Posted inଜାତୀୟ

ଉଛୁଳିଲାଣି ଯମୁନା: ଆସିପାରେ ସବୁଠାରୁ ବଡ଼ ବନ୍ୟା

ନୂଆଦିଲ୍ଲୀ,୧୯।୮: ଆଗକୁ ଅଛି ଜନ୍ମାଷ୍ଟମୀ। ହେଲେ ଏବେଠାରୁ ଉଛୁଳିଲାଣି ଯମୁନା। ଲଗାଣ ବର୍ଷା ଫଳରେ ଯମୁନା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆଉ ଯମୁନା ଯହି ରୋଷ କରେ ତେବେ ୪୦ ବର୍ଷ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ସବୁଠାରୁ ବଡ଼ ବନ୍ୟା ହେବ ବୋଲି କୁହାଯାଉଛି। ଏବେଠାରୁ ଯମୁନା ଉପରେ ନିର୍ମାଣ କରାଯାଇଥିବା ପୁରୁଣା ଲୁହାପୋଲକୁ ଯାତାୟାତ ଲାଗି ବନ୍ଦ କରି ଦିଆଯାଇଛି। ଏପଟେ ବନ୍ୟା ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ଜରୁରୀ ବୈଠକ ଡକାଇଛନ୍ତି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୨୫୦ ଟଙ୍କା ବଢିଲା ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୪: ପୁଣି କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୫୦ ଟଙ୍କା ବୃଦ୍ଧି ଘଟିଛି। ତେବେ ଘରୋଇ ଗ୍ୟାସ ଦର ଅପରିବର୍ତ୍ତିତ ରହିଛି। ବର୍ଦ୍ଧିତ ଦର ଅନୁସାରେ...

ପ୍ରେମିକାକୁ ଆଲିଙ୍ଗନ କରି ବୋମା ଲାଗାଇଲେ ପ୍ରେମିକ ଉଭୟଙ୍କ ମୃତ୍ୟୁ

ଥିରୁଭାନନ୍ତପୁରମ,୨୮।୪: କେରଳର ଓ୍ବାୟନାଡରୁ ଆସିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର। ଏଠାରେ ଏକ ବିବାହିତ ପ୍ରେମି ଯୁଗଳ ବୋମା ବିସ୍ଫୋରଣ କରି ନିଜକୁ ଉଡାଇ...

ଜମ୍ମୁ-କଶ୍ମୀରରେ ଫେରୁଛି ଶାନ୍ତି: ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଏବଂ ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ପରେ କମିଛି ଅନୁପ୍ରବେଶ, କହିଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୯।୭: ଜମ୍ମୁ-କଶ୍ମୀରରେ ଧୀରେ ଧୀରେ ଶାନ୍ତି ଫେରିବା ଆରମ୍ଭ କରିଛି। ସେହିପରି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଏବଂ ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ପରେ ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ଅନୁପ୍ରବେଶ...

ନୀତିଶଙ୍କ ଶପଥ ଗ୍ରହଣ ଦୀପାବଳି ପରେ: କେ.ସି.ତ୍ୟାଗୀ !

ପାଟନା,୧୧।୧୧: ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପୁଣିଥରେ ଶାସନ କରିବାର ସୁଯୋଗ ମିଳିଛି। ନୀତିଶ ଦୀପାବଳି ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜେଡ଼ିୟୁର...

କୃଷକଙ୍କୁ ହୋଲିର ଉପହାର ଦେଲେ ଯୋଗୀସରକାର

ଲକ୍ଷ୍ନୌ,୨୫।୨: ଉତ୍ତରପ୍ରଦେଶର ଯୋଗୀ ସରକାର ନିକଟରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ୟୁପି ସରକାରରେ ଅର୍ଥମନ୍ତ୍ରୀ ସୁରେଶ ଖନ୍ନା ଏହି ବଜେଟ ଉପସ୍ଥାପନ କରିଥିଲେ। ବଜେଟରେ...

ଡେଲିଭରୀ ବୟଙ୍କ ପରିବାରକୁ ୧୦ ଲକ୍ଷ ଦେବ ଜମାଟୋ

ନୂଆଦିଲ୍ଲୀ,୧୩।୧: ମଦ ନିଶାରେ ଥିବା ପୋଲିସ କନଷ୍ଟେବଳଙ୍କ ଏସ୍‌ୟୁଭି ଧକ୍କାରେ ଶନିବାର ରାତିରେ ପ୍ରାଣ ହରାଇଥିଲେ ଜମାଟୋ ଡେଲିଭରୀ ବୟ ସଲିଲ ତ୍ରିପାଠୀ। ତାଙ୍କ ବିୟୋଗରେ...

ଭାଜପା ସରକାରଙ୍କ ମିଛ ଋଣଛାଡ଼ ଯୋଜନା; ଆତ୍ମହତ୍ୟା କରିଛନ୍ତି ଚାଷୀ: ପ୍ରିୟଙ୍କା

ସହାରନପୁର,୯।୩: ଉତ୍ତରପ୍ରଦେଶ ଭାଜପା ସରକାରଙ୍କୁ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟାଗେର୍ଟ କରିଛନ୍ତି। ଭାଜପା ସରକାରଙ୍କ ମିଛ ଋଣଛାଡ଼ ଯୋଜନା ଯୋଗୁ ସାହରନପୁରରେ ଜଣେ...

ପଞ୍ଜାବ ବିଧାନସଭା ନିର୍ବାଚନ, ବଳାତ୍କାର-ହତ୍ୟା ଅଭିଯୁକ୍ତ ମଇଦାନରେ, ଶିରୋମଣୀ ଅକାଳୀ ଦଳ ଆଗରେ…

ଚଣ୍ଡିଗଡ଼, ୧୫।୨ : ଫେବୃୟାରୀ ୨୦ରେ ପଞ୍ଜାବର ୧୧୭ଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନରେ ୧୩୦୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।...

Advertisement
Archives

Model This Week