ଏଇ ଭାରତରେ

ଆଧୁନିକ ଯୁଗରେ ଅନ୍ଧବିଶ୍ୱାସକୁ ପଛରେ ପକାଇ ବିଜ୍ଞାନ ବହୁତ ଆଗକୁ ଯାଇପାରିଛି। ତଥାପି ଲୋକମାନେ ଅନ୍ଧବିଶ୍ୱାସ ଉପରେ ଭରସା ରଖୁଛନ୍ତି। ଏମିତି ଏକ ଅନ୍ଧବିଶ୍ୱାସଭିତ୍ତିକ ନାଗ ଅଦାଲତ ଆୟୋଜନ କରାଯାଉଛି ମଧ୍ୟପ୍ରଦେଶର ରାୟସେନ ତହସିଲ ଅନ୍ତର୍ଗତ ସିହୋରା ଖୁର୍ଦରେ। ତହସିଲ ମୁଖ୍ୟାଳୟ ଗୈରତଗଞ୍ଜଠାରୁ ୧୦ କିଲୋମିଟର ଦୂରରେ ଥିବା ଏହି ଗାଁ ଶ୍ରୀ ହନୁମାନ ଓ ଶ୍ରୀ ଶିବଙ୍କ ସିଦ୍ଧସ୍ଥାନ ଭାବେ ଖ୍ୟାତିଲାଭ କରିଛି। ଏହି ଗାଁ ମଝିରେ ଏକ ନାଗମଣ୍ଡପ ରହିଛି। ସେହି ମଣ୍ଡପରେ ନାଗପଞ୍ଚମୀ ଦିନ ପ୍ରତିବର୍ଷ ଆୟୋଜିତ ନାଗ ଅଦାଲତ ଉପରେ ଲୋକମାନଙ୍କର ବିଶ୍ୱାସ ରହିଛି। ବର୍ଷକ ଭିତରେ ଯେଉଁମାନଙ୍କୁ ସାପ କାମୁଡେ ସେମାନେ ସିହୋରାର ସିଦ୍ଧକ୍ଷେତ୍ରରେ ପହଞ୍ଚତ୍ ସେଠାକାର ପୂଜକଙ୍କଠାରୁ ସୂତା ବାନ୍ଧନ୍ତି। ଏହାଦ୍ୱାରା ବିଷଜ୍ଜ୍ୱାଳାରୁ ମୁକ୍ତି ବି ପାଆନ୍ତି ବୋଲି ସେମାନେ ବିଶ୍ୱାସ କରନ୍ତି। ସର୍ପଦଂଶନରେ ପୀଡିତ ବ୍ୟକ୍ତିମାନେ ନାଗ ଅଦାଲତରେ ହଁି ଭାଗ ନେଇଥାନ୍ତି। ବାରମ୍ବାର ସର୍ପ ଦଂଶନର ଶିକାର ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ନାଗ ଦେବତାଙ୍କୁ ପୂଜକ ପ୍ରବେଶ କରାଇବା ପରେ ପୀଡିତଙ୍କୁ ଦଂଶନର କାରଣ ସମ୍ପର୍କରେ କହିଥାନ୍ତି। କେବଳ ଏତିକି ନୁହେଁ, ଶରୀରରେ ପ୍ରବେଶ କରିଥିବା ନାଗ ଭବିଷ୍ୟତରେ ଆଉ କାହାକୁ ଦଂଶନ କରି କଷ୍ଟ ନ ଦେବାକୁ ପ୍ରତିଜ୍ଞା ମଧ୍ୟ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସେବା କରିବାରେ ସବୁଠାରୁ ଅଧିକ ଆନନ୍ଦ ମିଳିଥାଏ, ଏ କଥା ହୁଏତ ଅନୁଭବ କରିଛନ୍ତି ସରିତା କାଶ୍ୟପ। ସେ ଚାକିରି ଛାଡି ରାସ୍ତାକଡ଼ରେ ରହୁଥିବା ପିଲା...

ଏଇ ଭାରତରେ

ଜୀବନ ଧଳା କି କଳା ନୁହେଁ, ଭଲ କି ମନ୍ଦ ବି ନୁହେଁ, ଏହା କେବଳ ତୁମ ପସନ୍ଦ ଓ ତୁମ କାର୍ଯ୍ୟର ସମଷ୍ଟି ।...

ଲାଗିବ କି ରୋକ୍‌

ଈପ୍ସିତା ମହାନ୍ତି ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ୨୦୨୦ ଫେବୃୟାରୀ ୧୩ ଦିନ ଭ୍ରଷ୍ଟାଚାର ଉପରେ ବଡ ପ୍ରହାର କରିଥିଲେ। ଏହିଦିନ ସର୍ବୋଚ୍ଚ ନ୍ୟାୟାଳୟ ଏକ...

ଅସୁମାରି ସ୍ବପ୍ନ

ଘାସିରାମ ପଣ୍ଡା ମିଲି ଯେତେବେଳେ ନବମ ଶ୍ରେଣୀରେ ପଢୁଥିଲେ ଘରଲୋକେ ତାଙ୍କ ବାହା ଠିକ କରି ଦେଇଥିଲେ। ମିଲିର ସ୍ବପ୍ନ କିନ୍ତୁ ଭିନ୍ନଥିଲା। ସେ ପାଖରେ...

ଦିଲ୍ଲୀ ପ୍ରଦୂଷଣ ଓ ପ୍ରତିକାର

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା କ୍ଷେତରେ ନଡ଼ା ନ ପୋଡ଼ିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ବା କିଲୋପ୍ରତି ୧ ଟଙ୍କା ପ୍ରୋତ୍ସାହନ...

ଅମାନିଆଙ୍କୁ କଠୋର ଦଣ୍ଡ ମିଳୁ

ଡ. ମନୋରଞ୍ଜନ ପ୍ରଧାନ ମହାମାରୀ କୋଭିଡ୍‌-୧୯ ବିଶ୍ୱରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏହା ଆଗରେ ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକା ସମେତ ଜର୍ମାନୀ, ସ୍ପେନ୍‌,...

ବର୍ଜନ ଅସମ୍ଭବ

ହଠାତ୍‌ ଭାରତୀୟଙ୍କ ନିଦ୍ରାଭଙ୍ଗ ହୋଇଛି। ଏପର୍ଯ୍ୟନ୍ତ ବିନା କାରଣରେ ମୁସଲମାନ ସମ୍ପ୍ରଦାୟର ଭାରତୀୟଙ୍କୁ ଘୃଣା କରୁଥିବା କିଛି ଲୋକ ବହୁ ଦିନରୁ ପାକିସ୍ତାନକୁ ଏକ ନମ୍ବର...

ବିବାଦୀୟ ବଦଳି

ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଅନେକ ଲୋକଙ୍କୁ ପ୍ରଭାବିତ କରିଛି। କିନ୍ତୁ ଏହା ସମ୍ଭବତଃ କର୍ନାଟକ ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ ।...

Play 250+ Trending Games
Archives

Model This Week

Why Dharitri