ଏଇ ଭାରତରେ

ସମାଜରେ ଧର୍ମ ଓ ସାମ୍ପ୍ରଦାୟିକ ଭାବନାରୁ ଊର୍ଦ୍ଧ୍ୱକୁ ଉଠି ଭାଇଚାରା ଓ ସର୍ବଧର୍ମ ସମନ୍ବୟର ବାର୍ତ୍ତା ଦେଉଛନ୍ତି ସିମରା ଗାଁର ମୁସଲମାନ୍‌ମାନେ। ବୃତ୍ତି ପାଇଁ ଧର୍ମ ଓ ସମ୍ପ୍ରଦାୟ ବାଧକ ହୋଇପାରେନାହିଁ ବୋଲି ବାର୍ତ୍ତା ଦେଇଛନ୍ତି ଏମାନେ। ବିହାରର ସୀତାମଢି ଜିଲା ଅନ୍ତର୍ଗତ ଟୁମରାସ୍ଥିତ ଏହି ଗାଁରେ ମୁସଲମାନ କାରିଗରମାନେ ଗଢୁଥିବା ମାଟି ଜିନିଷକୁ ହିନ୍ଦୁମାନେ ପୂଜାପାର୍ବଣରେ ଉପଯୋଗ କରୁଛନ୍ତି। ଛଟ୍‌ ପର୍ବରେ ଏମାନଙ୍କ ହାତଗଢ଼ା ମାଟିପାତ୍ରକୁ ହିନ୍ଦୁମାନେ ବ୍ୟବହାର କରନ୍ତି। ଏମାନଙ୍କ ଦ୍ୱାରା ଗଢ଼ାଯାଉଥିବା ମାଟି ଦୀପ ମଧ୍ୟ ଦୀପାବଳିରେ ବ୍ୟବହାର କରାଯାଏ। ଏହାବାଦ ଲୋକମାନେ କୌଣସି ପୂଜା କିମ୍ବା ବ୍ରତ ପୂର୍ବରୁ ଏମାନଙ୍କୁ ମାଟି ଜିନିଷ ତିଆରି କରିବା ପାଇଁ ବରାଦ ଦେଇଥାନ୍ତିି। ସିମରା ଗାଁରେ ପାଖାପାଖି ଏକ ଡଜନ ମୁସଲମାନ ପରିବାର ବାସକରୁଛନ୍ତି। ପୁରୁଷ ପୁରୁଷ ଧରି ଏମାନେ ଏହି କାମ କରିଆସୁଛନ୍ତି। ମାଟିର ଜିନିଷ ତିଆରି କରିବା ପାଇଁ ଏମାନେ ମାଟି କିଣୁଛନ୍ତି। ସେମାନେ ଯେଉଁ ଦରରେ ମାଟି କିଣୁଛନ୍ତି ସେହି ଅନୁପାତରେ ଲାଭ ପାଉନାହାନ୍ତି, ହେଲେ ମୁସଲମାନ କାରିଗରମାନେ ହିନ୍ଦୁପର୍ବ ପାଇଁ ଏହି କାମ ଚାଲୁ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତି ପ୍ରୟୋଗଶାଳା ନ ହେଉ

ପ୍ରକାଶ ତ୍ରିପାଠୀ ଉତ୍ତରପ୍ରଦେଶର କୁଲଦୀପ ସିଂ ସିଙ୍ଗାର ହୁଅନ୍ତୁ ଅବା ଓଡିଶାର ଅନୁପ ସାଏ। ଗତ କିଛିଦିନ ଧରି ଗଣମାଧ୍ୟମରେ ଏହି ଦୁଇ ରାଜନେତାଙ୍କ ସମ୍ପର୍କରେ...

ଟିକା ପରେ ସ୍କୁଲ

ଭାରତର ବିଭିନ୍ନ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସ୍କୁଲ ଓ କଲେଜ ଖୋଲୁଛନ୍ତି। ଓଡ଼ିଶାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲା ସରିଥିବା ବେଳେ ଅଗଷ୍ଟ ୯ରେ...

ଏଇ ଭାରତରେ

ଗ୍ରାମାଞ୍ଚଳ ପିଲାମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ଲାଗି ଉତ୍ତରପ୍ରଦେଶର ପ୍ରଭାତ ସକ୍‌ସେନା ୬ଟି ଜିଲାରେ ସ୍ମାର୍ଟ କ୍ଲାସ୍‌ ଚଳାଉଛନ୍ତି। ଏଥିରେ ୩୦୦୦ ଅସହାୟ ପିଲାଙ୍କୁ...

ମହିଳାଙ୍କ ଭରସା ନବୀନ

ମାନସ ରଞ୍ଜନ ମଙ୍ଗରାଜ ପରିଣତ ବୟସରେ ପହଞ୍ଚିଥିବା ପ୍ରମିଳା ବିଷୋୟୀଙ୍କ ନାଁ ଯେତେବେଳେ ଆସିକା ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା...

ଇରାନ ଓ ଭିଏନା ବୁଝାମଣା

ଦଜଭାଦ ସଲେହି ଇସ୍‌ଫାହାନି ଗତ ନଭେମ୍ବରରେ ୨୦୨୨ ପୁଟ୍‌ବଲ ବିଶ୍ୱ କପ୍‌ ପାଇଁ ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ର ନିର୍ଦ୍ଧାରିତ ୯୦ ମିନିଟ୍‌ ଶେଷ ସୁଦ୍ଧା...

ଏଇ ଭାରତରେ

ଦେଶରେ ବିଭିନ୍ନ ସଂଗଠନ ତଥା ସାମାଜିକ କର୍ମୀମାନଙ୍କ ଦ୍ୱାରା ବୃକ୍ଷରୋପଣ ଓ ତା’ର ରକ୍ଷଣାବେକ୍ଷଣ ଲାଗି ବିଭିନ୍ନ ଅଭିଯାନ କରାଯାଉଥିବାବେଳେ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଏଥିଲାଗି...

ଜଳ ପାଇଁ ଯୁଦ୍ଧ

ମାୟାଧର ନାୟକ ‘ଜଳ ବିହୁନେ ସୃଷ୍ଟି ନାଶ’ କଥାଟି ଆମେ କେଉଁ ଯୁଗରୁ ଶୁଣିଆସୁଥିଲେ ବି ସେଥିପ୍ରତି ଆମର ଭ୍ରୂକ୍ଷେପ ନ ଥିଲା। ଏବେ କିନ୍ତୁ...

ବସନ୍ତ ଓ ଯୌବନ

ଉପେନ୍ଦ୍ର ବିଶ୍ୱାଳ ଆମ୍ର ମୁକୁଳର ଆବେଗିକ ଆମନ୍ତ୍ରଣରେ ସମ୍ମୋହନ ହୋଇଉଠେ ବସନ୍ତ। ଅଧୀର ହୋଇ ଅନେଇଥାଏ ବାଗ୍‌ଦେବୀଙ୍କ ଆଗମନୀକୁ। ବିଦ୍ୟାଦାତ୍ରୀଙ୍କ ଆବାହନୀ ହେଲାକ୍ଷଣି ଧରାପୃଷ୍ଠକୁ ଓହ୍ଲାଇ...

Advertisement
Archives

Model This Week