Posted inଖେଳ

ଈଶାନ୍ତଙ୍କ ଜନ୍ମଦିନରେ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ,୨।୯: ଭାରତୀୟ ପେସର ଈଶାନ୍ତ ଶର୍ମା ସୋମବାର ୩୧ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ତାଙ୍କୁ ଅଲରାଉଣ୍ଡର ଯୁବରାଜ ସିଂ ଓ ବାମହାତୀ ଓପନର ଶୀଖର ଧାଓ୍ବନ ଶୁଭେଚ୍ଛା ଜଣାଇଛନ୍ତି। ଈଶାନ୍ତଙ୍କୁ ଜନ୍ମଦିନର ଶୁଭକାମନା। କ୍ୟାରିୟରର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ ପାଇଁ ଶୁଭେଚ୍ଛା ବୋଲି ଧାଓ୍ବନ ଟୁଇଟରରେ ଲେଖିଛନ୍ତି। ସେହିଭଳି ଯୁବରାଜ ଲେଖିଛନ୍ତି, ଲମ୍ବୁ (ଡେଙ୍ଗୁ) ତୁମକୁ ଜନ୍ମଦିନର ଶୁଭେଚ୍ଛା। ଭଗବାନ ତୁମର ମଙ୍ଗଳ କରନ୍ତୁ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳୁଥିବା ଈଶାନ୍ତ ପ୍ରଥମ ଇନିଂସରେ ଗୋଟିଏ ଦ୍ୱିତୀୟରେ ୪ ଓଭର ବୋଲିଂ କରି ଗୋଟିଏ ଉଇକେଟ ନେଇଛନ୍ତି। ୩୧ ବର୍ଷୀୟ କ୍ରିକେଟର ଏହି ମ୍ୟାଚ୍‌ରେ ନିଜର ବ୍ୟାଟିଂ ଦକ୍ଷତା ମଧ୍ୟ ପ୍ରମାଣ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲିସ୍‌କୋଭା ଫାଇନାଲରେ

ବେଜିଂ, ୧୫ା୯ (ଏଏଫ୍‌ପି)- ବିଶ୍ୱର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସକୋଭା ଡବ୍ଲ୍ୟୁଟିଏ ଝେଙ୍ଗ୍‌ଝୋ ଓପନ୍‌ ଟେନିସ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସେ...

ଆଜି ବି ଟି୨୦ ଫାଇନାଲରେ ଏହି ଶେଷ ଓଭରକୁ ଭୁଲି ପାରୁନାହାନ୍ତି ବ୍ରେଟ୍‌ ଲି’: ୬ ବଲ୍‌ରେ…

ନୂଆଦିଲ୍ଲୀ,୨୮।୧: ଅଷ୍ଟ୍ରେଲିଆର ପୂର୍ବ ପେସର ବ୍ରେଟ ଲି କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ। ଦୀର୍ଘଦିନ ଧରି ସେ କ୍ରିକେଟର ସମସ୍ତ ଫର୍ମାଟରେ...

ବିରାଟ କୋହଲିଙ୍କ ଏହି କଥାରେ ରାଗିଲେ ପ୍ରଶଂସକ, ସ୍ତ୍ରୀ ଅନୁଷ୍କାଙ୍କୁ ମଧ୍ୟ ଛାଡିଲେନି

ଆଇପିଏଲ୍‌ ଖେଳରୁ ମୁକ୍ତ ହେବା ପରେ କ୍ରିକେଟର ବିରାଟ କୋହଲି ଦୀପାବଳି ଅବସାରେ ବାଣ ନ ଫୁଟାଇବା ପାଇଁ ନିଜ ପ୍ରଶଂସକଙ୍କୁ ବାର୍ତ୍ତା ଦେଇଥିଲେ। ମାତ୍ର...

ଡିଆରଏସ୍‌ ନେବାରେ କୋହଲି ଦକ୍ଷ ନୁହନ୍ତି

ଖ୍ରୀଷ୍ଟଚର୍ଚ୍ଚ,୧।୩- ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ସେ ଗତ ୨୦ ଇନିଂସରେ ତିନି ସଂଖ୍ୟା ବିଶିଷ୍ଟ ସ୍କୋର...

୧୫ ବର୍ଷ ଧରି ରାସ୍ତାକଡ଼ରେ ପଡ଼ିରହିଥିଲେ ଏହି ଅନ୍ତରାଷ୍ଟ୍ରୀୟ କ୍ରିକେଟର; ଶେଷସମୟ ଥିଲା ଯନ୍ତ୍ରଣାଦାୟକ

ନୂଆଦିଲ୍ଲୀ,୨୨।୧: ଆଜିର ସମୟରେ ଜଣେ ଖେଳାଳି କ୍ରିକେଟରେ ବହୁତ ଟଙ୍କା ରୋଜଗାର କରିପାରିବେ। ଯଦି ଖେଳାଳି ଅନ୍ତର୍ଜାତୀୟସ୍ତରରେ ସଫଳ ହୁଅନ୍ତି ତେବେ ଟଙ୍କାର ଅଭାବ ରହି...

ଆଜିର ଦିନରେ କ୍ୟାରିୟରର ପ୍ରଥମ ଶତକ ଲଗାଇଥିଲେ ସଚିନ

ନୂଆଦିଲ୍ଲୀ,୧୪।୮- ୧୯୯୦ ମସିହା ଆଜିର ଦିନରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଶତକ ଲଗାଇଥିଲେ। ସେତେବେଳେ ୧୭ ବର୍ଷୀୟ ସଚିନ ଓଲ୍ଡ...

ମହିଳା ଟି୨୦ ଚ୍ୟାଲେଞ୍ଜ୍‌: କମ୍‌ ସମୟରେ ପ୍ରସ୍ତୁତିକୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ, ୧୦।୧୦(ପି.ଟି.(୦ ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ ଟୁର୍ନାମେଣ୍ଟ ଆସନ୍ତା ମାସରେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଅନୁଷ୍ଠିତ ହେବ। ଏଥିରେ ୩୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ...

କାଉଣ୍ଟିରେ ପୂଜାରାଙ୍କ ଅପରାଜିତ ଦ୍ୱିଶତକ

ନୂଆଦିଲ୍ଲୀ,୧୮।୪: ଚେତେଶ୍ୱର ପୂଜାରା (୨୦୧*)ଙ୍କ ଅପରାଜିତ ଦ୍ୱିଶତକ ଯୋଗୁ ସସେକ୍ସ ଏବଂ ଡର୍ବିଶାୟାର ମଧ୍ୟରେ ଚାଲିଥିବା କାଉଣ୍ଟି ଚାମ୍ପିୟନଶିପ୍‌ ଡିଭିଜନ ୨ ମ୍ୟାଚ୍‌ ଅମୀମାଂସିତ ରହିଛି।...

Advertisement
Archives

Model This Week