ଆପ୍‌ କହିବ କ’ଣ ଚିନ୍ତା କରୁଛନ୍ତି ମହିଳା

ଟୋକିଓ: ଜାପାନର ଏକ କମ୍ପାନୀ ମହିଳାଙ୍କ ଚିନ୍ତାଧାରା ବୁଝିବା ପାଇଁ ତିଆରି କରିଛି ଏକ ଆପ୍‌। ଦାମ୍ପତ୍ୟ ଜୀବନରେ ମହିଳାଙ୍କ ଆଚାର ବ୍ୟବହାର ବୁଝିବା ଲାଗି ଏହି ଆପ୍‌ ତିଆରି ହୋଇଥିବା କୁହାଯାଉଛି। ଏହା ଦ୍ୱାରା ସ୍ବାମୀମାନେ ବେଶ୍‌ ଉପକୃତ ହୋଇପାରିବେ ବୋଲି କମ୍ପାନୀ କହିଛି। ଦାମ୍ପତ୍ୟ ଜୀବନରେ ମହିଳାମାନେ ଅଧିକାଂଶ ସମୟରେ ଗୋଟିଏ କଥାର ଅନ୍ୟ ଅର୍ଥ ବାହାର କରିଥାନ୍ତି। ଫଳରେ ଅଯଥା କଳହ ସୃଷ୍ଟି ହୋଇଥାଏ। ତେବେ ଏହି ଆପ୍‌ ମହିଳାଙ୍କ ମନୋଭାବ ଆଧାରରେ ସ୍ବାମୀଙ୍କୁ କଥା କହିବା ଲାଗି ପରାମର୍ଶ ଦେବ। ଆପ୍‌କୁ କେତେକ ମହିଳା ସଂଗଠନ ବିରୋଧ କରୁଥିବାରୁ ଏଥିରେ କିଛି ପରିବର୍ତ୍ତନ କରାଯିବା ପାଇଁ କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ଏହି ଆପ୍‌ କେବେ ବଜାରକୁ ଆସିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା କମ୍ପାନୀ ପକ୍ଷରୁ ଦିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଦିନ ଧରି ଧର୍ମଘଟ କରିବେ ବିମାନବନ୍ଦର ସୁରକ୍ଷାକର୍ମୀ

ଲଣ୍ଡନ,୧୮ା୩: ଲଣ୍ଡନର ହେଥ୍ରୋ ବିମାନବନ୍ଦରରେ ସୁରକ୍ଷାକର୍ମୀମାନେ ୧୦ ଦିନ ପର୍ଯ୍ୟନ୍ତ ଧର୍ମଘଟ କରିବେ। ଦରମା ବୃଦ୍ଧି ଦାବିରେ ସମସ୍ତ କର୍ମଚାରୀ ଏହି ଧର୍ମଘଟ କରିବାକୁ ନିଷ୍ପତ୍ତି...

ମହାସାଗର ସୁରକ୍ଷା ହିଁ ପୃଥିବୀର ସୁରକ୍ଷା

ପୃଥିବୀର ୭୦% ଅଞ୍ଚଳ ଜଳଭାଗ। ଜଳଭାଗର ସୁରକ୍ଷା ପୃଥିବୀ ପାଇଁ ଅତ୍ୟନ୍ତ ଗୁରୁତ୍ପପୂର୍ଣ୍ଣ। ତେଣୁ ମହାସାଗର ସୁରକ୍ଷା ହିଁ ପୃଥିବୀର ସୁରକ୍ଷା। ମହାସାଗରର ଜୈବ ବିବିଧତା...

ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ, ନେଇ ସାରିଥିଲେ ଟିକା

ଲଣ୍ଡନ,୧୮ ।୭: ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଦ କରୋନାରେ ପୀଡ଼ିତ ହୋଇଥିବା ନିଜେ ସୂଚନା ଦେଇଛନ୍ତି । ଏବେ ସେ କ୍ୱାରାଣ୍ଟାଇନରେ ଥିବା ବେଳେ ତାଙ୍କଠାରେ...

ସେନାରେ ସାମିଲ ହେବେ ବ୍ୟାଣ୍ଡ୍‌ ସଦସ୍ୟ

ସେଉଲ୍‌: ବିଶ୍ୱର ଖ୍ୟାତନାମା ସାଉଥ୍‌ କୋରିଆ ମ୍ୟୁଜିକ୍‌ ବ୍ୟାଣ୍ଡ ବିଟିଏସ୍‌ର ସଦସ୍ୟ ସେନାରେ ଯୋଗେ ହେବେ। ସାଉଥ୍‌ କୋରିଆର ଲୋକପ୍ରିୟ ମ୍ୟୁଜିକ୍‌ କମ୍ପାନୀ ବିଗ୍‌ ହିଟ୍‌...

ବ୍ୟକ୍ତିତ୍ୱ: ଭାରତୀୟ ଆଧୁନିକ ପେଣ୍ଟିଂର ରୂପକାର ନନ୍ଦଲାଲ ବୋଷ

ଭାରତୀୟ ମଡର୍ନ ଆର୍ଟ କଥା ଉଠିଲେ ସର୍ବପ୍ରଥମେ ଗୋଟିଏ ଚେହେରା ଆଖି ସାମ୍ନାକୁ ଚାଲିଆସେ। ଆଉ ସେ ହେଉଛନ୍ତି, ନନ୍ଦଲାଲ୍‌ ବୋଷ। କୁହାଯାଏ, ଭାରତୀୟ ସଂସ୍କୃତିକୁ...

ବସ୍ତୁକୁ ନ ଛୁଇଁ ନିୟନ୍ତ୍ରଣ

ଓ୍ବାଶିଂଟନ୍‌,୮।୧୨ : ବସ୍ତୁକୁ ସ୍ପର୍ଶ ନ କରି ତାକୁ ନିଜ ନିୟନ୍ତ୍ରଣକୁ ଆଣିବା କେବଳ ଫିଲ୍ମ କିମ୍ବା ମ୍ୟାଜିକ୍‌ ଶୋ’ଗୁଡ଼ିକରେ ଦେଖିବାକୁ ମିଳେ। ଫିଲ୍ମରେ ପ୍ରଦର୍ଶିତ...

ଫ୍ରାନ୍ସ ସବୁଠୁ ବଡ଼ ସହଯୋଗୀ: ମୋଦି

ପ୍ୟାରିସ୍‌/କୋପେନହାଗେନ୍‌, ୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେନ୍‌ମାର୍କରୁ ବୁଧବାର ପ୍ୟାରିସ୍‌ ଗସ୍ତ କରି ପୁନଃ ନିର୍ବାଚିତ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁଙ୍କୁ ଭେଟିଛନ୍ତି। ଫ୍ରାନ୍ସ ଭାରତର ସବୁଠୁ...

ଆମେରିକାକୁ ଚେତାବନୀ ଦେଲା ଚାଇନା: ନିଆଁ ସହ ଖେଳିଲେ ଜଳିଯିବ

ଓ୍ବାଶିଂଟନ୍‌,୧୬।୧୧: ତାଇୱାନର ସ୍ବାଧୀନତାକୁ ସମର୍ଥନ କରୁଥିବା ଆମେରିକାକୁ ପୁଣିଥରେ ଧମକ ଦେଇଛି ଚାଇନା। ହ୍ବାଇଟ ହାଉସରେ ଚାଲିଥିବା ଭର୍ଚୁଆଲ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି...

Advertisement
Archives

Model This Week