Posted inVideo

ଆସନ୍ତାକାଲି ଫାଶୀ ନା ପୁଣି ଘୁଞ୍ଚିବ ତାରିଖ | Nirbhaya convicts to be hanged tomorrow

Featured Video Play Icon

ନିର୍ଭୟା ଦୋଶୀଙ୍କୁ ଫାଶୀ ହେବା ଏକପ୍ରକାର ସୁନିଶ୍ଚିତ । କାରଣ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ କରିଥିବା କ୍ୟୁରେଟିଭ ପିଟିସନ ଆଜି ଖାରଜ ହୋଇଯାଇଛି। ଅର୍ଥାତ ପବନର ଚାଲ ଏବେ ଫେଲ ମାରିଛି । ୨୦୧୨ ନିର୍ଭୟା ଘଟଣା ବେଳେ ପବନ ନାବାଳକ ଥିଲା ବୋଲି ଦାବି କରି କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରିଥିଲା।

The Supreme Court dismissed curative petition filed by Nirbhaya convict Pawan Gupta against the dismissal of juvenility claim. The second mercy petition of Pawan and Akshay has not been entertained by President Ram Nath Kovind. All rapists will be hanged in Tihar jail tomorrow at 5:30 am. The jail authorities have already conducted dummy execution.


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଶପଥ ନେଲେ ଦୁଇ ଓଡ଼ିଆ

ଆଜି ପ୍ରଧାନମନ୍ତ୍ରୀଙ୍କ ସମ୍ପ୍ରସାରିତ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନ୍ତ୍ରୀ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ...

Featured Video Play Icon

ବାବୁ ମହଲ: ସନିଆର ଚାକିରୀ ଖୋଜା | Babu Mahal #18: Saniara Chakiri Khoja

ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଏବେ ବେରୋଜଗାରୀ ବଢ଼ିବାରେ ଲାଗିଛି। ସରକାରୀ ଏବଂ ବେସରକାରୀ ଉଭୟ କ୍ଷେତ୍ରରେ ଏବେ ଚାକିରୀ ଲାଗି ଅଶାୟୀଙ୍କ ସଂଖ୍ୟା ମାତ୍ରାଧିକ। ଏଥର...

Featured Video Play Icon

ଧାଡି ପହଣ୍ଡିରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ରଥଯାତ୍ରା ଲାଗି ପ୍ରାତଃରୁ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ସକାଳ ୭ ଟାରୁ ପହଣ୍ଡି ଆରମ୍ଭ ହୋଇ ୯ଟା ମଧ୍ୟରେ ଶେଷ ହୋଇଛି...

Featured Video Play Icon

ରାଜ୍ୟରେ ୧୦୩ ଛୁଇଁଲା ସଂଙ୍କ୍ରମିତଙ୍କ ସଂଖ୍ୟା

ରାଜ୍ୟରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ଏହି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ...

Featured Video Play Icon

ପ୍ରତ୍ୟକ୍ଷ ଦେଖିଛି ବାବାଙ୍କୁ | Kapilash Temple | Dharitri Live

ଗଙ୍ଗ ବଂଶର ରାଜା ପ୍ରଥମ ପୁରୁଷୋତ୍ତମ ଦେବ ଏହି ମନ୍ଦିରକୁ ୧୨୪୬ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଇଥିଲେ। ମନ୍ଦିରର ବାମ ପାର୍ଶ୍ୱରେ ପୟମାର୍ତ କୁଣ୍ଡ ଓ ଡାହାଣ...

Featured Video Play Icon

Cine Jhalak-Who was Nita Ambani’s first love | ସିନେ ଝଲକ-ନୀତା ଅମ୍ବାନୀଙ୍କ ପ୍ରଥମ ପ୍ରେମ କିଏ

In this brand new episode of Cine Jhalak, DharitriLive brings to you how Ayushmann Khurrana’s upcoming movie ‘Bala’ got...

Featured Video Play Icon

Expression of love this Valentine’s Week | ପ୍ରେମର ପରିଭାଷା କାହା ପାଇଁ କ’ଣ…

The week that youngsters await all years long has finally arrived. Valentine’s Week, of course, is special to many...

Featured Video Play Icon

ବିଲୁଆ ବିଚାର: ନକଲି ବାବାଙ୍କ ଅସଲି ଚେହେରା | BILUA BICHARA: Nakali Babanka Asali Chehera

ଆଜିର ଆଧୁନିକ ସଭ୍ୟତାରେ କିଛି ଲୋକ ବାବାଙ୍କୁ ବିଶ୍ୱାସ କରୁଛନ୍ତି । ଯେଉଁମାନେ ବିଶ୍ୱର କୋଣ ଅନୁକୋଣରେ ପରିଚିତ ନହେଲେ ମଧ୍ୟ ଆମ ଓଡ଼ିଶାରେ ତାଙ୍କର...

Advertisement
Archives

Model This Week