ଏଇ ଭାରତରେ

ଦେଶରେ କୃଷକଙ୍କ ଦୁଃଖ କହିଲେ ସରିବନି। କିନ୍ତୁ ସେମାନଙ୍କ ଦୁଃଖ ଦୂର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ମହାରାଷ୍ଟ୍ରର କୃଷକ ପୁଅ ଅଶୋକ ଦେଶ୍‌ମାନେ। ପରଭାନି ଜିଲାରେ ତାଙ୍କ ଜନ୍ମ। ତାଙ୍କ ବାପା ଚାଷ କରିବା ସମୟରେ ପିଲାଦିନେ ସେ ସବୁ ଦୁଃଖ ସହିଛନ୍ତି। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିଲା। ବହୁ କଷ୍ଟରେ ସେ ଇଞ୍ଜିନିୟରିଂ ଶିକ୍ଷା ଶେଷ କରି ଚାକିରି କରିଥିଲେ। ଗରିବ କୃଷକମାନଙ୍କ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ସେ ଚାକିରି ଛାଡି ୨୦୧୫ରେ ଆରମ୍ଭ କରିଥିଲେ ଏକ ସ୍କୁଲ ‘ସ୍ନଓ୍ବୋନ’। ଏଥିରେ ମରୁଡି ପ୍ରପୀଡିତ ଅଞ୍ଚଳର ଗରିବ କୃଷକମାନଙ୍କ ପିଲାମାନଙ୍କୁ ସେ ମାଗଣାରେ ପଢ଼ାଉଛନ୍ତି। ସେମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ସହ ଜୀବନରେ ସଫଳ ହେବା ଲଗି ବୃତ୍ତିଗତ କୌଶଳ ସମ୍ପର୍କରେ ବି ଶିକ୍ଷା ଦେଉଛନ୍ତି। ଭବିଷ୍ୟତରେ ମରୁଡିର ମୁକାବିଲା କରିବା ପାଇଁ ପିଲାମାନଙ୍କୁ କୃଷି ସମ୍ପର୍କରେ ମଧ୍ୟ ତାଲିମ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କରୋନା ସଂକ୍ରମଣର ମୁକାବିଲା ଲାଗି ଭାରତରେ ୨୧ ଦିନିଆ ଲକ୍‌ଡାଉନ କରାଯାଇଛି। ଏହି ସମୟରେ ବେଙ୍ଗାଲୁରୁର ଏକ ସ୍ବେଚ୍ଛାସେବୀ ଦଳ ଲୋକମାନଙ୍କୁ ସେବା ଯୋଗାଇଦେଇ ଅନ୍ୟମାନଙ୍କୁ...

ଏଇ ଭାରତରେ

ପ୍ଲାଷ୍ଟିକ୍‌ ପ୍ରଦୂଷଣ କମ୍‌ କରିବା ଲାଗି ଡେରାଡୁନ ସ୍ମାର୍ଟସିଟି ଲିଃ (ଡିଏସ୍‌ସିଏଲ୍‌) ଅପଣାଇଥିବା ନିଆରା ଉପାୟ ପ୍ରଶଂସନୀୟ। ଡିଏସ୍‌ସିଏଲ୍‌ ଏଥିପାଇଁ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ...

ଶ୍ରୀଲଙ୍କା ସଙ୍କଟ ଓ ଜନବିରୋଧୀ ରାଜନୀତି

ବିଚିତ୍ର ବିଶ୍ୱାଳ ପ୍ରତ୍ୟେକ ଘଟଣାରେ ରାଜନୀତିର ରଙ୍ଗ ଦେଇ ସେଥିରୁ ରାଜନୈତିକ ଫାଇଦା ହାସଲ କରିବା ରାଜନୈତିକ ଦଳଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ହୋଇଯାଇଛି। ଏହି ଦୌଡ଼ରେ...

ହାତୀ ପାଇଁ କୁମ୍ଭୀରକାନ୍ଦଣା

ଜୁନ୍‌ ୩ରେ କେରଳରେ ଗର୍ଭିଣୀ ହାତୀ ବାଣଭର୍ତ୍ତି ସପୁରି ଖାଇ ମରିଯିବା ପରେ ସମଗ୍ର ଦେଶରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏଭଳି ଅମାନୁଷିକ କାର୍ଯ୍ୟ...

ନିମିଷକେ ବଦଳୁଛି ଜ୍ଞାନର ପୃଥିବୀ

ଡ. ସୁବାସ ଚନ୍ଦ୍ର ପାତ୍ର ସମୟ ବ୍ୟବଧାନର ଗାଣିତିକତା ବୋଧହୁଏ ପାରିପାର୍ଶ୍ୱିକ ଅବସ୍ଥା ଉପରେ ନିର୍ଭର କରେ, ଯେଉଁଥିପାଇଁ ୫୦ ବର୍ଷର ବ୍ୟବଧାନ ୫/୧୦ବର୍ଷ ପରି...

ଯୁବବର୍ଗ ନା ବରିଷ୍ଠ

ଗତ ସପ୍ତାହରେ ବିଶ୍ୱର ଦୁଇ ଲୋକସଂଖ୍ୟା ବହୁଳ ରାଷ୍ଟ୍ର ଚାଇନା ଓ ଭାରତରେ ପୃଥକ୍‌ ଘଟଣା ଦେଖିବାକୁ ମିଳିଛି। ଯୁବସଂଖ୍ୟା କମିଯାଉଥିବାରୁ ପରିବାର ପିଛା ୩...

ହସ୍ପିଟାଲକୁ ଡରିଲେ କ’ଣ କରୋନା ଯିବ

ସହଦେବ ସାହୁ ମହିନ୍ଦ୍ରା ବୋଲେରୋ ୬ ନମ୍ବର ହସ୍ପିଟାଲ୍‌ ସାମ୍‌ନାରେ ଅଟକିଗଲା, ଧଁ ସଁ ହେଉଥିବା ଗୋବିନ୍ଦ ଭଣ୍ଡାରିକୁ ଦୁଆର ମୁହଁରେ ଭୂଇଁରେ ଥୋଇ ଦେଲା।...

ଭେଜାଲ ଔଷଧ ସମସ୍ୟା

ଦିଲ୍ଲୀପ କୁମାର ମହାରଣା ପୃଥିବୀରେ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ବିକ୍ରି ହେଉଥିବା ପ୍ରତି ୧୦ଟି ଔଷଧ ମଧ୍ୟରୁ ଗୋଟିଏ ଭେଜାଲ ଓ ନିକୃଷ୍ଟମାନର...

Advertisement
Archives

Model This Week