ଇଚ୍ଛାଧାରୀ ନାଗୁଣୀଙ୍କ ବୋଲ୍ଡ ଅନ୍ଦାଜ୍‌

ଟେଲିଭିଜନ୍‌ ଶୋ’ ଇଚ୍ଛାଧାରୀ ନାଗୁଣୀ ଏବଂ ରାମମିଲାଇ ଯୋଡିରୁ ଘରେ ଘରେ ପରିଚିତି ହାସଲ କରିଥିବା ପ୍ରିୟଲ୍‌ ଘୋଷ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କର ବୋଲ୍ଡ ଫଟୋ ଭାଇରାଲ ହୋଇଛି। ପ୍ରିୟଲ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିଜ ପ୍ରଶଂସକଙ୍କ ସହ ମଧ୍ୟ ସେ ଫଟୋ ଶେୟାର କରିଥାନ୍ତି। ନିକଟରେ ନିଜ ଇନ୍‌ଷ୍ଟାଗ୍ରାମରେ ସେ ଗୋଆ ଟ୍ରିପ୍‌ର ଫଟୋ କିଛି ଫଟୋ ନିଜ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହି ଟ୍ରିପ୍‌ରେ ସେ ଲାଲ୍‌ ରଙ୍ଗର ବିକିନ୍‌ ପିନ୍ଧିଥିବା ନିଜର ଆସିଛନ୍ତି। ଏଥିରେ ସେ ବୋଲ୍ଡ ଦେଖାଯାଉଛନ୍ତି। ତାଙ୍କ ପ୍ରଶଂସକ ଏହି ଫଟୋକୁ ବେଶ୍‌ ପସନ୍ଦ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ୩ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ପ୍ରିୟଲ ଟିଭି ଶୋ’ରେ ଅଭିନୟ ବ୍ୟତୀତ ନିକଟରେ ସେ ଏକ ଓ୍ବେବ୍‌ ସିରିଜ୍‌ରେ ଡେବ୍ୟୁ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମତ୍ବିଶ୍ୱାସରୁ ମିଳେ ସଫଳତା

ନିଷ୍ଠା, ଏକାଗ୍ରତା, କଠିନ ପରିଶ୍ରମ ହିଁ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ଏହାକୁ ବାସ୍ତବରେ ପ୍ରମାଣ କରି ଦେଖାଇଛନ୍ତି ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ବ୍ଲକ...

‘ଆଦିପୁରୁଷ’କୁ ନେଇ ଆକ୍ସନ ମୁଡରେ ସରକାର

ନୂଆଦିଲ୍ଲୀ,୧୯।୬: ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ’ଆଦିପୁରୁଷ’ର ସଂଳାପକୁ ନେଇ ବିବାଦ ବଢିବାରେ ଲାଗିଛି। ବାସ୍ତବରେ, ପ୍ରଭାସଙ୍କ ଅଭିନୀତ ମୁଭିରେ ରାମାୟଣର ଚରିତ୍ର ଏବଂ ବିଶେଷକରି...

ପ୍ରେମିକାଙ୍କୁ ସର୍‌ପ୍ରାଇଜ୍‌ ଦେଲେ ଅର୍ଜୁନ

ନିକଟରେ ଅଭିନେତ୍ରୀ ମଲାଇକା ଆରୋରା ପ୍ରେମିକ ଅର୍ଜୁନ କପୁର ସହ ମାଳଦ୍ୱୀପ ଛୁଟିରୁ ଫେରିଛନ୍ତି। ଏଠାରେ ଦୁହେଁ ଖୋଲାଖୋଲି ଉପଭୋଗ କରିଥିଲେ। ସେଠାକୁ ଫେରିବା ପରେ...

ମ୍ୟାନ ଭର୍ସେସ ଓ୍ବାଇଲ୍ଡ: ବିୟର ଗ୍ରିଲସ୍‌ଙ୍କ ସହ ନଜର ଆସିଲା ରଜନୀକାନ୍ତଙ୍କ ମୋଶନ ପୋଷ୍ଟର

ନୂଆଦିଲ୍ଲୀ,୨୦।୨: ଡିସକଭରି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କର ଶୋ’ ମ୍ୟାନ ଭର୍ସେସ ଓ୍ବାଇଲ୍ଡର ମୋଶନ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ସୁସ୍ଥ ଅଛନ୍ତି ମୁନ୍‌ମୁନ୍‌

ଦୁର୍ଘଟଣା ପରେ ଏବେ ସୁସ୍ଥ ଅଛନ୍ତି ମୁନ୍‌ମୁନ୍‌। ଜର୍ମାନୀ ଛୁଟି କଟାଇବାକୁ ଯାଇଥିବା ‘ତାରକ ମେହେତାକା ଉଲଟା ଚଷମା’ ସିରିଏଲ୍‌ ଅଭିନେତ୍ରୀ ମୁନ୍‌ମୁନ୍‌ ଦତ୍ତା ନିକଟରେ...

ରାନୁ ମଣ୍ଡଳ ପୁଣି ଚର୍ଚ୍ଚାରେ

ନୂଆଦିଲ୍ଲୀ,୩୦।୯: ରାତାରାତି ପରିଚିତ ହୋଇଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ନିକଟରେ ଶ୍ରୀଲଙ୍କାର ୟୋହାନିଙ୍କ ଗୀତ ‘ମାନିକେ ମାଗେ ହିଥେ’ ଲୋକପ୍ରିୟ ହୋଇଛି। ଏହି...

ଶୋ’ ରଣବୀର ଭର୍ସେସ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସକୁ ମିଳିଲା ପ୍ରଶଂସକଙ୍କ ଭଲପାଇବା

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ଏବେ ଶୋ’ ରଣବୀର ଭର୍ସେସ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସକୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ଏହି...

‘କଭି ଇଦ୍‌ କଭି ଦିଓ୍ବାଲି’ରେ ସଲମାନଙ୍କ ଅପୋଜିଟର ନାୟିକା ସାଜିବେ ପୂଜା

ମୁମ୍ବାଇ: ହାଉସ୍‌ ଫୁଲ୍‌-୪ ନାୟିକା ପୂଜା ହେଗଡେ ଏବେ ସଲମାନଙ୍କ ଅପୋଜିଟର ନାୟିକା ସାଜିବେ। ୨୦୨୧ ଇଦରେ ପରଦାକୁ ଆସିବାକୁ ଥିବା ସଲମାନ ଖାଁଙ୍କ ଅଭିନୀତ...

Advertisement
Archives

Model This Week