ଏଇ ଭାରତରେ

ଛତିଶଗଡ଼ ଭିଲାଇର ବୋରିଥାନାର ପୋଲିସ କର୍ମଚାରୀମାନେ ଗୋଟିଏ ଗୁଳିରେ ଦୁଇଟି ଶିକାର କଲାଭଳି କାର୍ଯ୍ୟକରି ଚର୍ଚ୍ଚାରେ ରହିଛନ୍ତି। ପଡିଆ ଜମିରେ ଫଳଗଛ ଲଗାଇ ଜବରଦଖଲକୁ ରୋକିବା ସହ ପରିବେଶ ସୁରକ୍ଷା କରୁଛନ୍ତି। ଗଁା ଲୋକମାନେ ବି ଏହି ଗଛରୁ ଫଳ ଖାଉଛନ୍ତି। ବୋରିଥାନାରେ ମୋଟ ୧୭ କର୍ମଚାରୀ ଅଛନ୍ତି। ଥାନାର ଅଢେଇ ଏକର ଜମିକୁ ଗ୍ରାମବାସୀ ଜବରଦଖଲ ନ କରିବା ଲାଗି ଏହି ଯୋଜନା କରାଯାଇଛି। ଅଢେଇ ଏକରରେ ଅଢେଇଶହ ଫଳଗଛ ଲଗାଯାଇଛି। ଗଛଗୁଡିକ ଚାରିପଟେ ପୋଲିସ ନିଜ ଖର୍ଚ୍ଚରେ ତାରବାଡ଼ ଲଗାଇଛି। ଜମିରେ ଆମ୍ବ, ପଣସ, କାଜୁ, ଜାମୁ, ବାଦାମ, ଅଁଳା, ପିଜୁଳି, ଲିଚୁ ଆଦି ଗଛ ଲଗାଯାଇଛି। ଆମ୍ବ ଓ ଜାମୁ ଦୁଇବର୍ଷ ହେବ ଫଳିଲାଣି। ଆଉ କିଛି ଗଛ ବି ଏହିବର୍ଷ ଫଳ ଦେବା ଆରମ୍ଭ କରିଛି। ନୀଳଗିରି, କରଞ୍ଜ, ଅଶୋକ ଓ ତାଳଗଛ ବାହାର ରାଜ୍ୟରୁ ଅଣାଯାଇ ଲଗାଯାଇଛି। ଏହି ବଗିଚାକୁ ବଜ୍ରପାତରୁ ରକ୍ଷାକରିବା ଲାଗି ନିମ୍ବଗଛ ଲଗାଯାଇଛି। ଏମାନେ କିଛି ଜମିରେ ଗେଣ୍ଡୁଫୁଲ ଚାଷ ମଧ୍ୟ କରିଛନ୍ତି । ଏବେ ପ୍ରତିଦିନ ଏଥିରୁ ୧୦ କିଲୋ ଫୁଲ ବାହାରୁଛି ଓ ଏହାକୁ ବିକ୍ରି କରିବାକୁ ଯୋଜନା କରାଯାଇଛି। ପୋଲିସଙ୍କ ସହ ଗ୍ରାମବାସୀ ବି ବଗିଚାର ଜଗାରଖା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri