Posted inଖେଳ

ଇତିହାସ ରଚିଲେ ମନ୍ଧାନା

ସିଡନୀ,୧।୯: ଅଷ୍ଟ୍ରେଲିଆ ବିପକ୍ଷ ଡେ’ ନାଇଟ ଟେଷ୍ଟରେ ଶତକ ହାସଲ କରି ଭାରତର ଓପନର୍‌ ସ୍ମୃତି ମନ୍ଧାନା ଇତିହାସ ସୃଷ୍ଟି କରିଛନ୍ତି। ସେ ଡେ’ ନାଇଟ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଥିବା ଭାରତର ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି। ଏହା ବ୍ୟତୀତ ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଥିବା ଭାରତର ପ୍ରଥମ ଖେଳାଳି। ଏହା ହେଉଛି ମନ୍ଧାନାଙ୍କର ପ୍ରଥମ ଟେଷ୍ଟ ଶତକ। ଅଷ୍ଟ୍ରେଲୀୟ ମାଟିରେ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଥିବା ସ୍ମୃତି ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ। ଏହା ବ୍ୟତୀତ ସେ ହେଉଛନ୍ତି ପ୍ରଥମ ଅଣ-ଇଂରାଜୀ ମହିଳା ବ୍ୟାଟ୍ସମ୍ୟାନ, ଯିଏକି କଙ୍ଗାରୁ ମାଟିରେ ଏକ ଶତକ ସ୍କୋର କରିଛନ୍ତି।
ସ୍ମୃତି ମନ୍ଧନା ଚାରି ଚୌକା ମାରି ଶତକ ପୂରଣ କରିଥିଲେ। ସେ ୧୭୦ଟି ବଲରେ ମନ୍ଧାନା ତାଙ୍କର ପ୍ରଥମ ଟେଷ୍ଟ ଶତକ ପୂରଣ କରିଥିଲେ। ତାଙ୍କ ଶତକ ମାଧ୍ୟମରେ ଟିମ ଇଣ୍ଡିଆ ଏକ ବଡ଼ ସ୍କୋର ଆଡକୁ ଗତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୩୦।୭(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ତାରକା ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ କ୍ୟାରିୟରରେ ଆଉ ଏକ ସଫଳତାଲାଭ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ୧୨ତମ ସର୍ଦ୍ଦାର ସାଜନ ସିଂ...

କେବଳ ଏହି ଗୋଟିଏ ତାରିଖ ହିଁ ଥିଲା ସଚିନଙ୍କ ପାଇଁ ଅଶୁଭ, ଏହି ଦିନ ସେ ଶତକ ଲଗାଇପାରୁ ନ ଥିଲେ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ ହାସଲ କରିଛନ୍ତି। ତାଙ୍କ ରେକର୍ଡ ଭାଙ୍ଗିବା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର। ସଚିନ ନିଜ...

ଅଷ୍ଟ୍ରେଲିଆ ମହିଳା ଫୁଟବଲ କୋଚ୍‌ ପଦ ଛାଡିଲେ ଆଣ୍ଟେ ମିଲିକିକ୍‌

ସିଡ୍‌ନୀ,୧୯।୭(ଏପି): ଆଣ୍ଟେ ମିଲିକିକ୍‌ ଅଷ୍ଟ୍ରେଲିଆ ମହିଳା ଫୁଟବଲ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି। ସେ ଏ- ଲିଗ୍‌ ଏକ୍ସାପାନ୍ସନ କ୍ଲବ୍‌ ମାକାର୍ଥୁର ଏଫ୍‌ସିର ପ୍ରଥମ କୋଚ୍‌...

ଧନଲକ୍ଷ୍ମୀଙ୍କ ଡୋପ୍‌ ଟେଷ୍ଟ ପଜିଟିଭ୍‌, କମନୱେଲଥ ଗେମ୍ସ ପୂର୍ବରୁ ଭାରତକୁ ଝଟ୍‌କା…

ନୂଆଦିଲ୍ଲୀ,୨୦।୭ : ବର୍ମିଂହାମରେ ଖେଳାଯିବାକୁ ଥିବା କମନୱେଲଥ ଗେମ୍ସ ଆରମ୍ଭ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତର ଷ୍ଟାର ସ୍ପ୍ରିଣ୍ଟର ଧନଲକ୍ଷ୍ମୀଙ୍କ ଡୋପ୍‌...

ଅର୍ଜୁନ ପୁରସ୍କାର: ଅଙ୍କିତା, ଶରନଙ୍କ ନାମ ସୁପାରିସ କଲା ଏଆଇଟିଏ

ନୂଆଦିଲ୍ଲୀ,୧୭।୫ (ପି.ଟି.): ଏସିଆନ ଗେମ୍ସ ପଦକ ବିଜେତା ତଥା ଟେନିସ୍‌ ତାରକା ଅଙ୍କିତା ରାଇନା ଓ ଦିଭିଜ ଶରନଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍‌...

ହାରିବା ପରେ ମାପିଚୁପି ପ୍ରତିକ୍ରିୟା ଦେଲେ ଇଂଲଣ୍ଡ ଅଧିନାୟକ: କହିଲେ ‘ପିଚ୍‌କୁ ଦୋଷ ଦେବା ଠିକ୍‌ ନୁହେଁ, ହେଲେ…’

ନୂଆଦିଲ୍ଲୀ,୨୬।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମୁକାବିଲାରେ ବିଜେତା ହୋଇଛି ଭାରତୀୟ ଟିମ୍‌। ୧୦ ଉଇକେଟରେ ମ୍ୟାଚ୍‌କୁ ଜିତି ନେଇ ସିରିଜକୁ ୨-୧...

ହର୍ଷଲଙ୍କ ହ୍ୟାଟ୍ରିକ ସେଲିବ୍ରେଶନ କୋହଲିଙ୍କୁ ଦେଇଥିଲା ଆଘାତ

ୟୁଏଇ,୩୦।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦ୍ରୁତ ବୋଲର ହର୍ଷଲ ପଟେଲ ମୁମ୍ବାଇ ଇଣ୍ଡିଆନ୍ସ (ଏମମଆଇ) ବିପକ୍ଷରେ ଜବରଦସ୍ତ ବୋଲିଂ କରିବା ପରେ ତାଙ୍କୁ ନେଇ...

୪୭ ବର୍ଷରେ ପଦାର୍ପଣ କଲେ ସନ୍‌ ପୋଲକ୍‌

ଜୋହାନ୍ସବର୍ଗ, ୧୬।୭- ଏକ କ୍ରିକେଟ୍‌ ପରିବାରରେ ଜନ୍ମଗ୍ରହଣ କରିଥିବା ଦକ୍ଷିଣ ଆଫ୍ରିକାର ମହାନ ଅଲ୍‌ରାଉଣ୍ଡର ସନ୍‌ ପୋଲକ ଗୁରୁବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ପୋଲକଙ୍କୁ...

Advertisement
Archives

Model This Week