ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳରେ ହାତୀ-ମଣିଷ ଲଢେଇ ଚାଲିଥିବାବେଳେ ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ହାତୀ ଓ ସିଂହ ମୂର୍ତ୍ତି ପୂଜା କରିବା ଘଟଣା ସାମନାକୁ ଆସିଛି ଛତିଶଗଡ଼ରେ। ରାଜ୍ୟର ମହାମସୁନ୍ଦ ଜିଲାର ଗାଁ ଗାଁରେ ଧନଜୀବନ ରକ୍ଷାକରିବା ଲାଗି ହାତୀମିତ୍ର ଦଳ ଗଢ଼ା ଯାଇଥିଲେ ମଧ୍ୟ ଜିଲାର ଗୁଡରୁଡିହ ଓ କୁକୁରାଡିହ ଗାଁର ଲୋକମାନେ ଆସ୍ଥାର ରାସ୍ତା ଧରିଛନ୍ତି। ସେମାନେ ହାତୀ ସହ ଲଢେଇ ନ କରି ପୂରା ଦିନ କାମ ବନ୍ଦ କରି ହାତୀ ପର୍ବ ପାଳନ କରୁଛନ୍ତି। ଗାଁରେ ସେମାନେ ହାତୀ ମୂର୍ତ୍ତି ସ୍ଥାପନ କରିଛନ୍ତି। ଏହିି ମୂର୍ତ୍ତି ନିର୍ମାଣ କରିବା ପାଇଁ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଗାଁର ସମସ୍ତେ ହାତୀ ମୂର୍ତ୍ତିକୁ ପୂଜା କରିବା ସହ ଜଙ୍ଗଲି ହାତୀ ଆକ୍ରମଣରୁ ରକ୍ଷା ପାଇବା ଲାଗି ପ୍ରାର୍ଥନା କରୁଛନ୍ତି। କେବଳ ହାତୀ ନୁହେଁ ମହାମସୁନ୍ଦ ଜିଲାର ଗୁଡରୁଡିହ, ଫୁସେରାଡିହ, ଲହଙ୍ଗର, ମୋହକମ୍‌ ଓ ସେନକପାଟ ଗାଁର ଛକରେ ଦୁଇଟି ସିଂହ ମୂର୍ତ୍ତି ସ୍ଥାପନ କରାଯାଇଛି। ଗାଁ ଲୋକମାନେ ଏକାଠି ହୋଇ ସିଂହ ମୂର୍ତ୍ତିକୁ ମଧ୍ୟ ପୂଜା କରୁଛନ୍ତିି। ହାତୀ ଓ ସିଂହ ମୂର୍ତ୍ତିକୁ ଭକ୍ତିର ସହ ପୂଜା କଲେ ଜଙ୍ଗଲି ହାତୀ କବଳରୁ ମୁକ୍ତି ମିଳିବ ବୋଲି ସେମାନେ ବିଶ୍ୱାସ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଷ୍ଟିବାଧିତ ବରକନ୍ୟାଙ୍କ ବାହାଘର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିଲେ ବି ଛତିଶଗଡ଼ର କୋରିଆ ଜିଲାରେ ଜାତିବାଦକୁ ପଛକରି ଅନୁଷ୍ଠିତ ହୋଇଥିବା ନିଆରା ବାହାଘର ଏବେ ଚର୍ଚ୍ଚାର...

ଧନଶାଳୀ ଟେକ୍‌ନୋକ୍ରାଟ୍‌

ଭାରତୀୟ ବହୁରାଷ୍ଟ୍ରୀୟ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କମ୍ପାନୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜି ଲିମିଟେଡ୍‌ର ମୁଖ୍ୟାଳୟ ଉତ୍ତରପ୍ରଦେଶର ନୋଏଡାରେ ରହିଛି। ଏଚ୍‌ସିଏଲ୍‌ ଏଣ୍ଟରପ୍ରାଇଜ୍‌ର ଏହା ସହାୟକ କମ୍ପାନୀ। ସଫ୍ଟଓ୍ବେର...

ପ୍ରାଣୀକଲ୍ୟାଣର ବାହାନା

ମାନେକା ଗାନ୍ଧୀ ମୁଁ ମେରିଟ କ୍ଲିଫଟନଙ୍କୁ ବହୁ ବର୍ଷ ହେବ ଜାଣିଛି। ସେ, ତାଙ୍କ ସ୍ତ୍ରୀ ବିଥ୍‌ ଓ ପୁଅ ଉଫ୍‌ ପ୍ରାଣୀମାନଙ୍କ ପ୍ରତି ସମ୍ପୂର୍ଣ୍ଣ...

ଏଇ ଭାରତରେ

ନାଗରିକତ୍ୱ ସଂଶୋଧନ ଆଇନ୍‌କୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲୁଥିବାବେଳେ ଉତ୍ତରପ୍ରଦେଶ ଗୋଣ୍ଡା ଜିଲାର ଓ୍ବଜିରଗଞ୍ଜ ହିନ୍ଦୁ-ମୁସଲମାନ ଏକତାର ଏକ ଅଧ୍ୟାୟ ଲେଖିଚାଲିଛି। ଓ୍ବଜିରଗଞ୍ଜ ବ୍ଲକର...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବଞ୍ଚ

ଟେଲିଯୋଗାଯୋଗ କ୍ଷେତ୍ର ଦିନକୁ ଦିନ ବ୍ୟାପକ ଆକାର ଧାରଣ କରୁଛି। ଏଥିରେ ବାରମ୍ବାର ପରୀକ୍ଷାନିରୀକ୍ଷା ଯୋଗୁ ଆଖିପିଛୁଳାକେ ଅନେକ ପରିବର୍ତ୍ତନ ଆସିପାରୁଛି। ଭାରତୀୟ ଟେଲିକମ୍‌ ଶିଳ୍ପର...

ସଭିଙ୍କ ପାଇଁ ଶୁଦ୍ଧଜଳ

ବିଭୁପ୍ରସାଦ ମହାପାତ୍ର “Water is life’s matter and matrix, mother and medium. There is no life without water.” ଜଳ ହେଉଛି...

ମାନବ ସମାଜ ପାଇଁ ବଡ଼ ଆହ୍ବାନ

ଡ. ସନ୍ତୋଷ କୁମାର ମହାପାତ୍ର ସମ୍ପ୍ରତି ମହାମାରୀ କରୋନାକୁ ନେଇ ବିଶ୍ୱବ୍ୟାପୀ ଦେଖାଦେଇଛି ଅଭୂତପୂର୍ବ ଆତଙ୍କ ଓ ଅଚଳାବସ୍ଥା। ଯେଉଁ ମାନବ ଜାତି ନିଜକୁ ସବୁଠାରୁ...

ଆଜିର ଅର୍ଥନୀତି/ ଭଣ୍ଡାର ନୀତି ସୁଧାର

ଖାଦ୍ୟଶସ୍ୟ ଭଣ୍ଡାରଘରେ ସାଇତି ରଖିବା ଏକ ଖର୍ଚ୍ଚବହୁଳ ଓ କଷ୍ଟକର କାର୍ଯ୍ୟ। ପ୍ରତି କୁଇଣ୍ଟାଲ ଗହମ ଓ ଚାଉଳକୁ ସାଇତି ରଖିବା ପାଇଁ କେନ୍ଦ୍ର ସରକାର...

Coronavirus Update


Archives

Model This Week

Why Dharitri