Posted inVideo

ଅସହାୟଙ୍କ ପାଇଁ ଅଭିଶପ୍ତ ଲକଡାଉନ୍

Featured Video Play Icon

କୋଭିଡ-୧୯କୁ ଏଡ଼ାଇବା ଓ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଜାରିରହିଛି। ସାରା ଦେଶରେ ଏବେ ୭ ଶହରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇସାରିଥିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନରେ ଲକଡାଉନର କରୁଣ ଚିତ୍ର ଦେଖିବାକୁ ମିଳିଛି। ପ୍ରାୟ ୩ ଶହରୁ ଉର୍ଦ୍ଧ୍ବ ଲୋକ ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ଡରେ ଏକତ୍ରିତ ହୋଇ ବସବାସ କରୁଥିବାର ନଜରକୁ ଆସିଛି, ନା ଅଛି ସାମାଜିକ ଦୂରତ୍ୱ, ନା ଅଛି ଅନ୍ୟ କିଛି କଟକଣା। ଏମିତି କରୁଣ ଦୃଶ୍ୟକୁ କଏଦ କରିଛି ‘ଧରିତ୍ରୀ ଲାଇଭ’ ଟିମ ଯାହା ରାଜଧାନୀବାସୀଙ୍କୁ ଦୁଃଖ ଦେବା ସହ ଚିନ୍ତା ବଢ଼ାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Five booths face snap polls in Baripada

Repolling started at 7:00am in five booths of Baripada Assembly constituency in Mayurbhanj district. Polling, so far, have been...

Featured Video Play Icon

ରାମଦେବଙ୍କ କରୋନା ଔଷଧର ତଥ୍ୟ ମାଗିଲା ଆୟୁଷ ମନ୍ତ୍ରାଳୟ

ଯୋଗଗୁରୁ ରାମଦେବ ବାବାଙ୍କ ଆୟୁର୍ବେଦ ସଂସ୍ଥା ପତଞ୍ଜଳି କରୋନା ମହାମାରୀର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ନେଇ ଘୋଷଣା କରିଥିଲେ । ଏବେ ଏହାକୁ...

Featured Video Play Icon

ରହସ୍ୟ ଜନକ ମୃତ୍ୟୁ

ମୃତ୍ୟୁ ସମସ୍ତଙ୍କ ଲାଗି ଏକ ଚିରନ୍ତନ ସତ୍ୟ ଶଦ୍ଦ । ତେବେ ଏହି ମୃତ୍ୟୁ କେବେ ଶାନ୍ତି, କେବେ ହିଂଶକ ତ ଆଉ କେବେ କେବେ...

Featured Video Play Icon

BJD has betrayed Bijepur: Sanat Gartia । ବିଜେପୁରବାସୀଙ୍କ ସହ ବିଜେଡି ପ୍ରତାରଣା କରିଛି

As the polling day nears, atmosphere in Bijepur Assembly constituency continues to get politically charged. While there are three...

Featured Video Play Icon

The importance of insurance should be understood by all

Penetration of insurance need to increased in the country. Maid services can be booked online now. Assistants can be...

Featured Video Play Icon

Pramila Bisoyi hopeful of empowering more women

Speaking to newsmen, BJD’s Aska Lok Sabha seat winner Pramila Bisoyi Sunday said that finding avenues to empower more...

Featured Video Play Icon

ଭୋକ ଉପାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ନିବେଦନ | Odia migrant workers seek evacuation

ମହାରାଷ୍ଟ୍ରରେ ଫସିଛନ୍ତି ୧୦୦ରୁ ଅଧିକ ଓଡ଼ିଆ ଦାଦନ ଶ୍ରମିକ । ଓଡ଼ିଶା ଫେରିବାକୁ ଚାହୁଁଛୁ ବୋଲି ଏକ ଭିଡ଼ିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।...

Featured Video Play Icon

ସୁସ୍ଥ ହୋଇଥିବା ପ୍ରଥମ କରୋନା ପଜିଟିଭ୍ କହିଲେ ତାଙ୍କ ଅନୁଭୂତି

ଦିନିକୁ ଦିନ ସାରା ବିଶ୍ବରେ କରୋନାକୁ ନେଇ ଆତଙ୍କ ବଢିବାରେ ଲାଗିଛି । ରାଜ୍ୟରେ ଏହାଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଛୁଇଁଛି । ତେବେ...

Coronavirus Update

Archives

Model This Week

Why Dharitri