Posted inଜାତୀୟ

ଆସାମରେ ବନ୍ୟା ପରିସ୍ଥିତି: ୪.୨୩ ଲକ୍ଷ ଲୋକ ବିସ୍ଥାପିତ

ଗୁଆହାଟି,୧୨।୭: ଉତ୍ତର ଭାରତରେ ଅନେକ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିହାର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଆସାମ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଉପୁଜିଛି। ଆସାମର ୩୩ଜିଲା ମଧ୍ୟରୁ ୧୭ଟି ଜିଲାରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡିଛି। ଏହିସବୁ ଜିଲାର ୪.୨୩ ଲକ୍ଷ ଲୋକଙ୍କୁ ବିସ୍ଥାପିତ କରାଯାଇଛି। ବ୍ରହ୍ମପୁତ୍ର ନଦୀ ଏବଂ ଏହାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ବନ୍ୟା କାରଣରୁ ୧୬,୭୩୦,୭୨ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। ଏବେ ସୁଦ୍ଧା ୧୯ଟି ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ଦିନରେ ୧୦ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଦୁଇ ସପ୍ତାହ ଧରି ଦେଶରେ ପ୍ରତିଦିନ ଏକ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ...

ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ, ପୁଲଓ୍ବାମା ଆକ୍ରମଣରେ କିଏ ଲାଭବାନ ହୋଇଛି

ନୂଆଦିଲ୍ଲୀ,୧୪।୨: ପୁଲଓ୍ବାମା ଆକ୍ରମଣର ବର୍ଷପୂର୍ତ୍ତୀ ଅବସରରେ ଶହୀଦ ଯବାନଙ୍କୁ ସାରା ଦେଶ ମନେ ପକାଉଛି। ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ...

ବିହାରରେ ଜାତିଗତ ଜନଗଣନା ହେବ

ପାଟନା,୨ା୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି ଘୋଷଣା କରିଛନ୍ତି। ପାଟନାସ୍ଥିତ ରାଜ୍ୟ ସେକ୍ରେଟାରିଏଟ୍‌ରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ସର୍ବଦଳୀୟ...

ପୃଥିବୀକୁ ଖସିପାରେ ସୋଭିଏଟ୍‌ ମହାକାଶ ଯାନ

ନୂଆଦିଲ୍ଲୀ,୩୧।୫ :ଶୁକ୍ର ଗ୍ରହ ସମ୍ପର୍କରେ ଗବେଷଣା ଲାଗି ତତ୍କାଳୀନ ସୋଭିଏଟ୍‌ ରୁଷ୍‌ ୧୯୭୨ରେ ପଠାଇଥିବା ଏକ ମହାକାଶ ଯାନ ପୃଥିବୀ ପୃଷ୍ଠକୁ ଖସିବାର ସମ୍ଭାବନା ସୃଷ୍ଟି...

କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ା୯(ପି.ଟି.): ଜାତିଗତ ପକ୍ଷପାତିତାରୁ ବିଶ୍ୱବିଦ୍ୟାଳୟ ଛାତ୍ର ରୋହିତ ଭେମୁଲା ଓ ପାୟଲ ତଡ୍‌ଭି ଆତ୍ମହତ୍ୟା କରିଥିବା ସେମାନଙ୍କ ମାଆ ଅଭିଯୋଗ କରିଛନ୍ତି। ଦେଶର ବିଶ୍ୱବିଦ୍ୟାଳୟ ଓ...

୪୪ ଏମ୍‌ପି, ୧୪୩ ବିଧାୟକଙ୍କ ନାମରେ ଆପରାଧୀକ ମାମଲା

ଲକ୍ଷ୍ନୌ, ୯।୭: ଦେଶରେ ଆପରାଧୀକ ମାମଲାରେ ଶୀର୍ଷରେ ଉତ୍ତରପ୍ରଦେଶ ରହିଛି। ରାଜ୍ୟର ମୋଟ ୪୦୩ ବିଧାୟକଙ୍କ ମଧ୍ୟରୁ ୧୪୩ଜଣଙ୍କ ନାମରେ ଏକାଧିକ ଆପରାଧୀକ ମାମଲା ରହିଛି।...

ବୁଷ୍ଟର ପାଇଁ ଅଧିକ ଗବେଷଣା ହେଉ

ନୂଆଦିଲ୍ଲୀ, ୫।୧୨(ପି.ଟି.): କରୋନାର ଓମିକ୍ରନ୍‌ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ୁଥିବାବେଳେ କୋଭିଡ୍‌ ଟିକାଗୁଡ଼ିକ କେତେ ଫଳପ୍ରଦ, ତାହାର ଆକଳନ କରିବା ପାଇଁ ସଂସଦୀୟ କମିଟି କେନ୍ଦ୍ର...

ସମୁଦ୍ର କୂଳରେ ବସି ଭିଡିଓ କରୁଥିଲା ପରିବାର: ଅଚାନକ୍‌ ଆସିଲା ଢ଼େଉ…

ଗାନ୍ଧୀନଗର,୧୫।୬: ସମୁଦ୍ର କୂଳରେ ଥିବା ଏକ ମନ୍ଦିର ନିକଟରେ ଗୋଟିଏ ପରିବାର ବସି ମଜାମସ୍ତି କରୁଥିଲେ। ସେହି ସମୟରେ ହଠାତ୍‌ ଏକ ଉଚ୍ଚ ଢ଼େଉ ଆସି...

Advertisement
Archives

Model This Week