Posted inଖେଳ

ଅଶ୍ୱିନଙ୍କୁ ଜରିମାନା

ନୂଆଦିଲ୍ଲୀ,୨୨।୪(ପିଟି)- ଆଇପିଏଲ ଫ୍ରାଞ୍ଚାଇଜ କିଙ୍ଗ୍ସ ଇଲେଭେନ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ଏଠାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଧିମା ବୋଲିଂ ହାର ଲାଗି ତାଙ୍କୁ ଦଣ୍ଡିତ କରାଯାଇଛି। ଏ ନେଇ ଆଇପିଏଲ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ଚଳିତ ସଂସ୍କରଣର ୪ର୍ଥ ଅଧିନାୟକ ଭାବେ ଅଶ୍ୱିନ ଧିମା ବୋଲିଂ ପାଇଁ ଦଣ୍ଡିତ ହୋଇଛନ୍ତି। ତାଙ୍କ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଓ ରାଜସ୍ଥାନ ରୟାଲ୍ସର ଅଜିଙ୍କ୍ୟ ରାହାନେ ଏହି ତ୍ରୁଟି କରିଥିଲେ। ସ୍ଥାନୀୟ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍‌ରେ ପଞ୍ଜାବକୁ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସ ୫ ଉଇକେଟରେ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଭିଷେକ ଶର୍ମା OUT! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ, ବିଶ୍ୱକପ ଫାଇନାଲ ପାଇଁ ଦଳ ଘୋଷଣା

ନୂଆଦିଲ୍ଲୀ,୬।୩: ଭାରତ ICC ପୁରୁଷ ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲରେ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ। ଏହି ରୋମାଞ୍ଚକର ମହାମୁକାବିଲା ରବିବାର (8 ମାର୍ଚ୍ଚ) ଅହମ୍ମଦାବାଦର ନରେନ୍ଦ୍ର…

‘ମୁଁ ବଡ଼ ଭୁଲ କରିଦେଲି,’ ଇଂଲଣ୍ଡର ବିଦାୟ ପାଇଁ ଦଳକୁ ସମାଲୋଚନା କରି ହ୍ୟାରି ବ୍ରୁକ କହିଲେ…

ନୂଆଦିଲ୍ଲୀ,୬।୩: ଗୁରୁବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ T20 ବିଶ୍ୱକପ ୨୦୨୬ର ସେମିଫାଇନାଲ ମ୍ୟାଚ ଏକ ବ୍ଲକବଷ୍ଟର ସିନେମା ପରି ଥିଲା। ଭାରତ ଏକ ରୋମାଞ୍ଚକର ମ୍ୟାଚରେ…

ବର୍ଷା ଯୋଗୁ ଧୋଇଯିବ କି ଫାଇନାଲ ମ୍ୟାଚ! ଏମିତି ହେଲେ ୨ ଦଳକୁ ଘୋଷଣା କରାଯିବ ବିଜେତା, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୬।୩: ICC ଟି୨୦ ବିଶ୍ୱକପ ୨୦୨୬ ଏବେ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲାଣ୍ଡ ଫାଇନାଲରେ ପରସ୍ପରର ମୁହାଁମୁହିଁ ହେବେ। ଏହି ମହାମୁକାବିଲା ମ୍ୟାଚ…

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ ପାଇଁ ଟିକେଟ ଦାମ୍‌ କେତେ? ଅନଲାଇନ୍‌ଠୁ ଆରମ୍ଭ କରି ଅଫଲାଇନ୍‌…ଜାଣନ୍ତୁ

ନୂଆଦିଲ୍ଲୀ,୬।୩: ICC ଟି-୨୦ ବିଶ୍ୱକପ ୨୦୨୬ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏକ ରୋମାଞ୍ଚକର ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରିବା ପରେ, ଭାରତ ଲଗାତାର ଦ୍ୱିତୀୟ ଥର ପାଇଁ…

ସେମିଫାଇନାଲ ଜିତିବା ପରେ ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, ଭାଇରାଲ ହେଉଛି ବୟାନ

ନୂଆଦିଲ୍ଲୀ,୬।୩: ଭାରତ ଗୁରୁବାର, ମାର୍ଚ୍ଚ ୫ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ମ୍ୟାଚ ୭ ରନରେ ଜିତିଛି। ଏହା ସହିତ, ଟିମ ଇଣ୍ଡିଆ ଫାଇନାଲରେ…

ହୃଦୟ ଜିତିଲେ ଜୟ ଶାହା, ଯୁଦ୍ଧ ଯୋଗୁ ଭାରତରେ ଫସି ରହିଥିବା ବିଦେଶୀ ଦଳକୁ…

ନୂଆଦିଲ୍ଲୀ,୬।୩: ୨୦୨୬ ଟି-୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେବଳ ଫାଇନାଲ ମ୍ୟାଚ ବାକି ଅଛି, ନ୍ୟୁଜିଲାଣ୍ଡ ଏବଂ ଭାରତ ମାର୍ଚ୍ଚ ୮ ତାରିଖରେ ଖେଳିବାକୁ ଯାଉଛି।…

ଖୁସିରେ ଏମିତି ଡେଇଁଲେ ସାକ୍ଷୀ, ସମ୍ଭାଳିଲେ ଧୋନୀ: ଦେଖନ୍ତୁ Video

ମୁମ୍ବାଇ,୬।୩: ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ହୋଇଥିଲା। ଟିମ ଇଣ୍ଡିଆ ଏକ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ…

ମାତ୍ର ୬ ବଲ୍‌ରେ ମ୍ୟାଚ୍‌ର ମୋଡ଼ ବଦଳାଇଦେଲେ ବୁମ୍‌ରା: ପରାଜୟ ମୁହଁରୁ ଭାରତକୁ ଆଣିଲେ ଟାଣି

ମୁମ୍ବାଇ,୬।୩: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଖେଳାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପର ଏହି ସେମିଫାଇନାଲ ମ୍ୟାଚ ଉଭୟ ଇନିଂସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri