ଆନିକଟ୍‌ର ଦ୍ୱିତୀୟ ଗେଟରେ ଜୁଆ ଖେଳ

ସମ୍ବଲପୁର, ୨୯।୩ (ବ୍ୟୁରୋ)- ସମ୍ବଲପୁର ମହାନଦୀ ଅଯୋଧ୍ୟା ସରୋବର ଦ୍ୱିତୀୟ ଗେଟ୍‌ ନିକଟରେ ଜୁଆ ଖେଳ ଚାଲିଛି । ଗତ ମାର୍ଚ୍ଚ ୨୨ ତାରିଖ ଜନତା କର୍ଫ୍ୟୁ ଏବଂ ପରେ ଲକ୍‌ ଡାଉନ୍‌ ଯୋଗୁ ଜୁଆ ଖେଳିବାରେ ଲିପ୍ତ ଅଛନ୍ତି ଯୁବକମାନେ । ସହରର ବିଭିନ୍ନ ଅଞ୍ଚଳରୁ ଯୁବକମାନେ ଏକଜୁଟ ହୋଇ ଜଣେ ପରେ ଜଣେ ବିପଦପଥ ଆନିକଟକୁ ଅତିକ୍ରମ କରି ଦ୍ୱିତୀୟ ଗେଟରେ ରୁଣ୍ଡ ହୋଇ ଜୁଆ ଖେଳୁଛନ୍ତି । ଜୁଆ ଖେଳରୁ ନିବୃତ୍ତ ରହିବାକୁ ଅଞ୍ଚଳବାସୀ ମନା କରିବା ସତ୍ତ୍ବେ କୌଣସି ପ୍ରଭାବ ପଡିନାହିଁ । ଏ ନେଇ ନାମ ଗୋପନ ରଖି କେତେକ ବ୍ୟକ୍ତି ପୋଲିସର ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସୂତିଙ୍କୁ ଭେଟିଲା ଭାଜପା ମହିଳା ମୋର୍ଚ୍ଚା

ଭଦ୍ରକ ଅଫିସ,୧୬ା୧୦- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ସୋମବାର ଜଣେ ପ୍ରସୂତି ପିଲା ଜନ୍ମ କରିବା ଘଟଣାପରେ ମଙ୍ଗଳବାର ଭାଜପା ମହିଳା ମୋର୍ଚ୍ଚାର ଏକ...

ସୀତା ଠାକୁରାଣୀଙ୍କ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼

ଢେଙ୍କିକୋଟ, ୧୬ା୬(ଡି.ଏନ୍‌.ଏ.)- ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ସୀତାବିଞ୍ଜଠାରେ ଶନିବାରଠାରୁ ଆରମ୍ଭ ହୋଇଛି ୩ ଦିନିଆ ରଜମେଳା। ପ୍ରତିବର୍ଷ ପରି ରଜମେଳାର ପ୍ରଥମ ଦିନରେ ମା’ ସୀତା...

ବାଟ ଭୁଲି ୩୦ କିଲୋମିଟର ଚାଲିଆସିଥିଲେ ଦୁଇ ଶିଶୁପୁତ୍ର: ଉଦ୍ଧାର କଲା ଚାଇଲ୍ଡଲାଇନ୍‌, ପରିବାରବର୍ଗଙ୍କୁ ହସ୍ତାନ୍ତର

ଆନନ୍ଦପୁର,୧୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ବେଲବାହାଳି ଗ୍ରାମରୁ ଦୁଇ ଶିଶୁଙ୍କୁ ଆନନ୍ଦପୁର ଚାଇଲ୍ଡଲାଇନ୍‌ ସଦସ୍ୟମାନେ ଉଦ୍ଧାର କରି ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି।...

୨ ଦିନରେ ବଦଳି ଗଲା ସିଏସ୍‌ଓଙ୍କ ନିଷ୍ପତ୍ତି

ଫୁଲବାଣୀ ଅଫିସ, ୩୦|୬-କନ୍ଧମାଳ ଜିଲା ଯୋଗାଣ ବିଭାଗର ଚାଲିଥିବା କଳା କାରନାମା ଧୀରେ ଧୀରେ ପଦାକୁ ଆସୁଛି। ଏକ ଟ୍ରାନ୍ସପୋର୍ଟକୁ କିପରି ଯୋଗାଣ ବିଭାଗ ସହଯୋଗ...

୩ ଯୁଗ୍ମ ସଚିବଙ୍କ ବିଞ୍ଝାରପୁର ଗସ୍ତ

ବିଞ୍ଝାରପୁର, ୨୨।୫ (ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ତିନି ପ୍ରମୁଖ ବିଭାଗର ଯୁଗ୍ମ ସଚିବ ଶୁକ୍ରବାର ବିଞ୍ଝାରପୁର ବ୍ଲକ ଗସ୍ତ କରି କରୋନା ସଂକ୍ରମଣ ଓ ବାତ୍ୟା ଅମ୍ଫନ...

ହସ୍ପିଟାଲ ରାସ୍ତାରେ ହାତୀ

ରାଇବଣିଆ, ୬ା୧: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧିନ ଖୁଆଡ଼ ହସ୍‌ପିଟାଲ ନିକଟରେ ମଙ୍ଗଳବାର ଏକ ଦନ୍ତାହାତୀ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳବାସୀ...

ଡାକ୍ତର ନିଲମ୍ବନ ପ୍ରତ୍ୟାହାର ଦାବିରେ କାଲିମେଳା ବନ୍ଦ ପାଳନ

କାଲିମେଳା,୧୬।୧୨(ଡି.ଏନ.ଏ): ମାଲକାନଗିରି ଜିଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ମୁକ୍ତିକାନ୍ତ ମଲ୍ଲିକଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ ତୁରନ୍ତ ପ୍ରତ୍ୟାହାର କରି ପୁନଃନିଯୁକ୍ତି ଦାବି...

ବିକାଶନୁ ବହୁତ୍‌ ଦୂରେ ଡେବ୍ରିଆମୁଣ୍ଡାବାସୀ

ଲାଠୋର, ୧୨।୨ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗଁଗଁଲିର ବିକାଶ କଥା କହୁଛନ୍‌। ଇଥିରଲଗି ଅନେକ ଯୋଜନା ବି କାଯ୍‌କାରୀ କରି ଫିବଛର...

Advertisement


Archives

Model This Week