Posted inଜାତୀୟ

ଅଭିନନ୍ଦନଙ୍କ ଗେମ୍‌କୁ ‘ବେଷ୍ଟ ଗେମ’ ପାଇଁ ଚୟନ କଲା ଗୁଗଲ

ନୂଆଦିଲ୍ଲୀ,୧୯।୧୧: ଭାରତୀୟ ବାୟୁ ସେନାର ଭିଡିଓ ଗେମ୍‌ Indian Air Force: A Cut Aboveକୁ ‘ବେଷ୍ଟ ଗେମ-୨୦୧୯’ର ‘ୟୁଜର୍ସ ଚଏସ୍‌ ଗେମ୍‌’ କ୍ୟାଟେଗୋରୀରେ ଚୟନ କରିଛି ଗୁଗଲ। ଭାରତୀୟ ବାୟୁସେନା ନିଜର ପ୍ରଥମ ଭିଡିଓ ଗେମ୍‌ର ଏହି ସଫତଳାକୁ ନେଇ ବେଶ୍‌ ଉତ୍ସାହିତ ହୋଇଛି। ବାୟୁସେନା ନିଜର ଅଫିସିଆଲ ଟୁଇଟର ଆକାଉଣ୍ଟରୁ ଏହି ଗେମ୍‌କୁ ଜିତାଇବା ପାଇଁ ଭୋଟ କରିବାକୁ ନିବେଦନ କରଛି। ଚଳିତ ବର୍ଷ ଜୁଲାଇ ୩୧ରେ ଏହି ଗେମ୍‌କୁ ଲଞ୍ଚ କରାଯାଇଥିଲା। ଭାରତୀୟ ବାୟୁସେନା ପ୍ରତି ଯୁବକଙ୍କୁ ଆକର୍ଷିତ ଏବଂ ସେମାନଙ୍କ ମଧ୍ୟରେ ଦେଶ ସେବା ଭାବନା ଜାଗ୍ରତ କରିବା ପାଇଁ ପୂର୍ବତନ ବାୟୁସେନା ଅଧ୍ୟକ୍ଷ ବି.ଏସ. ଧନଓ୍ବା ଏହି ଗେମ୍‌କୁ ଲଞ୍ଚ କରିଥିଲେ। ଗେମ୍‌କୁ ଲଞ୍ଚ ହେବାର କିଛି ମାସ ହୋଇଥିଲେ ମଧ୍ୟ ଏହା ୟୁଜର୍ସଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି। ପ୍ଲେ ଷ୍ଟୋରରୁ ଏହି ଗେମ୍‌କୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଥର ଡାଉନଲୋଡ୍‌ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ବ୍ୟବବରାଦ: ଅଯୋଧ୍ୟା ମନ୍ଦିର ରକ୍ଷାଣବେକ୍ଷଣ ଖର୍ଚ୍ଚ ୨୦ କୋଟି ୪୦ ଲକ୍ଷ; ଲଦାଖ ପାଇଁ ୮,୮୨୦ କୋଟି ଏବଂ ମହାକାଶ ବିଭାଗ ଲାଗି ୬୬୬ କୋଟି

ନୂଆଦିଲ୍ଲୀ,୨୮।୧୧: ଚଳିତ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ପକ୍ଷରୁ ୨୧,୨୪୬ କୋଟି ୧୬ ଲକ୍ଷ ଟଙ୍କାର ଅତିରିକ୍ତ ବ୍ୟବବରାଦ ଲୋକସଭାରେ ଉପସ୍ଥାପନ କରାଯାଇଛିି।...

ପ୍ରେମିକାଙ୍କୁ ପିଟିଥିବା ପ୍ରେମିକଙ୍କ ଘର ଉପରେ ଚଢିଲା ବୁଲଡୋଜର

ଭୋପାଳ,୨୫।୧୨: ମଧ୍ୟପ୍ରଦେଶର ରେୱା ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ତାଙ୍କ ଗର୍ଲଫ୍ରେଣ୍ଡକୁ ଅତି ନିର୍ମମ ଭାବେ ପିଟୁଥିବାର ଭିଡିଓ...

ରାଜ୍ୟ ସଭା ନିର୍ବାଚନ ୨୦୨୨: ଭାଜପାକୁ ମହାରାଷ୍ଟ୍ରରେ ୩, ହରିୟାଣାରେ ମିଳିଲା ଗୋଟିଏ ଆସନ

ନୂଆଦିଲ୍ଲୀ,୧୧ ।୬: ଶୁକ୍ରବାର ସକାଳେ ୪ ରାଜ୍ୟର ୧୬ ରାଜ୍ୟ ସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ କରାଯାଇଥିଲା । ବିଳମ୍ବିତ ରାତିରେ ଭୋଟ...

ପଦ୍ମ ବିଭୁଷଣରେ ସମ୍ମାନୀତ ଐତିହାସିକ-ଲେଖକ ବାବାସାହେବ ପୁରନ୍ଦରେଙ୍କ ପରଲୋକ

ପୁଣେ,୧୫ ।୧୧: ଜଣାଶୁଣା ଐତିହାସିକ ଓ ଲେଖକ ବାବସାହେବ ପୁରନ୍ଦରେଙ୍କର ସୋମବାର ସକାଳେ ପୁଣେର ଦିନାନାଥ ମଙ୍ଗେସକର ମେମୋରିୟାଲ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ...

ଭାରତରେ ଓକିଲାତି କରିବେ ବିଦେଶୀ ଆଇନଜୀବୀ

ନୂଆଦିଲ୍ଲୀ,୧୬ା୩: ଭାରତରେ ବିଦେଶୀ ଆଇନଜୀବୀ ଏବଂ ଲ’ ଫାର୍ମଗୁଡ଼ିକ ଏଣିକି ଓକିଲାତି କରିପାରିବେ। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ଏନେଇ...

୩୬ରୁ ଜଣେ ଶିଶୁଙ୍କର ଜନ୍ମର ପ୍ରଥମ ବର୍ଷରେ ଘଟୁଛି ମୃତ୍ୟୁ, ରିପୋର୍ଟ…

ନୂଆଦିଲ୍ଲୀ, ୪।୬ : ଗତ କିଛି ଦଶନ୍ଧି ମଧ୍ୟରେ ଦେଶରେ ଶିଶୁ ମୃତ୍ୟୁହାରରେ ହ୍ରାସ ଘଟିଛି। ସରକାରୀ ପରିସଂଖ୍ୟାନ ଅନୁଯାୟୀ ଭାରତର ପ୍ରତି ୩୬ ଶିଶୁଙ୍କ...

ପୂର୍ବତନ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୯।୯: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଶୁକ୍ରବାର ୧୫ ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କରିଛନ୍ତି। ବିହାର ପାଇଁ ବିନୋଦ ଟଓ୍ବଡେଙ୍କୁ ସାଧାରଣ ସମ୍ପାଦକ...

ସ୍ତ୍ରୀଙ୍କ ଜିଦ୍‌ ଆଗରେ ହାର୍‌ ମାନିଲେ ସ୍ବାମୀ: ପ୍ରେମିକ ସହ କଲେ…

କାନପୁର,୧।୧୧: ଉତ୍ତରପ୍ରଦେଶର କାନପୁରରେ ବଲିଉଡର ୧୯୯୯ ବ୍ଲକବଷ୍ଟର ‘ହମ ଦିଲ ଦେ ଚୁକେ ସନମ’ର ଏକ ପ୍ରକୃଷ୍ଟ ଉଦାହରଣ ସାମ୍ନାକୁ ଆସିଛି। କାନପୁରର ଜଣେ ବ୍ୟକ୍ତି...

Advertisement
Archives

Model This Week