ଏଇ ଭାରତରେ

ମାନବିକତା ଏକ ଶବ୍ଦ, କିନ୍ତୁ ଏହାର ଗଭୀରତା ଏତେ ଅଧିକ ଯେ ତାହାକୁ ଶବ୍ଦରେ ବ୍ୟାଖ୍ୟା କରାଯାଇପାରେନା। ଏଭଳି ମାନବିକତାର ଛବି ଦେଖିତ୍ବାକୁ ମିଳିଛି ପଞ୍ଜାବର ମାଲେରକୋଟ୍‌ଲାରେ। ଏହି ସହରର ପୁରୁଣା କିଲ୍ଲା ବସ୍ତିର ଜଣେ ଶିଖ୍‌ ମହିଳାଙ୍କ ମୃତ୍ୟୁ ହେବା ପରେ ମୁସଲମାନ୍‌ମାନେ ଅନ୍ତିମ ସଂସ୍କାର କରି ମାନବିକତା ତଥା ଭାଇଚାରାର ପରିଚୟ ଦେଇଛନ୍ତି। ଏହି କାର୍ଯ୍ୟରେ କେତେ ଜଣ ଶିଖ୍‌ ମଧ୍ୟ ସହଯୋଗ କରିଛନ୍ତି। ବସ୍ତିରେ ଝୁମ୍ଫୁଡି ଘରେ ରହୁଥିବା ୫୯ ବର୍ଷୀୟା ଦବିନ୍ଦରଜିତ୍‌ କୌରଙ୍କର ମାଲେରକୋଟଲାର ଶ୍ମଶାନଘାଟରେ ଅନ୍ତିମ ସଂସ୍କାର କରାଯାଇଛି। ଦବିନ୍ଦରଜିତ୍‌ ବସ୍ତିରେ ରାଣୀ ଆଣ୍ଟି ନାମରେ ପରିଚିତ ଥିଲେ। ଅମରଗଡ ନିକଟସ୍ଥ ଏକ ଗାଁରେ ତାଙ୍କ ଘର। ସେଠାରେ ତାଙ୍କ ସ୍ବାମୀ, ଝିଅ ଓ ପୁଅ ରହୁଥିତ୍ଲେ ବି ରାଣୀ ବସ୍ତିରେ ରହି ମଜୁରି ଲାଗି ପେଟ ପୋଷୁଥିଲେ। ତାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବା ପାଇଁ ସେମାନେ ରାଜି ହୋଇ ନ ଥିଲେ। ତେବେ ରାଣୀଙ୍କ ଅନ୍ତିମ ସଂସ୍କାର ପରେ ଗୁରୁଦ୍ୱାର ସାହିବରେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପୂଜାପାଠ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଯେତେ ପ୍ରତିକୂଳ ପରିସ୍ଥିତି ଆସିଲେ ବି କିଛି ଲୋକ ହାର୍‌ ମାନନ୍ତି ନାହିଁ। ଏମିତି ଏକ ଉଦାହରଣ ହେଉଛନ୍ତି ବିହାର ପାଟନାର ରଗ୍‌ବି ଷ୍ଟାର ରାହୁଲ...

ଏଇ ଭାରତରେ

ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ଦେଖାଯାଉଥିବା ବେଳେ ବିହାର ନାଳନ୍ଦା ଜିଲାର ମାଢି ଗ୍ରାମବାସୀଙ୍କ ମୁକ୍ତ ଚିନ୍ତାଧାରା ଓ ଉଦାର ମନୋଭାବ ଦେଶକୁ ଏକ ବାର୍ତ୍ତା ଦେଇଛି...

ଏଇ ଭାରତରେ

ବିହାରରେ ଜଣେ ଚାଷୀଙ୍କ ପୁଅଙ୍କୁ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନଜନକ ଗ୍ରେନେଲ୍‌ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଗୟା ଜିଲାର ହମ୍‌ଜାପୁର ଗାଁର...

ଇରାନ ଓ ଭିଏନା ବୁଝାମଣା

ଦଜଭାଦ ସଲେହି ଇସ୍‌ଫାହାନି ଗତ ନଭେମ୍ବରରେ ୨୦୨୨ ପୁଟ୍‌ବଲ ବିଶ୍ୱ କପ୍‌ ପାଇଁ ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ର ନିର୍ଦ୍ଧାରିତ ୯୦ ମିନିଟ୍‌ ଶେଷ ସୁଦ୍ଧା...

ଏଇ ଭାରତରେ

ଭାଷାକୁ କୌଣସି ସମ୍ପ୍ରଦାୟର ପରିସୀମାରେ ରଖାଯାଇ ପାରେନା ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନର ଅଧ୍ୟାପିକା ଛୋଟୁ ମୀନା। ତାଙ୍କୁ ବର୍ତ୍ତମାନ ବୟସ ୩୯ ବର୍ଷ। ସେ...

ଏଇ ଭାରତରେ

ଘରଚଟିଆଙ୍କ ସୁରକ୍ଷାରେ ସମର୍ପିତ ଏଡ୍‌ଓ୍ବିିନ ଜୋଶେଫ। ବୟସ ୭୨। ଭାରତ ଆର୍ଥ ମୁଭର୍ସ ଲିମିଟେଡ୍‌ରେ ଟେକ୍ନିସିଆନ ଭାବେ ଅବସର ନେବା ପରେ ସେ ଏହି କାର୍ଯ୍ୟରେ...

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳରେ ହାତୀ-ମଣିଷ ଲଢେଇ ଚାଲିଥିବାବେଳେ ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ହାତୀ ଓ ସିଂହ ମୂର୍ତ୍ତି ପୂଜା କରିବା ଘଟଣା ସାମନାକୁ...

ଓଟିଟି ମାର୍ଗଦର୍ଶିକ

ଜିତେନ୍ଦ୍ର କୁମାର ନାୟକ ସଙ୍କଟକୁ ସାମ୍ନାକରି ଯେଉଁମାନେ ସଫଳତା ପାଇଥାଆନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଥାଆନ୍ତି। ନିକଟରେ ଫୋର୍ବସ ଦ୍ୱାରା ଭାରତୀୟ ମହିଳା ଶକ୍ତିଙ୍କୁ...

Advertisement
Archives

Model This Week