ଅପେକ୍ଷା ଡିସେମ୍ବରକୁ

କରୀନା ଏବେ ବେଶ୍‌ ଉତ୍ସୁକତାର ସହ ଡିସେମ୍ବରକୁ ଅପେକ୍ଷା କରିଛନ୍ତି। ହେଲେ କ’ଣ ପାଇଁ ଜାଣନ୍ତି ? ସେହି ମାସ ୨୭ରେ ପରଦା ଉପରକୁ ଆସୁଛି କରନ୍‌ ଜୋହରଙ୍କ ‘ଗୁଡ୍‌ ନ୍ୟୁଜ୍‌’। ଏହି ଫିଲ୍ମରେ କରୀନାଙ୍କ ନାୟକ ଭାବରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର। କିଆରା ଆଡଓ୍ବାନୀ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ବ୍ୟତୀତ ଇରଫାନ ଖଁ। ଏବଂ କରୀନାଙ୍କୁ ନେଇ ନିର୍ମିତ ‘ଅଂଗ୍ରେଜି ମିଡିୟମ’ ମଧ୍ୟ ରିଲିଜ ଅପେକ୍ଷାରେ ରହିଛି। ‘ଏହି ଫିଲ୍ମ ଦ୍ୱୟରେ ମୋତେ ଯେଉଁ ଭୂମିକା ମିଳିଛି ତାହାର ସଫଳତାକୁ ନେଇ ବେଶ୍‌ ଆଶା ରହିଛି। ବିଶେଷଭାବରେ ଅକ୍ଷୟଙ୍କ ସହ ମୋର ଯୋଡିକୁ ଦର୍ଶକ ନିଶ୍ଚୟ ଗ୍ରହଣ କରିବେ। କରୀନା ଏବେ ଶୁଟିଂରୁ ସାମୟିକ ବ୍ରେକ୍‌ ପାଇଛନ୍ତି। ତେଣୁ କୁଆଡେ ବୁଲାବୁଲି ନ କରି ପରିବାର ସଦସ୍ୟଙ୍କ ସହ ସମୟ କଟାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଗ୍‌ ବିଙ୍କ ଆଶୁ ଆରୋଗ୍ୟ କାମନା କଲେ ଡ୍ରିମଗର୍ଲ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସମେତ ପରିବାରର ୪ ସଦସ୍ୟ କରୋନାରେ ଆକ୍ରାନ୍ତ ହେବା ଘଟଣା ଜଣାପଡିବା...

ଜୟାଲଳିଥା ଜଣେ ଗ୍ଲାମରସ୍‌ ଷ୍ଟାର ଥିଲେ: କଙ୍ଗନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଖୁବ୍‌ଶୀଘ୍ର ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟାଲଳିଥାଙ୍କ ବାୟୋପିକରେ ନଜର ଆସିବେ। ‘ଥଲାଇବି’ ନାମକ ଏହି ବାୟୋପିକରେ ଜୟାଲଳିତାଙ୍କ ଜୀବନିକୁ...

ପୁଣି ଚର୍ଚ୍ଚାରେ ଅମିରଙ୍କ ଝିଅ ଇରା

ଅମିର ଖାଁଙ୍କ ଝିଅ ଇରା ଏବେ ଚର୍ଚ୍ଚାରେ। କେତେବେଳେ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ନେଇ ତ ଆଉ କେତେବେଳେ ନିଜର ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ରହୁଛନ୍ତି।...

ସୁପରହିଟ୍‌ ଫିଲ୍ମର କିଛି ଭୁଲ ଦୃଶ୍ୟ

ବଲିଉଡ୍‌ରେ ପ୍ରତି ଶୁକ୍ରବାର କିଛି ନା କିଛି ଫିଲ୍ମ ରିଲିଜ୍‌ ହୋଇଥାଏ। ସେଥିମଧ୍ୟରୁ କିଛି ସିନେମା ବକ୍ସ ଅଫିସରରେ ଭଲ ବ୍ୟବସାୟ କରୁଥିବା ବେଳେ ଆଉ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ସଲମାନଙ୍କ ଭଉଣୀ!

ମଣ୍ଡି,୨୨।୬: ମାୟାନଗରୀ ମୁମ୍ବାଇରୁ ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କ ଭଉଣୀ ଅର୍ପିତା ଓ ତାଙ୍କ ସ୍ବାମୀ ଆୟୁଷ ଶର୍ମା ଓ ୨ସନ୍ତାନଙ୍କ ସହ ହିମାଚଳ ପ୍ରଦେଶର...

ଚଳଚ୍ଚିତ୍ର ‘ପତି ପତ୍ନୀ ଔର ଓ୍ବ’ର ପ୍ରଥମ ଲୁକ୍‌ ରିଲିଜ

ମୁମ୍ବାଇ: ରିଲିଜ ହୋଇଛି ଚଳଚ୍ଚିତ୍ର ‘ପତି ପତ୍ନୀ ଔର ଓ୍ବ’ରେ ନାୟିକାଙ୍କର ପ୍ରଥମ ଲୁକ୍‌। ଅଭିନେତା କାର୍ତ୍ତିକ ଆର୍ୟନ ଏଥିରେ ନାୟକ ଭୂମିକାରେ ଅଭିନୟ କରିଥିବା...

‘ମାୟାବିନୀ ମୌସୁମୀ’ରେ ନାରୀର କଥା

ନାରୀ ହେଉଛି ପ୍ରକୃତି ସ୍ବରୂପା। ନାରୀ ହିଁ ଏ ପୁରୁଷ ପ୍ରାଧାନ୍ୟ ସମାଜର ଏକ ପ୍ରଧାନ ଉତ୍ସ। ନାରୀ ହସିଲେ ସମାଜ ହସେ। ନାରୀ କାନ୍ଦିଲେ...

ବିଦେଶରେ ଥାଇ ସଂସ୍କାର ଭୁଲିନାହାନ୍ତି ପ୍ରିୟଙ୍କା, ଦେଢ଼ଶୁରଙ୍କ ବିବାହ ଉତ୍ସବରେ ପିନ୍ଧିଲେ ଶାଢ଼ି

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ଥାଇ ମଧ୍ୟ ସଂସ୍କାର ଭୁଲି ନାହାନ୍ତି। ଏହି ଦେଖୁନାହାନ୍ତି ଦେଢ଼ଶୁର ଅର୍ଥାତ ନିକ୍‌ଙ୍କ ବଡ଼ଭାଇ ଜୋ ଜୋନ୍‌ସ ଏବଂ...

Coronavirus Update


Archives

Model This Week

Why Dharitri