
ଭୁବନେଶ୍ୱରସ୍ଥିତ ଇଡ୍କୋଲ ଅଡିଟୋରିୟମଠାରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ନିମନ୍ତେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା।
ଭୁବନେଶ୍ୱରସ୍ଥିତ ଇଡ୍କୋଲ ଅଡିଟୋରିୟମଠାରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ନିମନ୍ତେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା।
ଗୁରୁଦିବସ ଉପଲକ୍ଷେ ୟୁନିଟ-୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପିଲାମାନେ ଗୁରୁଙ୍କୁ ପୂଜା କରୁଛନ୍ତି।
ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଯୋଗ ମହୋତ୍ସବ ସମିତି ଓଡ଼ିଶା ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ।
କଟକ ନରାଜ ଆନିକଟ ମହାନଦୀ କୂଳରେ ଡଙ୍ଗା ଭେଳା
ଛୁଟି ଦିବସରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା ପ୍ରତିବାଦରେ ମାଲେରିଆ ନିରୋଧ ବିଭାଗ ମଜଦୂର ସଂଘ ପକ୍ଷରୁ ବିକାଶ ଭବନ କାର୍ଯ୍ୟାଳୟ ପରିସରରେ ଧାରଣା।
ସୂର ମନ୍ଦିର ଛାତ୍ରୀ ଙ୍କ ପକ୍ଷ୍ୟରୁ ପରିବେଷିତ ଓଡିଶୀ ନୁର୍ତ୍ୟ ରାଜଧାନୀରେ ଏବେ ବିଭିର୍ଣ୍ଣ ରଙ୍ଗବେରଙ୍ଗର ଫୁଲ କୋବି କୁ ଜଣେ ବେପାରୀ ବିକ୍ରି କରୁଛନ୍ତି
କଟକ ତେଲେଙ୍ଗାବଜାର ଶ୍ରୀରଘୁନାଥଜୀଉ ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ।
ଜନ୍ମାଷ୍ଟମୀ ଉପଲକ୍ଷେ ରାଧାକୃଷ୍ଣଙ୍କ ଦର୍ଶନ ନିମନ୍ତେ ନୟାପଲ୍ଲୀ ଇସ୍କନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି।