ଅର୍ପିତାଙ୍କ ପାଇଁ ଏଥର ଜନ୍ମଦିନ ପାଳନ କରିବେ ନାହିଁ ସଲମାନ!

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁ ଆସନ୍ତା ୨୭ତାରିଖରେ ତାଙ୍କର ୫୪ ତମ ଜନ୍ମଦିନ ପାଳନ କରି ଥାଆନ୍ତେ। ସବୁଥର ସେ ତାଙ୍କ ଫାର୍ମ ହାଉସରେ ଖୁବ୍‌ ଧୁମ୍‌ଧାମରେ ନିଜର ଜନ୍ମଦିନ ପାଳନ କରିବା ସହ ଏହାର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରି ଥାଆନ୍ତି। ଏଥର କିନ୍ତୁ ସେ ତାଙ୍କ ଜନ୍ମଦିନ ନିଜ ଫାର୍ମ ହାଉସରେ ପାଳନ କରିବେ ନାହିଁ ବୋଲି ଜଣାପଡିଛି। ଏହା ପଛର କାରଣ ହେଉଛି ତାଙ୍କ ଭଉଣୀ ଅର୍ପିତା ଗର୍ଭବତୀ ଥିବାରୁ ଭାଇନାନ୍‌ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି କହିଛନ୍ତି। ଅସଲ କଥା ହେଲା ସେ କିଛି ସମୟ ତାଙ୍କ ଭଉଣୀଙ୍କ ସହ ସ୍ପେଣ୍ଡ କରିବାକୁ ଚାହୁଁଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଆହୁରି ମଧ୍ୟ ଶୁଣିବାକୁ ମିଳିଛି କି ୨୭ ତାରିଖରେ କୁଆଡେ ଅର୍ପିତା ସିଜରିଆନ୍‌ ସେକ୍ସନ କରି ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍କ ଦେବାକୁ ମନସ୍ଥ କରିଛନ୍ତି। ଏହାପରେ ଏକାଥରକେ ମାମୁ ଭଣଜା ଗୋଟିଏ ଦିନରେ ଜନ୍ମଦିନ ପାଳନ କରିବେ ବୋଲି ଭାବି ଅର୍ପିତା ଏପରି କରିଥିବା କୁହାଯାଉଛି। ହେଲେ ଏଥର ସୋହେଲ ଖାଁଙ୍କ ଘରେ ସଲମାନ କେତେଜଣ ନିକଟ ସମ୍ପର୍କୀୟଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାରେ ସବୁଦିନ ରହିବାକୁ ଇଚ୍ଛା’

ଭୁବନେଶ୍ୱର,୮ା୫(ବ୍ୟୁରୋ): ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଜନତା ମଇଦାନରେ ଓଡ଼ିଶା ଓମେନ୍ସ ମେଳା-୨୦୨୨ ଚାଲିଥିବାବେଳେ ଏଥିରେ ଯୋଗଦେବାକୁ...

ନୂଆବର୍ଷରେ ଓଟିଟିରେ ଡେବ୍ୟୁ କରିବେ ସୋନାକ୍ଷି

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ବହୁ କ୍ଷତି ସହିଥିବା ବେଳେ ଏବେ ପୁଣିଥରେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିଲା । ହେଲେ କରୋନାର...

ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ମତ ରଖିଲା ବଲିଉଡ୍‌

ମୁମ୍ବାଇ,୯।୧୧: ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ମାମଲାକୁ ନେଇ ଐତିହାସିକ ରାୟ ଦେଇଛନ୍ତି। ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ସ୍ପଷ୍ଟ ହୋଇଯାଇଛି। ଏହାସହ ସୁପ୍ରିମକୋର୍ଟ...

ଜ୍ୟାକଲିନ୍‌ଙ୍କ ବଢିଲା ଅଡ଼ୁଆ

ନୂଆଦିଲ୍ଲୀ, ୧୭ା୮: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କୁ ଏକ ମନିଲଣ୍ଡରିଂ ମାମଲାରେ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ କରିଛି। ଦିଲ୍ଲୀ...

ପ୍ରସିଦ୍ଧ ସିଙ୍ଗରଙ୍କ ହଠାତ୍‌ ମୃତ୍ୟୁ, ଖେଳିଗଲା ଶୋକର ଛାୟା

୨୦୨୦ କେବଳ ବଲିଉଡ ପାଇଁ ନୁହେଁ ହଲିଉଡ ପାଇଁ ମଧ୍ୟ ଦୁଃଖଦାୟକ ପ୍ରମାଣିତ ହେଉଛି। ଆମେରିକାର ଅନ୍ୟତମ ପ୍ରସିଦ୍ଧ ଗାୟକ ଜଷ୍ଟିନ ଟାଉନ୍ସ ଇୟର୍ଲଙ୍କ ହଠାତ୍‌...

ପ୍ରଶଂସକଙ୍କୁ ପାଗଳ କରୁଛି ସେଲ୍‌ଫି କୁଇନ୍‌ଙ୍କ ଲୁକ୍‌

ମୁମ୍ବାଇ: ବଲିଉଡ୍‌ରେ ସେଲ୍‌ଫି କୁଇନ୍‌ ଭାବରେ ଜଣାଶୁଣା ଗାୟିକା ନେହା କକ୍କର କେବଳ ତାଙ୍କ ଗୀତ ପାଇଁ ନୁହେଁ ବରଂ ତାଙ୍କ ସ୍ବତନ୍ତ୍ର ଷ୍ଟାଇଲ୍‌ ପାଇଁ...

ପରଲୋକରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଶଶିକଳାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କ ପରଲୋକ ଘଟିଥିବା ପରିବାର ଲୋକ...

ବ୍ରେକ ଫେଲ୍ ଯୋଗୁ ଦୁର୍ଘଟଣାର ଶିକାର ହେଲେ ତନୁଶ୍ରୀ

ମୁମ୍ବାଇ: ନିଜର ଗ୍ଲାମରସ ଲୁକରେ ବଲିଉଡରେ ଚାର ଚାନ୍ଦ ଲଗାଉଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏବେ ବଡ ପରଦାଠାରୁ ଦୂରେଇ ଯାଇଛନ୍ତି ସତ । ହେଲେ...

Advertisement
Archives

Model This Week