ଆୟୁଷ୍ମାନ୍‌ଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଜଣକ ପରେ ଜଣେ ନୂଆ ଅଭିନେତ୍ରୀ ଏଣ୍ଟ୍ରି ମାରିବାରେ ଲାଗିଛନ୍ତି। କିଛିଦିନ ତଳେ ଛୋଟପରଦାରୁ ଆସି ବଡ଼ପରଦାରେ ସାଇନ୍‌ କରିଛନ୍ତି ଅଭିନେତା ଲକ୍ଷ୍ୟ। କରଣ ଜୋହରଙ୍କ ଫିଲ୍ମ ‘ଦୋସ୍ତାନା -୨’ରେ ସେ ସାଇନ୍‌ କରିଛନ୍ତି। ଏବେ ଏହି ତାଲିକାରେ ଆଉ ଜଣେ ଟେଲି ଅଭିନେତ୍ରୀଙ୍କ ନାଁ ଯୋଡ଼ି ହୋଇଛି। ସେ ହେଉଛନ୍ତି ପଙ୍ଖୁଡ଼ି ଅବସ୍ତି।

ଏହି ଅଭିନେତ୍ରୀ ଆୟୁଷ୍ମାନ ଖୁରାନାଙ୍କ ସହିତ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମରେ ସେ କୁଙ୍କୁମ୍‌ ଭୂମିକାରେ ନଜର ଆସିବେ। ଲକ୍ଷ୍ନୋରେ ଜନ୍ମିତ ପଙ୍ଖୁଡ଼ି ଦିଲ୍ଲୀରେ ପାଠ ପଢ଼ିଛନ୍ତି। ଏହା ପରେ ବେଙ୍ଗାଲୁରୁରେ ମାର୍କେଟିଂରେ ଚାକିରି କରିଥିଲେ। କିନ୍ତୁ ତାଙ୍କ ଲକ୍ଷ୍ୟ ଥିଲା ଅଭିନୟରେ।

ସ୍ବପ୍ନକୁ ପୂରା କରିବା ପାଇଁ ୨୦୧୪ରେ ସେ ମୁମ୍ବାଇ ଚାଲିଆସିଥିଲେ। ପ୍ରଥମେ ଆଶିକ୍‌ ଏବଂ ଏମ୍‌ ଟିଭିର ‘ଫାନା ସିଜିନ୍‌ ୨’ରେ ସେ କାମ କରିଥିଲେ। କିନ୍ତୁ ସେ ସିରିୟଲ ‘ରଜିଆ ସୁଲତାନ୍‌’ରେ ଘରେ ଘରେ ପରିଚିତା ହୋଇଗଲେ। ଏବେ ବଡ଼ପରଦାରେ କାମ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖିବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ

ଷାଠିଏ ଦଶକରେ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟ ମାଧ୍ୟମରେ ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତ୍ରୀ ରାକ୍ୱେଲ ୱେଲଚ ୮୨ ବର୍ଷ ବୟସରେ...

ମା’ ହେବାକୁ ଯାଉଛନ୍ତି ଦୀପିକା !

ମୁମ୍ବାଇ: ମା’ ହେବାକୁ ଯାଉଛନ୍ତି ବଲିଉଡ୍‌ ଡିଭା ଦୀପିକା ପାଦ୍ୟୁକୋନ। କଥାଟି ଆମେ କହୁନାହୁଁ, ବରଂ ଏବେ ଏପରି କିଛି ଚର୍ଚ୍ଚା ହେଉଛି। ନିକଟରେ ରଣବୀର...

ଫିଲ୍ମକୁ ଆସିବା ପୂର୍ବରୁ ଏମିତି ଦେଖାଯାଉଥିଲେ ଏହିସବୁ ଅଭିନେତ୍ରୀ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟତାରେ କୌଣସି ତୁଳନା ନାହିଁ। ସୌନ୍ଦର୍ଯ୍ୟକୁ ନେଇ ସେ ସାରା ବିଶ୍ୱରେ ଚର୍ଚ୍ଚିତ। ୪୫ ବର୍ଷରେ ମଧ୍ୟ ଐଶ୍ୱର୍ଯ୍ୟା କୌଣସି...

ବିବାହକୁ ଡରୁଛନ୍ତି ଦଙ୍ଗଲ ଗର୍ଲ!

ମୁମ୍ବାଇ: ଜାନୁୟାରୀ ୧୧, ୧୯୯୨ରେ ଜନ୍ମ ନେଇଥିବା ବଲିଉଡର ଦଙ୍ଗଲ ଗର୍ଲ ଫାତିମା ସନା ଶେଖ ୨୯ ବର୍ଷରେ ପାଦ ଦେଇଛନ୍ତି । କିଛି ବଲିଉଡ...

ପ୍ରଧାନମନ୍ତ୍ରୀ ହେବେ କି; ଉତ୍ତରରେ ସୋନୁ ସୁଦ୍‌ କହିଲେ..

କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇ ଦେଇଛି। ଏଭଳି ପରିସ୍ଥିତିରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ଲୋକଙ୍କୁ ସମସ୍ତ ଉପାୟରେ ସାହାଯ୍ୟ କରୁଛନ୍ତି। ଅନେକ...

ପୂର୍ବ ପ୍ରେମିକାଙ୍କ ସହ ଫାର୍ମହାଉସ୍‌ରେ ନୂତନ ବର୍ଷକୁ ସ୍ବାଗତ କଲେ ସଲ୍‌ମାନ

ବମ୍ବେ: ଏକଦା ସଙ୍ଗୀତା ବିଜଲାନୀଙ୍କ ସହ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ ଦବଙ୍ଗ ଖାନ୍‌। ହେଲେ ଏହା ବେଶି ଦିନ ତିଷ୍ଠି ନ ଥିଲା। ଏଣୁ...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ କେପିଏସି ଲଲିତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୭୪ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ କେପିଏସି...

ରୋମାଣ୍ଟିକ ହେଲେ ପଓ୍ବନଦୀପ୍‌-ଅରୁଣିତା

ମୁମ୍ବାଇ: ଇଣ୍ଡିଆନ ଆଇଡଲ୍‌ର ବିଜେତା ପଓ୍ବନଦୀପ୍‌ ରାଜନ ଏବଂ ଅରୁଣିତା କାଞ୍ଜିଲାଲ କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଉଭୟଙ୍କ ମଧ୍ୟରେ...

Advertisement
Archives

Model This Week