ଏଇ ଭାରତରେ

ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ଦେଖାଯାଉଥିବା ବେଳେ ବିହାର ନାଳନ୍ଦା ଜିଲାର ମାଢି ଗ୍ରାମବାସୀଙ୍କ ମୁକ୍ତ ଚିନ୍ତାଧାରା ଓ ଉଦାର ମନୋଭାବ ଦେଶକୁ ଏକ ବାର୍ତ୍ତା ଦେଇଛି ଏବଂ ପାଇଛି ଏକ ନିଆରା ପରିଚୟ। ବହୁଦିନ ତଳେ ମାଢିରେ ହିନ୍ଦୁ ମୁସଲମାନ ଏକାଠି ରହୁଥିଲେ। ମୁସଲମାନଙ୍କ ସଂଖ୍ୟା କମ୍‌ ଥିଲା। ସେମାନେ ଗାଁରେ ଏକ ମସ୍‌ଜିଦ ନିର୍ମାଣ କରିଥିଲେ। କାଳକ୍ରମେ ସବୁ ମୁସଲମାନ ଗାଁ ଛାଡି ଚାଲିଗଲା ପରେ ଏହି ମସ୍‌ଜିଦର ଦାୟିତ୍ୱ ହିନ୍ଦୁମାନେ ନେବାକୁ ନିଷ୍ପତ୍ତି କରି ଏହାର ଦେଖାରଖା କରୁଛନ୍ତି । ଖାଲି ଏତିକି ନୁହେଁ ମସ୍‌ଜିଦ୍‌ରେ ପ୍ରତିଦିନ ହିନ୍ଦୁମାନେ ୫ଥର ନମାଜ ପଢୁଛନ୍ତି। ହିନ୍ଦୁମାନେ ‘ଅଜାନ୍‌’ ଜାଣିିନାହାନ୍ତି। ଏଣୁ ସେମାନେ ‘ଅଜାନ’ର ରେକର୍ଡିଂ ବଜାଉଛନ୍ତି । ପ୍ରାୟ ୨୦୦ ବର୍ଷର ଏହି ମସ୍‌ଜିଦକୁ କିଏ ଓ କେବେ ନିର୍ମାଣ କରିଛନ୍ତି, ତାହା ବିଷୟରେ ଗ୍ରାମବାସୀ କିଛି ଜାଣିନାହାନ୍ତିି । କିନ୍ତୁ ଈଶ୍ୱର-ଆଲ୍ଲା ‘ଏକ’ ଭାବନାରେ ସେମାନେ ସକାଳେ ଓ ସନ୍ଧ୍ୟାରେ ମସ୍‌ଜିଦ ସଫାକରି ନମାଜ ପଢୁଛନ୍ତି। ଲୋକମାନଙ୍କର କୌଣସି ସମସ୍ୟା ଆସିଲେ ସେଥିରୁ ମୁକ୍ତିପାଇବା ପାଇଁ ସେମାନେ ମସ୍‌ଜିଦରେ ପ୍ରାର୍ଥନା ବି କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭୁପ୍ରସାଦ

ନିମାଇଁ ଚରଣ ଲେଙ୍କା ମନ୍ଦିର ସମ୍ମୁଖରେ ଅସମ୍ଭବ ଭିଡ଼। ପ୍ରଭୁଙ୍କ ପ୍ରସାଦ ପାଇବା ପାଇଁ ସାଧାରଣ ଗରିବଠାରୁ ଆରମ୍ଭକରି କୋଟିପତିମାନେ ମଧ୍ୟ ଲମ୍ବାଧାଡ଼ିରେ ଠିଆହୋଇ ଅତି...

ସମ୍ପାଦକୀୟ/ ସମାଧାନକାରୀ ନୁହେଁ, ସୃଷ୍ଟିକର୍ତ୍ତା

ସାଧାରଣ ନିର୍ବାଚନ ୨୦୧୯ର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଏପ୍ରିଲ ୧୮ରେ ଅନୁଷ୍ଠିତ ହେବାକୁ ଯାଉଛି। ସମଗ୍ର ଦେଶରେ ଦିନକୁ ଦିନ ପ୍ରଚାର ଅଭିଯାନ ଜୋରଦାର...

ଅସହାୟ ଜୀବନ

ଡ. ମୌସୁମୀ ପରିଡ଼ା ମଣିଷ ପୃଥିବୀର ଶ୍ରେଷ୍ଠ ଜୀବ ହୋଇଥିବାରୁ ହିଂସ୍ର ଜୀବଜନ୍ତୁଙ୍କୁ ଆୟତ୍ତ କରିପାରେ। ମୁଣ୍ମୟ ପ୍ରତିମା କରି ଈଶ୍ୱରଙ୍କୁ ଆହ୍ବାନ କରିପାରେ, ପୁଣି...

ଦୁଃଖବନ୍ଧୁଙ୍କ ଦୁଃଖ

ଚିତ୍ର ଚରିତ୍ର ନିରଞ୍ଜନ ପାଢ଼ୀ: ଦୁଃଖ ବାଣ୍ଟିଲେ ସରେ’ ବୋଲି ଯେଉଁ ଆପ୍ତବାକ୍ୟଟି କେଉଁକାଳରୁ ଗଡ଼ି ଗଡ଼ି ଆସୁଛି, ତହିଁରେ ବୋଧହୁଏ ବେଶିମାତ୍ରାରେ ବିଶ୍ୱାସୀ ହୋଇପଡ଼ିଥିଲେ...

ଏଇ ଭାରତରେ

ନିଜ ବୃତ୍ତିଗତ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିବା ସହ ସମାଜ ତଥା ପରିବେଶ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି କମ୍‌ ଦେଖିବାକୁ ମିଳନ୍ତି। ଏମାନଙ୍କ...

ବୈଦେଶିକ ମୁଦ୍ରା

ନିମାଇଁ ଚରଣ ଲେଙ୍କା ମନୁଷ୍ୟ ଯେତେ ପାପକର୍ମ କରି ଧନ ସମ୍ପତ୍ତି ଅର୍ଜନ କରିଥାଏ, ମୃତ୍ୟୁ ପରେ କିଛି ବି ସାଙ୍ଗରେ ନେଇପାରେନାହିଁ। କେବଳ ପାପକର୍ମର...

ଚାଷ ଦୂର କରିବ ବେକାରି

ବିଚିତ୍ର ବିଶ୍ୱାଳ ସଂପ୍ରତି ଆମ ଦେଶରେ ବେକାରି ସମସ୍ୟା ଅତ୍ୟନ୍ତ ଉତ୍କଟ ଓ ଦିନକୁ ଦିନ ଏହା କାୟା ବିସ୍ତାର କରିଚାଲିଛି। ନିକଟ ଅତୀତରେ ମହାରାଷ୍ଟ୍ର...

ଆଉଟସୋର୍ସିଂର ଭାରତୀୟକରଣ

ଅରୁଣ କୁମାର ତ୍ରିପାଠୀ ଦୀପାବଳି ଅବସରରେ ଓଡ଼ିଶା ସରକାର ସମସ୍ତ ଆଉଟସୋର୍ସିଂ କର୍ମଚାରୀଙ୍କ ୨୫% ଦରମା ବୃଦ୍ଧି ଘୋଷଣା କରିଛନ୍ତି। ଏଥିନିମନ୍ତେ ରାଜ୍ୟ ସରକାର ବାର୍ଷିକ...

Advertisement
Archives

Model This Week