ଧତି ରହିଛି। ଏପରିକି ଆମ ଦେଶର ଆଇନ ମଧ୍ୟ ସେଇକଥା କହେ। ଯାହା ହେଲା-Procedure...

Dillip Cherian

ପରିବର୍ତ୍ତନ ସଙ୍କେତ

ନୀତିନ ଅଗ୍ରଓ୍ବାଲାଙ୍କୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ବିଏସ୍‌ଏଫ୍‌ ଏବଂ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ମଧ୍ୟରେ ପ୍ରତିବର୍ଷ...

ରାଜ୍ୟ ସଭା ରେସ୍‌ ଓ ନବୀନ ପଲିଟିକ୍ସ

ସବ୍ୟସାଚୀ ଅମିତାଭ କୁହାଯାଏ ପ୍ରେମ ଓ ଯୁଦ୍ଧରେ ସବୁ କିଛି ସମ୍ଭବ। ପୁରୁଣାକାଳିଆ ଏହି ରୂଢ଼ି ବାକ୍ୟ ସହ ଆଧୁନିକ ସମୟର ଆଉ ଗୋଟିଏ ଶବ୍ଦ...

ଏଇ ଭାରତରେ

‘ଜୀବେ ଦୟା’ ଭାବରେ ବୟସ ବାଧକ ସାଜେନାହିଁ। ଏହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ଗାଜିଆବାଦର କନକ ସକ୍ସେନା। ଏବେ ସେ ୯୦ ବର୍ଷ ବୟସରେ ବି...

ଶ୍ରମଶକ୍ତିରେ ମହିଳାଙ୍କ ଭାଗୀଦାରି

ଆମ ଦେଶରେ ଶ୍ରମଶକ୍ତିରେ ମହିଳାଙ୍କ ଭାଗୀଦାରିକୁ ଦେଖିଲେ ଲିଙ୍ଗଗତ ବିସମତା ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି। ଅନ୍ୟ ଅର୍ଥରେ କହିଲେ ଲିଙ୍ଗଗତ ବିସମତାର ଏକ ପରିମାପକ...

ଶ୍ରମ ଆଇନର କାମଚଳା ସଂସ୍କାର

ଶକ୍ତି ପ୍ରସାଦ ଦାସ ଅନେକ ଜୀବନହାନି ସହିତ କୋଭିଡ୍‌ ମହାମାରୀର ସଂକ୍ରମଣ ଜାତୀୟ ବିପର୍ଯ୍ୟୟର ରୂପ ନେଇସାରିଛି। ସମାଜ ତା’ର ନିଜସ୍ବ ଶକ୍ତି ଦ୍ୱାରା ବିପର୍ଯ୍ୟୟର...

ରୋଗୀ ସେବାରେ ସମ୍ପର୍କୀୟ

ସୁଧୀର କୁମାର ନାୟକ   ରାଜ୍ୟର ସରକାରୀ ଓ ବେସରକାରୀ ହସ୍ପିଟାଲକୁ ପ୍ରତିଦିନ ବିଭିନ୍ନ ଜିଲା ଏବଂ ବାହାର ରାଜ୍ୟର ହଜାର ହଜାର ରୋଗୀ ଆସିଥାନ୍ତି।...

Advertisement
Archives

Model This Week