Posted inଜାତୀୟ

ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ନିଆଁ : ନୌସେନା ଅଧିକାରୀ ମୃତ

ସୁରଟ,୨୭ା୪: ରୁଷିଆଠାରୁ କିଣାଯାଇଥିବା ଭାରତର ସବୁଠାରୁ ବଡ଼ ବିମାନବାହୀ ଜାହାଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ ଘଟିଛି। ଏହା ଶୁକ୍ରବାର ସକାଳେ କରଓ୍ବର ବନ୍ଦର ଅଭିମୁଖେ ଯାଉଥିବାବେଳେ ବିମାନ ବୋର୍ଡର ଏକ କମ୍ପାର୍ଟମେଣ୍ଟରେ ହଠାତ୍‌ ଅଗ୍ନିକାଣ୍ଡ ଘଟିବାରୁ ଜଣେ ନୌସେନା ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଏକ ଟିମ ନିଆଁକୁ ଦୃଢତାର ସହ କରାୟତ୍ତ କରିଥିଲେ ହେଁ ପ୍ରବଳ ଧୂଆଁ ଯୋଗୁ ଏହାର ନେତୃତ୍ୱ ନେଇଥିବା ଲ୍ୟୁଟନାଣ୍ଟ କମାଣ୍ଡର ଡିଏସ୍‌ ଚୌହାନ ଅଣନିଃଶ୍ୱାସୀ ହୋଇ ଚେତାଶୂନ୍ୟ ହୋଇପଡିଥିଲେ। ପରେ ତାଙ୍କୁ ସଙ୍ଗେ ସଙ୍ଗେ କରଓ୍ବର ନାଭାଲ ହସ୍ପିଟାଲକୁ ଚିକିତ୍ସା ଲାଗି ନିଆଯାଇଥିଲା। ହେଲେ କିଛି ସୁଫଳ ମିଳି ନ ଥିଲା ବୋଲି ଭାରତୀୟ ନୌସେନା ମୁଖପାତ୍ର ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ପରେ ସାହାଯ୍ୟ ପାଇଁ ଆଗେଇ ଆସିଲା ଆଇପିଏଲ ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨୯।୪ : କୋଭିଡ୍‌-୧୯ ସୁନାମିରେ ସଂଘର୍ଷ କରୁଥିବା ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ। ପ୍ରଥମ ସଂସ୍କରଣର ଚାମ୍ପିୟନ...

ନିଆଁ ଲିଭାଇବ ରୋବୋ: ଖର୍ଚ୍ଚ ହେବ କମ୍‌ ପାଣି

ଅହମ୍ମଦାବାଦ୍‌, ୨୫।୧: ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀଙ୍କୁ ନିୟୋଜିତ କରାଯାଇଥାଏ। ତେବେ ଅହମ୍ମଦାବାଦ୍‌ ଦମକଳ ବିଭାଗ ପକ୍ଷରୁ ଏବେ ଏହି କାର୍ଯ୍ୟରେ ରୋବୋକୁ ନିୟୋଜିତ...

୧୧ ରାଜ୍ୟର କେସ୍‌ଠାରୁ ବଳିଗଲା ମହାରାଷ୍ଟ୍ର ପୋଲିସ ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ, ୧୭।୯: ମହାରାଷ୍ଟ୍ର ପୋଲିସରେ କରୋନା ଭାଇରସ୍‌ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ମହାରାଷ୍ଟ୍ର ପୋଲିସ ବିଭାଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶର ୧୧ଟି ରାଜ୍ୟର...

ଆଉ ହେବନି ଲକ୍‌ଡାଉନ୍‌: ଆବଶ୍ୟକ ପଡ଼ିଲେ ବଜାର ରହିବ ବନ୍ଦ

ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଜାରି ରହିଛି। ଏପରିସ୍ଥଳେ ଲକ୍‌ ଡାଉନ୍‌ ଜାରି ହେବ କି ନାହିଁ ସେନେଇ ନାନା କଳ୍ପନା...

ଭାରତରେ ଏଣ୍ଡେମିକ୍‌ ହେବାକୁ ଯାଉଛି କରୋନା …

ନୂଆଦିଲ୍ଲୀ,୨୧।୯: ଦେଶରେ କରୋନା ମହାମାରୀର ତୃତୀୟ ଲହର ନେଇ ଆଶଙ୍କା ଏବଂ ଆତଙ୍କ ବୃଦ୍ଧିି ପାଇବାରେ ଲାଗିଛି। ଏପରିସ୍ଥଳେ ଭାକ୍ସିନ୍‌ ବିଶେଷଜ୍ଞ ଗଗନଦୀପ୍‌ କାଙ୍ଗ୍‌ ଗୁରୁତ୍ୱପୂର୍ଣ୍ଣ...

ଖସିଲା ବରଫ ଅତଡା: ଫସିଗଲେ ୭ ଜଣ ଯବାନ

ଇଟାନଗର,୭।୨:ଅରୁଣାଚଳ ପ୍ରଦେଶର ଉଚ୍ଚ ପର୍ବତ ମାଳା କାମେଙ୍ଗ ସେକ୍ଟରରେ ବରଫ ଅତଡା ଖସିଛି। ଏଥଯୋଗୁ କାର୍ଯ୍ୟରତ ୭ ଜଣ ଯବାନ ଏହା ମଧ୍ୟରେ ଫସି ଯାଇଛନ୍ତି।...

ବଲିଉଡ୍‌ରେ ଶତପ୍ରତିଶତ ଟିକାଦାନ.

ମୁମ୍ବାଇ,୧୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଜାରି ରହିଛି। ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାର...

କୋଲକାତା ବିମାନବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ

କୋଲକତା,୧୪।୬: କୋଲକାତା ବିମାନବନ୍ଦରର ବୁଧବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିିଛି। ବିମାନବନ୍ଦରର ସୁରକ୍ଷା ଯାଞ୍ଚ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବିମାନବନ୍ଦର ଧୂଆଁମୟ...

Advertisement
Archives

Model This Week