Posted inଖେଳ

ଆଇଏସ୍‌ଏଲ ଦର୍ଶକ ସଂଖ୍ୟା ୫୧ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ, ୨ା୪ (ପି.ଟି.)- ହିରୋ ଇଣ୍ଡିଆ ସୁପର ଲିଗ୍‌ (ଆଇଏସ୍‌ଏଲ) ୨୦୧୯-୨୦ରେ ଦର୍ଶକ ସଂଖ୍ୟା ୫୧ ପ୍ରତିଶତ ବୃଦ୍ଧି ପାଇଛି। ଅକ୍ଟୋବର ୨୦ରେ ଟୁର୍ନାମେଣ୍ଟର ଓପନିଂ ମ୍ୟାଚ କେରଳ ବ୍ଲାଷ୍ଟର୍ସ ଏଫ୍‌ସି ଏବଂ ଏଟିକେ ମଧ୍ୟରେ ହୋଇଥିଲା। ଗତ ସଂସ୍କରଣ ତୁଳନାରେ ଏହାକୁ ଦୁଇଗୁଣା ଦର୍ଶକ ଉପଭୋଗ କରିଥିଲେ। ଟୁର୍ନାମେଣ୍ଟକୁ ଷ୍ଟାର ସ୍ପୋଟର୍‌ସ ଓ ଷ୍ଟାର ଇଣ୍ଡିଆ ନେଟ୍‌ଓ୍ବର୍କ ଏହାର ୧୧ ଟି ଚ୍ୟାନେଲରେ ୭ଟି ବିଭିନ୍ନ ଭାଷାରେ ପ୍ରଚାର କରିଥିଲା। ହଟ୍‌ଷ୍ଟାର ଓ ଜିଓ ଟିଭି ଡିଜିଟାଲ ଷ୍ଟ୍ରିମ୍‌ ଜରିଆରେ ଖେଳର ପ୍ରସାରଣ କରିଥିଲେ। ଟାଇଟଲ ମୁକାବିଲାରେ ଚେନ୍ନାଇନ୍‌ ଏଫ୍‌ସିକୁ ପରାସ୍ତ କରି ଏଟିକେ ରେକର୍ଡ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ସୁପର ଲିଗ୍‌: ବିପିନଙ୍କ ହ୍ୟାଟ୍ରିକ, ଓଡ଼ିଶା ଏଫ୍‌ସିର ଶୋଚନୀୟ ପରାଜୟ

ବାମ୍ବୋଲିମ୍‌,୨୫।୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ସିଟି ଏଫ୍‌ସି ୬-୧ ଗୋଲରେ ଓଡ଼ିଶା ଏଫ୍‌ସିକୁ ପରାସ୍ତ କରିଛି। ସ୍ଥାନୀୟ ଜିଏମ୍‌ସି...

ଜିରୋରୁ ଏମିତି ହିରୋ ବନିଥିଲେ ଧୋନୀ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ସୋମବାର କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ୨୦୦୪ ଡିସେମ୍ବର ୨୩ରେ...

ଇଂଲଣ୍ଡ ବିପକ୍ଷରେ କେମିତି ଜିତିବ ଭାରତ: କୋହଲି କଲେ ଖୁଲାସା

ଲଣ୍ଡନ,୩।୮: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଭାରତୀୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିନାୟକ ବିରାଟ କୋହଲି ଏହି ସିରିଜକୁ ଦଳ ପାଇଁ ଏକ ବଡ଼...

ଏହି ଦିନ କ୍ୟାରିୟର୍‌ର ଶେଷ ମ୍ୟାଚ୍‌ ଖେଳିବେ ୟୁନିଭର୍ସ ବସ୍‌!

ଜାମାଇକା,୭।୧୨: କ୍ରିକେଟ ପ୍ରଶଂସକଙ୍କ ପାଇଁ କ୍ରିସ ଗେଲଙ୍କ ନାମ ଯଥେଷ୍ଟ। କ୍ରିକେଟର ସମସ୍ତ ଫର୍ମାଟରେ ତାଙ୍କର ରେକର୍ଡ ଶକ୍ତିଶାଳୀ। କିନ୍ତୁ ଟି-୨୦ କ୍ରିକେଟରେ ସେ ଯେଉଁ...

୨୦୨୩କୁ ଘୁଞ୍ଚିଲା ଏସିଆ କପ୍‌

ଦୁବାଇ, ୨୩।୫ : ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁ ଏସିଆ କପ୍‌ର ୨୦୨୧ ସଂସ୍କରଣ ୨୦୨୩ରେ ଅନୁଷ୍ଠିତ ହେବ। ଏହି ବର୍ଷର ଏସିଆର ସବୁଠୁ ବଡ଼ କ୍ରିକେଟ...

ରାଞ୍ଚିରେ ଟେଷ୍ଟ: ଧୋନୀଙ୍କୁ ଅପେକ୍ଷା

ରାଞ୍ଚି,୧୮।୧୦- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଏଠାରେ ରବିବାରଠାରୁ ୩ୟ ଟେଷ୍ଟ ଖେଳାଯିବ। ଏହା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ...

ରୋହିତଙ୍କ ୨୬୪ ରନ୍‌ ପାଳିରେ ଖୁସି ନ ଥିଲେ ଏହି ବ୍ୟକ୍ତି

ଭାରତୀୟ କ୍ରିକେଟ ଦଳର ଏକଦିବସୀୟ ଏବଂ ଟି-୨୦ ଦଳର ଉପଅଧିନାୟକ ରୋହିତ ଶର୍ମା ଆଜିର ଦିନରେ ଏକଦିବସୀୟ ମ୍ୟାଚ୍‌ରେ ୨୬୪ରନ୍‌ର ପାଳି ଖେଳି ଇତିହାସ ରଚିଥିଲେ।...

ପୁଣି ବାପା ହେବେ କି ପାଣ୍ଡ୍ୟା!

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ବାପା ହେବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଖ୍ରୀଷ୍ଟମାସ ଅବସରରେ ପାଣ୍ଡ୍ୟାଙ୍କ...

Advertisement
Archives

Model This Week