Posted inଜାତୀୟ

ଆସୁଛି ସାମୁଦ୍ରିକ ଝଡ଼ ‘ହିକ୍କା’ ୨୫ରେ ଉପକୂଳ ଛୁଇଁବା ସମ୍ଭାବନା

ନୂଆଦିଲ୍ଲୀ,୨୩।୯: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ହିକ୍କା’ ଆସନ୍ତା ୨୫ ତାରିଖ ସକାଳ ସୁଦ୍ଧା ଓମାନ ଉପକୂଳ ଛୁଇଁବ ବୋଲି ଅନୁମାନ କରିଛି ଜାତୀୟ ପାଣିପାଗ ବିଭାଗ। ସୋମବାର ଏହା ଆରବ ସାଗର ମଧ୍ୟରେ ସୃଷ୍ଟି ହାଇଥିବା ବେଳେ ଏହା ଧୀଧେୀରେ ଉପକୂଳ ମୁହଁ ହେଉଥିବା କୁହାଯାଉଛି। ‘ହିକ୍କା’ ଗୁଜରାଟ ଉପକୂଳ ନିକଟରେ ହୋଇଥିବାରୁ ଏହାର ପ୍ରଭାବରେ ସୌରାଷ୍ଟ୍ର ଓ କଚ୍ଛରେ ପ୍ରବଳ ବର୍ଷା ଅନୁମାନ କରିଛି ପାଣିପାଗ ବିଭାଗ। ତେବେ ସେପ୍ଟେମ୍ବର ୨୩-୨୫ ମଧ୍ୟରେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସଜୀବିଙ୍କୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ଜେଲ ଭିତରେ ଅଭିଯୁକ୍ତଙ୍କ ଉପରେ ଆକ୍ରମଣ

ଲୁଧିଆନା,୧୦ ।୭: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ଅଭିଯୁକ୍ତ ସତବୀର ସିଙ୍କ ଉପରେ ଜେଲ ଭିତରେ ଆକ୍ରମଣ ହୋଇଛି । ଲୁଧିଆନା ସେଣ୍ଟ୍ରାଲ...

ସଞ୍ଜୟଙ୍କ ଲେଖାକୁ ନେଇ ଉଠିଲା ବିବାଦ

ମୁମ୍ବାଇ,୨୭ ।୧୨: ଶିବସେନାର ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତ ଦଳର ମୁଖପତ୍ର ‘ସମାନା’ରେ ଏକ ବିଶେଷ କଲମ ଲେଖିଛନ୍ତି । ସେ ଲେଖିଛନ୍ତି ଆମ ପ୍ରଧାନମନ୍ତ୍ରୀ...

କରୋନା ଭ୍ୟାକ୍ସିନ: ଜଣେ ବ୍ୟକ୍ତିଙ୍କ ପାଇଁ ସରକାର ଖର୍ଚ୍ଚ କରିବେ ଚାରିଶହ ଟଙ୍କା!

ନୂଆଦିଲ୍ଲୀ,୧ ।୧୨: କରୋନା ମହାମାରୀକୁ ଦୂରେଇବା ପାଇଁ ଏହାର ଭ୍ୟାକ୍ସିନ ପ୍ରସ୍ତୁତି କାର୍ଯ୍ୟ ପ୍ର୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲାଣି । ଆଉ ଅଳ୍ପଦିନ ମଧ୍ୟରେ ଏହା...

ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ପ୍ରବୀଣ ସୁଦ

ନୂଆଦିଲ୍ଲୀ,୨୫।୫: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ନୂତନ ନିର୍ଦ୍ଦେଶକ ଆଇପିଏସ ପ୍ରବୀଣ ସୁଦ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ୨ ବର୍ଷ ହେବ।...

ଭାଜପାରେ ଯୋଗ ଦେବା ପରେ ପ୍ରଥମଥର ଏକ ରାଲିରେ ଯୋଗଦେଲେ ସନ୍ନି

ବାରମେର,୨୭।୪: କିଛିଦିନ ତଳେ ଭାଜପାରେ ଯୋଗ ଦେଇଥିବା ବଲିଉଡ୍‌ ଅଭିନେତା ସନ୍ନି ଦଓ୍ବେଲ ପ୍ରଥମ କରି ଶନିବାର ଏକ ରାଲିରେ ନଜର ଆସିଛନ୍ତି। ପ୍ରବଳ ଜନ...

ପିଓକେକୁ ମୁକୁଳାଇ ଭାରତରେ ସାମିଲ କରିବା ମୋର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୯।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫(ଏ) ଉଚ୍ଛେଦ କରାଯିବା ପରେ ଏବେ ପାଳି ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର। ଖୁବ୍‌ ଶୀଘ୍ର ଏହାକୁ ମୁକୁଳାଇ ଭାରତରେ...

ରାହୁଲଙ୍କୁ ମନେଇବାକୁ ଘରେ ପହଞ୍ଚିଲେ ପ୍ରିୟଙ୍କାଙ୍କ ସମେତ ଆଉ କେତେଜଣ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ କଂଗ୍ରେସରେ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଥିବା ଦେଖାଯାଇଛି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ...

ଜୟନ୍ତ ଚୌଧୁରୀଙ୍କୁ ପରାମର୍ଶ ଦେଲେ ଶାହ

ଲକ୍ଷ୍ନୌ,୨୯ ।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨କୁ ନେଇ ଶନିବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୁଜାଫରନଗରରେ ଦଳର ପ୍ରଚାରରେ ଅଛନ୍ତି । ସେଠାରେ...

Advertisement
Archives

Model This Week