Posted inVideo

ଆଜିଠୁ ଅନ୍‌ଲାଇନରେ ମଦ

Featured Video Play Icon

ଆଜିଠାରୁ ଅନଲାଇନରେ ମିଳିବ ମଦ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଉଭୟ ଅନ୍ ଓ ଅଫ୍‌ଲାଇନ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମାନେ ହୋମ ଡେଲିଭରି କରିପାରିବେ । ଅନଲାଇନ ମଦ ହୋମ ଡେଲିଭରି କରିବାକୁ ଜମାଟୋ ଓ ସ୍ୱିଗିକୁ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Cyclone ‘Amphan’ closes in | ଆସୁଛି ବାତ୍ୟା ଅମ୍ଫନ

କରୋନା ବିପତି ପାଇଁ ସାରା ରାଜ୍ୟ ଚିନ୍ତିତ ଥିବା ବେଳେ ଉପକୂଳ ଓଡ଼ିଶା ପାଇଁ ଅନ୍ୟ ଏକ ବିପଦର ଆଶଙ୍କା ସୃଷ୍ଟି କରିଛି ସମ୍ଭାବ୍ୟ ସାମୁଦ୍ରିକ...

Featured Video Play Icon

ପରଲୋକରେ ଵିଜୟ ମହାନ୍ତି l Bijay Mohanty: End of an era

ପରଲୋକରେ ଓଲିଉଡ ଜଗତର ପ୍ରଖ୍ୟାତ କଳାକାର ବିଜୟ ମହାନ୍ତି। ୭୦ ବର୍ଷ ଵୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେଵାରୁ ଆଜି...

Featured Video Play Icon

ମନ୍ ମିଜାଜ୍ – ବଢୁଛି ବଳାତ୍କାର , କେଉଁଠି ରହୁଛି ଭୁଲ୍ | Man Mijaj – Rapes increasing; where lies the fault

ଦେଶରେ ବଢିଚାଲିଛି ବଳାତ୍କାର। ସେ ନିର୍ଭୟା ହେଉ କି ଉନ୍ନାଓ ପୁଣି କଠୁଆ, ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ଦେଶରେ କୌଣସି ବି...

Featured Video Play Icon

ବାବୁ ମହଲ: ଆଖୁ ଟ୍ରକରେ ସନିଆ

ଆଖୁ ଖାଇବାକୁ କାହାକୁ ବା ଭଲ ନ ଲାଗେ, ହେଲେ ଖଣ୍ଡେ ଆଖୁ ପାଇଁ ସନିଆ କିପରି ଅସୁବିଧାରେ ପଡ଼ିଛି ତାହା ଏହି ଭିଡ଼ିଓ ମାଧ୍ୟମ...

Featured Video Play Icon

ଐଶ୍ବର୍ଯ୍ୟା ଓ ଆରାଧ୍ୟା କରୋନା ପଜିଟିଭ୍

ଅମିତାଭ ବଚ୍ଚନ ଓ ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଏହା ସହିତ ବଚ୍ଚନ ପରିବାରର ଚାରି ଜଣ...

Featured Video Play Icon

ବାଇକରେ ଭୁବନେଶ୍ୱରରୁ କୋଟିଆ – ଗ୍ରାଉଣ୍ଡ ରିପୋର୍ଟ

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ତେବେ କୋଟିଆରେ କିଭଳି ରହୁଛନ୍ତି ଲୋକେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବାକୁ ପହଞ୍ଚିଥିଲା ଧରିତ୍ରୀ...

Featured Video Play Icon

ଅନଲକ୍ ୧କୁ ନେଇ ରାଜ୍ୟ ସରକାର ଆଣିଲେ ନୂଆ ନିୟମ

ରାଜ୍ୟରେ ଦିନ କୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଅନଲକ୍ ୧ରେ ନୂଆ ନିୟମ ଆଣିଛନ୍ତି...

Featured Video Play Icon

କେତେ ସମୟ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି? | Smartphone addiction

ପିଲାଙ୍କ ଠାରୁ ଆରମ୍ଭ କରି, ୟଙ୍ଗଷ୍ଟାର ଏବଂ ସମସ୍ତଙ୍କ ହାତରେ ଏବେ ସ୍ମାର୍ଟ ଫୋନ୍ । ଆଜିର ଯୁଗରେ ଫୋନ୍ ସହ ଆମେ ଏଭଳି ଯୋଡି...

Advertisement


Archives

Model This Week